Latest Odisha News
Browsing Category

ଅପରାଧ

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ, ଟ୍ରକ ଛାଡ଼ି ପଳାଇଲେ ମାଫିଆ

ରାୟଗଡ଼ା: ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ । ଟ୍ରକରେ ଭର୍ତ୍ତି ହୋଇ ଚାଲାଣ ହେଉଥିଲା । ଯାଞ୍ଚ ବେଳେ ଧରିଲା ଅବକାରୀ ବିଭାଗ । ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଟ୍ରକ୍‌ରୁ ଜବତ ହୋଇଛି ୧୬ଶହ ୨୨ କିଲୋଗ୍ରାମର ଗଞ୍ଜେଇ । ଯାହାର ମୂଲ୍ୟ ଦେଢ଼େ କୋଟି ଟଙ୍କା ହେବ । ୫୬ଟି ପ୍ୟାକେଟ କରି…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଶୁଣାଣି ହୋଇଛି । ଆଜି ହାଇକୋର୍ଟରେ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କଲାନି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍- SIT । ଗତ ଡିସେମ୍ବର ୧୬ ତାରିଖରେ SIT ଦେଇଥିବା ଷ୍ଟାଟସ ରିପୋର୍ଟ ଖୋଲାଗଲା । ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ…

ଗଳା କାଟି ବୀଭତ୍ସ ହତ୍ୟା, ମହିଳାଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ବୀଭତ୍ସ ଓ ଅମାନୁଷିକ ହତ୍ୟାକାଣ୍ଡ । ଗଳା କାଟି ମହିଳାଙ୍କୁ ନିର୍ମମ ହତ୍ୟା । ବାଉଶ ବୁଦା ମୂଳରେ ବେକ କଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ଥାନା ନୂଆପୋଖରୀ ଗାଁରେ । ମୃତକଙ୍କ ନାଁ ରାଧାରାଣୀ ମହାନ୍ତି ।…

ବୋମାମାଡ଼ କରି ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଓ ସୁନା ଗହଣା

କଟକ: ବୋମାମାଡ଼ କରି ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଓ ସୁନା ଗହଣା । ବିଳମ୍ବିତ ରାତିରେ ଡକାୟତ ଗ୍ୟାଙ୍ଗର ଉନ୍ମତ୍ତକାଣ୍ଡ । ଘର ଆଗରେ ବୋମାମାଡ଼ କରି ପ୍ରଥମେ ଲୋକଙ୍କୁ ଭୟଭୀତ କଲେ । ତାପରେ ଘରେ କଳାକନା ବୁଲାଇ ଦେଲେ ଲୁଟେରା । କଟକ ଜିଲ୍ଲା କାନପୁର ଥାନା ହରିପୁର ଗାଁରେ ଏଭଳି ଡକାୟତି…

ସମ୍ବଲପୁରରୁ ଜବତ ହେଲା ବିପୁଳ ପରିମାଣର କଫସିରଫ ଓ ନିଶା ଟାବଲେଟ; ୪ ଗିରଫ 

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରୁ ଜବତ ହୋଇଛି ବିପୁଳ ପରିମାଣର କଫସିରଫ ଓ ନିଶା ଟାବଲେଟ। ଘଟଣାରେ ସମ୍ପୃକ୍ତି ଜଣାଇ ସମ୍ବଲପୁର ଟାଉନଥାନା ପୋଲିସ ୪ଜଣଙ୍କୁ ଗିରଫ କରିଥିବା ସୂଚନା। ମିଳିଥିବା ଖବର ଅନୁଯାୟୀ, ବ୍ୟାପକ ପରିମାଣର କପସିରଫ ଓ ନିଶା ଟେବଲେଟ ଜବତ କରିବା ସହ ସମ୍ବଲପୁର ଟାଉନଥାନା…

କଟକରୁ ୧୦.୫ କେଜି ଗଞ୍ଜେଇ ଜବତ, ୨ ଗିରଫ

କଟକ: ଗତକିଛି ଦିନ ହେଲା ଗଂଜେଇର ଚୋରାଚାଲାଣ ବଢିଯାଇଛି । କଟକରୁ ପୁଣି ୧୦ କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ଚାଉଳିଆଗଞ୍ଜ ପୋଲିସ । ଏଥି ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଏକ ଟ୍ରକରେ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ପାଟ୍ରୋଲିଂ ବେଳେ ଏମାନଙ୍କୁ ଧରିଥିଲା । ଗିରଫ…

ପୁରୀରେ ଅପରାଧୀ ଗ୍ୟାଙ୍ଗର ପର୍ଦ୍ଦାଫାସ, ବିପୁଳ ପରିମାଣର ଚୋରା ସାମଗ୍ରୀ ଜବତ

ପୁରୀ : ବଳଙ୍ଗା ପୋଲିସକୁ ସଫଳତା । ଏକ ପେସାଦାର ଅପରାଧୀ ଗ୍ୟାଙ୍ଗକୁ ଗିରଫ କରିବାରେ ସପଳ ହୋଇଛି ପୋଲିସ ବିଭାଗ । ୩ ଜଣ ପେସାଦାର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରା ସାମଗ୍ରୀ ଓ ନଗଦ ୬୬ ହଜାର ଟଙ୍କା ଜବତ କରାଯାଇଛି । କିଛି…

ଯୁବତୀଙ୍କୁ ହତ୍ୟା ଘଟଣାରେ ଦମ୍ପତ୍ତି ଗିରଫ

ଭଂଜନଗର: ଜଗନ୍ନାଥପ୍ରସାଦ ଗୋଷଣ୍ଡାପାଳରୁ ଗତ ଦୁଇ ତାରିଖରେ ମିଳିଥିବା ମୃତଦେହର ପତ୍ତା ମିଳିଛି । ତାଙ୍କୁ ଭୁବନେଶ୍ୱରରେ ହତ୍ୟା ପରେ ଗଂଜାମରେ ତାଙ୍କ ମୃତ ଦେହ ଫିଙ୍ଗାଯାଇଥିବା ଆଜି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଏହି ଘଟଣାରେ ପୋଲିସ ଏକ ଦମ୍ପତ୍ତିଙ୍କୁ ଗିରଫ କରିଛି ।…

‘ପୁରୀରେ ହାଜତ ମୃତ୍ୟୁ ନୁହେଁ’, ହାଇକୋର୍ଟରେ ସତ୍ୟପାଠ ଦେଲେ ସରକାର

କଟକ: ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ସତ୍ୟପାଠରେ ଏହା ହାଜତ ମୃତ୍ୟୁ ନୁହେଁ ବୋଲି ଉଲ୍ଲେଖ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି ରାଜ୍ୟ ସରକାର । ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ଲାଞ୍ଚ ନେଉଥିଲେ ତହସିଲ ଅଫିସ କିରାଣୀ, ଧରିଲା ଭିଜାଲାନ୍ସ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ତହସିଲ ଅଫିସର ବରିଷ୍ଠ କିରାଣୀ । ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ବିଭାଗ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲର ବରିଷ୍ଠ କିରାଣୀ ଅସିତ ଯୋଶୀ ଧରାପଡ଼ିଛନ୍ତି । ଜମି ବାବଦରେ ପଟ୍ଟା କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଅସିତ…