Latest Odisha News

BREAKING NEWS

Browsing Category

ଅପରାଧ

ହତ୍ୟା ପରେ ମୁଣ୍ଡକାଟ ମାମଲା: ଆଜି ଫୁଲେଶ୍ୱରୀ ବସ୍ତିରେ ସିନ ରିକ୍ରିଏଟ୍ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ପରେ ମୁଣ୍ଡକାଟ କରି ଫୋପାଡିବା ଘଟଣାରେ ଆଜି ପୋଲିସ ସିନ୍ ରିକ୍ରିଏଟ ଆରମ୍ଭ ହୋଇଛି। ଦୁଇ ଅଭିଯୁକ୍ତ ସଞ୍ଜୟ ଦାସ ଓ ଚନ୍ଦୁଙ୍କୁ ନେଇ ତାତ୍ରପଡାର ଫୁଲେଶ୍ୱରୀ ବସ୍ତିରେ ସିନ ରିକ୍ରିଏଟ କରୁଛି । ଏହିଠାରେ କିପରି ହତ୍ୟାକାରୀ ମୃତ…

ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ଭାଇରାଲ ଘଟଣାରେ ସିଂହଦ୍ୱାର ଥାନାରେ ଏତଲା, ତଦନ୍ତ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ । ମାମଲା ରୁଜୁ ପରେ ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍…

କଟାମୁଣ୍ଡ ମାମଲାରେ ୩ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ

ଭୁବନେଶ୍ବର : ମହିଳାଙ୍କୁ ହତ୍ୟା ପରେ ମୁଣ୍ଡ କାଟିବା ମାମଲାରେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ହତ୍ୟାକାରୀ ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରମାଣ୍ଡରେ ନେଇଛି କମିଶନରେଟ ପୋଲିସ । ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମ୍ଏଫସି କୋର୍ଟ । ପୋଲିସ…

ଯାଜପୁରରୁ ହାତୀ ଦାନ୍ତ ଜବତ, ତିନି ଗିରଫ

ଯାଜପୁର: ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍‌) ଆଜି କବାଟବନ୍ଧ ଛକନିକଟ ବ୍ରାହ୍ମଣୀ ବ୍ରିଜ ନିକଟରେ ଚଢଉ କରି ତିନିଟି ହାତୀ ଦାନ୍ତ ଜବତ କରିଛି । ଏଥି ସହ ତିନି ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ କେନ୍ଦୁଝର ଭଗବାନପୁରର ପୀତବାସ ବାରିକ, ବଡ଼ବିଲର ଆନନ୍ଦ ମହାକୁଡ଼ ଓ ଯାଜପୁର କଣ୍ଟାବନ୍ଧର…

ଧଉଳି ଛକରୁ ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଧଳା ଜହର ବ୍ୟବସାୟ । ଆଜି ଧଉଳି ଛକ ନିକଟରୁ ଅବକାରୀ ବିଭାଗର ଅଧିକାରୀମାନେ ୧୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏଥି ସହ ଏକ ସ୍କୁଟି ଜବତ ରଖିବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ…

ପୁଣି ରିମାଣ୍ଡରେ ପାଠକ ବାପା-ପୁଅ

ବ୍ରହ୍ମପୁର: ପୁଣି ପୋଲିସ ରିମାଣ୍ଡରେ ଗଲେ ପାଠକ ବାପା-ପୁଅ । ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି ଗୋଳନ୍ଥରା ଥାନା ପୋଲିସ । ବ୍ରହ୍ମପୁର ମଣ୍ଡଳ କାରାଗାରରୁ ସେମାନଙ୍କୁ ନେଇଛି ପୋଲିସ । ୩ଟି ଠକେଇ ମାମଲାରେ ଉଭୟଙ୍କୁ ପଚରାଉଚରା କରାଯିବ । ଦୁଇ…

ଫସର ଫାଟିଲା ଡକାୟତି ଯୋଜନା: ପୁରୀରୁ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: ଫେଲ୍ ମାରିଲା ଡକାୟତି ଯୋଜନା । ଚଢ଼ାଉ କରି ବାନ୍ଧିଲା ପୁରୀ ପୋଲିସ । ୭ ଜଣଙ୍କୁ ଗିରଫ କରିଛି ପୁରୀ ଠାଯାଇଛି । ଗତକାଲି ସନ୍ଧ୍ୟା ସମୟରେ ପୁରୀ ଜଗନ୍ନାଥବଲ୍ଲଭ ପାର୍କିଂ ନିକଟରେ ଏମାନେ ଡକାୟତି ଯୋଜନା କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଟାଉନ ଥାନା ପୋଲିସ ।…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଚାଇଲ୍ଡ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଆଜି ନୟାଗଡ଼ ଚାଇଲ୍ଡ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ । ତାକୁ ଅନୁଗୋଳ ବାଳ ସୁଧାର ଗୃହରୁ ଆଣିବ ପୋଲିସ । ଏସାଇଟି କରିଥିବା ଏଲଭିଏ ଟେଷ୍ଟ ଆବେଦନର ଶୁଣାଣି ରହିଛି । ସେହିପରି ରିମାଣ୍ଡ ବେଳେ ନାବାଳକକୁ ନିର୍ଯାତନା…

ମଧ୍ୟପ୍ରଦେଶରେ ‘ଲଭ୍ ଜିହାଦ’ ଅଧ୍ୟାଦେଶ ଆସିବାର ୨୩ ଦିନରେ ହାରାହାରି ୨୩ ମାମଲା

ଭୋପାଳ: ଫ୍ରିଡମ୍ ଅଫ୍ ରିଲିଜିଅନ୍ ଅର୍ଡିଆନ୍ସ ବା ଧର୍ମ ସ୍ୱାଧୀନତା ଅଧ୍ୟାଦେଶ ଆସିବା ପରେ ମଧ୍ୟପ୍ରଦେଶର ଦୈନିକ ହାରାହାରି ଗୋଟିଏ ମାମଲା ଆସୁଛି । ଯାହାକୁ ‘ଲଭ୍ ଜିହାଦ’ ମାମଲା କୁହାଯାଉଛି । ଅଧ୍ୟାଦେଶ ଲାଗୁର ପ୍ରଥମ ମାସରେ ୨୩ଟି ମାମଲା ରୁଜୁ ହୋଇଛି । ଜାନୁଆରୀ ୯ରେ ରାଜ୍ୟ ସରକାରଙ୍କ…

ଦେଶଦ୍ରୋହ ଅପରାଧରେ ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର : ଦେଶଦ୍ରୋହ ଅପରାଧରେ ଈଶ୍ୱର ଦୋଷୀ ସାବ୍ୟସ୍ତ । ପାକିସ୍ତାନକୁ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଦେବା ଅଭିଯୋଗରେ ବାଲେଶ୍ୱର ଏଡିଜେ କୋର୍ଟ ଈଶ୍ୱର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ଶୁାଣାଇଛନ୍ତି । ତାଙ୍କ ବିରୋଧରେ ୧୨୦ ଏ, ବି, ୧୨୧ ସେକ୍ସନ ୩ ଓ ସେକ୍ସନ ୪…