Latest Odisha News

BREAKING NEWS

Browsing Category

ଅପରାଧ

ଭଡ଼ା ଘରେ ସେକ୍ସ ରାକେଟ୍: ୪ ମହିଳା ଉଦ୍ଧାର, ୨ ପୁରୁଷ ଅଟକ

ଭଦ୍ରକ: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍ । ଅଚାନକ ଚଢ଼ାଉ କଲା ପୋଲିସ । ସେଠାରୁ ଉଦ୍ଧାର ହୋଇଛନ୍ତି ୪ଜଣ ମହିଳା । ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ସହରର ଡଗମୁଣ୍ଡ ଅଞ୍ଚଳରେ ଥିବା ଏକ ଭଡ଼ା ଘରେ ଏଭଳି ଦେହ ବ୍ୟବସାୟ ଚାଲିଥିଲା । ବିଶେଷସୂତ୍ରରୁ ଖବର ପାଇଁ ରେଡ୍ କରିଥିଲା…

ବ୍ରାଉନସୁଗର ବିକ୍ରି ପାଇଁ ଆସିଥିଲେ ଯୁବକ, ବସଷ୍ଟାଣ୍ଡରୁ ବାନ୍ଧିଲା ପୋଲିସ

ରାଇରଙ୍ଗପୁର: ବ୍ରାଉନସୁଗରା ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଝାଡ଼ଖଣ୍ଡରୁ ଆସି ରାଇରଙ୍ଗପୁରରେ ବିକ୍ରି କରୁଥିଲା ଧଳ ଜହର । ବିଶେଷସୂତ୍ରରୁ ଖବର ପାଇଁ ଛକି ରହିଥିଲା ପୋଲିସ । ରାଇରଙ୍ଗପୁର ବସଷ୍ଟାଣ୍ଡରେ ଡିଲ୍ ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ରାଇରଙ୍ଗପୁର ଟାଉନ୍ ଥାନା ପୋଲିସ । ତା…

ଜଳେଶପଟା କନ୍ୟାଶ୍ରମ ପରିଚାଳକଙ୍କୁ ହତ୍ୟା ଧମକ

ଫୁଲବାଣୀ : ଫୁଲବାଣୀ ଜଳେଶପଟା କନ୍ୟାଶ୍ରମ ପରିଚାଳକଙ୍କୁ ଦିଆଯାଇଛି ହତ୍ୟା ଧମକ । ଆସନ୍ତା ଚାରି ଦିନ ମଧ୍ୟରେ ପରିଚାଳକଙ୍କୁ ହତ୍ୟା ସହ ଜଳେଶପଟା ଆଶ୍ରମକୁ ଉଡାଇ ଦେବାକୁ ଦିଆଯାଇଛି ଧମକ । ଅଜଣା ଫୋନ ନମ୍ବରରୁ ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କ ପାଖକୁ ଏହି ଧମକପୂର୍ଣ୍ଣ କଲ ଆସିଛି…

ନବରଙ୍ଗପୁରରୁ ଗିରଫ ହେଲା ପଂଜାବୀ ପ୍ରେମିକ

ନବରଙ୍ଗପୁର: ଫେସବୁକରେ ସ୍ଥାପନ ହୋଇଥିଲା ବନ୍ଧୁତା । ହେଲେ ନବରଙ୍ଗପୁର ଟାଉନ ଥାନାରେ ବନ୍ଧୁତାର ଅନ୍ତ ଘଟିଥିଲା । ପଂଜାବର ଯୁବକ ସହ ଯୋଡିଥିଲା ନବରଙ୍ଗପୁର ମହିଳାଙ୍କ ସଂପର୍କ । ହେଲେ ବନ୍ଧୁତାକୁ ପ୍ରେମ ସଂପର୍କରେ ପରିଣିତ କରିବାକୁ ଚାହୁଁନଥିଲେ ବିବାହିତ ମହିଳା । ଅନ୍ୟପଟେ ଯୁବକ ଜଣକ…

ବିଲରୁ ଭାଲୁର ମୃତଦେହ ଉଦ୍ଧାର, ନଖ ଓ ଦାନ୍ତ ତାଡି ନେଇଥିବା ସନ୍ଦେହ

ଢେଙ୍କାନାଳ: ବିଲରୁ ଭାଲୁର ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୟାନୀଳକଣ୍ଠପୁର ଗାଁ ନିକଟ ବିଲରୁ ମୃତ ଭାଲୁ ଉଦ୍ଧାର ହୋଇଛି । ଶନିବାର ସକାଳେ ଏକ ମୃତ ଭାଲୁ ବିଲରେ ପଡିଥିବା ଲୋକେ ଦେଖିଥିଲେ ।  ମୃତ ଭାଲୁର ନଖ ଓ ଦାନ୍ତ କେହି ଦୁର୍ବୃତ୍ତ ତାଡି ନେଇଥିବା ବେଳେ…

ଚୋରି କରିବାକୁ ମନ୍ଦିରରେ ପଶିଥିଲେ, ଧରିଲେ ଗାଁ ଲୋକ

ବାଲେଶ୍ୱର: ମନ୍ଦିରରେ ଚୋରି କରିବାକୁ ପଶିଥିଲେ ଚୋର । ଜାଣିଲେ ଗାଁ ଲୋକ । ଦୁଇ ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପାରିଭିଲା ଗାଁରେ । ଦୁଇ ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗାଁ ଲୋକ ।…

ମହିଳାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ୍ କରି ଶିକ୍ଷକ ଗିରଫ

ଭବାନୀପାଟଣା: ଭିଡିଓ ଭାଇରାଲ୍ କରି ଶିକ୍ଷକ ଗିରଫ । ମହିଳାଙ୍କ ଅଶ୍ଲୀଳ ଭିଡିଓ ହ୍ୱାଟ୍ସଆପ୍ ଗ୍ରୁପରେ ଭାଇରାଲ୍ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ପୋଲିସ ପ୍ରାଥମିକ ଶିକ୍ଷକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଶିକ୍ଷକ ଜଣଙ୍କ ହନୁମାନ ମାଝୀ । କଲମପୁର ବ୍ଲକର ପିପଳିଝପର ପ୍ରାଥମିକ ବିଦ୍ୟାଳୟର…

କମେଣ୍ଟ ମରାକୁ କେନ୍ଦ୍ର କରି ଯୁବତୀଙ୍କ ଜେଜେବାପାଙ୍କୁ ହତ୍ୟା, ବାପା ଗୁରୁତର

କାମାକ୍ଷାନଗର(ଢେଙ୍କାନାଳ): କମେଣ୍ଟ ମରାକୁ କେନ୍ଦ୍ର କରି ଯୁବତୀଙ୍କ ଜେଜେବାପାଙ୍କୁ ହତ୍ୟା ଅଭିଯୋଗ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବତୀଙ୍କ ବାପା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାସୋଡ଼ା ଗାଁରେ ଏହି ଘଟଣା ଘଟିଛି । ସଂଘବଦ୍ଧ ଆକ୍ରମଣରେ ଯୁବତୀଙ୍କ…

ଜଜ୍‌ଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ବେଲ୍‌ ଦେବା ଘଟଣାରେ ଏଏସଆଇ ଗିରଫ

ବୁଗୁଡା : ଜଜଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ବେଲ୍‌ ଦେବା ଘଟଣାରେ ଏଏସଆଇଙ୍କୁ ଗିରଫ କରିଛି ବୁଗୁଡା ପୋଲିସ । ଗିରଫ ଏଏସ୍‌ଆଇଙ୍କ ନାଁ ସୂର୍ଯ୍ୟନାରାୟଣ ବେହେରା । ସୂଚନା ଅନୁଯୟୀ, କରଚୁଲି ଗାଁର ବିଜୟ ବେହେରା ଓରଫ ବାବୁଲି ନିଜ ପୁତୁରାକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଜାନୁଆରୀ…

କଳା ସାରଙ୍କ କଳା କାରନାମା, ପ୍ରେମ ଜାଲରେ ଫସାଉଥିଲେ ଜଣେ ପରେ ଜଣେ ମହିଳାଙ୍କୁ, ଉଠାଇ ନେଲା ପୋଲିସ

କଟକ: କଳା ସାରଙ୍କ କଳା କାରନାମାକୁ ନେଇ ଚର୍ଚ୍ଚା । ନିଜ ପ୍ରେମ ଜାଲରେ ଫଶାଇ ଜଣକ ପରେ ଜଣେ ଚାରି ଜଣଙ୍କୁ ବିବାହ କରିଛନ୍ତି ରୋମିଓ ଶିକ୍ଷକ । ଏନେଇ ଥାନାରେ ଏତଲା ଦିଆଯାଛି । ଶିକ୍ଷକଙ୍କ ପତ୍ନୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବେ ପରେ ସଂପୃକ୍ତ ଆର୍ଟ ଟିଚରଙ୍କୁ ଉଠାଇ…