Latest Odisha News

BREAKING NEWS

Browsing Category

ଅପରାଧ

ଫେସ୍‌ବୁକ୍‌ରେ ବନ୍ଧୁତା କରି ଛୁରାମାଡ ଖାଇଲେ ଅଭିନେତ୍ରୀ !

ମୁମ୍ବାଇ: ମହଙ୍ଗା ପଡିଲା ଫେସ୍‌ବୁକରେ ବନ୍ଧୁତା । ପ୍ରେମ ନିବେଦନକୁ ନା ଓ ବିବାହକୁ ମନା କରିବାରୁ ଟେଲି ଅଭିନେତ୍ରୀଙ୍କୁ ଛୁରାମାଡ । ଛୁରାମାଡରେ ଅଚେତ ଅଭିନେତ୍ରୀ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ଫେରାର୍ ଅଛି । ସୋମବାର ଅଭିନେତ୍ରୀ ମାଲବୀ…

ମଦ ପାଇଁ ମହାଭାରତ, ୨ ଗୁରୁତର

ଗଞ୍ଜାମ: ମଦ ପାଇଁ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ଭାଟକୁମରଡ଼ାରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି। ଘଟଣାରେ ୨ଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଭାଟକୁମରଡ଼ା ଗାଁରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି ।…

[ଭିଡିଓ] ବିଚ୍ ରାସ୍ତାରେ ବନ୍ଧୁକ କଲା ଫଇସଲା !

ହରିୟାଣା: ଦିନ ଦ୍ୱିପହରେ, ବିଚ୍ ରାସ୍ତାରେ ଗୁଳିମାଡ । ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଯୁବତୀ । ଚମ୍ପଟ୍ ମାରିଥିଲା ଅଭିଯୁକ୍ତ । ହେଲେ ସିସିଟିଭି ଫୁଟେଜ୍ ଜରିଆରେ ସାମ୍ନାକୁ ଆସିଛି ସେହି ଛାତିଥରା ଦୃଶ୍ୟ । କଏଦ ହୋଇଥିଲା ଲାଇଭ୍ ଗୁଳିମାଡ ଘଟଣା । ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ…

ଅଢ଼େଇ ଲକ୍ଷ ଟଙ୍କାର ପିଆଜ ଚୋରି, ୪ ଗିରଫ

ପୁଣେ: କନ୍ଦାଉଛି ପିଆଜ । ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର । ଯାହା ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡିଛି । ବଜାରରେ ପିଆଜ ଦର କିଲୋପ୍ରତି ୮୦ ଟଙ୍କା ଉପରେ ରହିଛି । ଏଭଳି ସ୍ଥିିତିରେ ମହାରାଷ୍ଟ୍ରରୁ ପିଆଜ ଚୋରି ଅଭିଯୋଗ ଆସିଛି । ପୁଣେର ଗ୍ରାମାଂଚଳ ପୋଲିସ ଏହି ଅଭିଯୋଗରେ ୪ ଜଣଙ୍କୁ ଗିରଫ…

ହାଥରସ ମାମଲା: ତଦନ୍ତର ତଦାରଖ କରିବେ ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ସିବିଆଇ ତଦନ୍ତର ତତ୍ତ୍ୱବଧାନ କରିବେ ଆହ୍ଲାବାଦ ହାଇକୋର୍ଟ । ଆଜି ଏହି ମାମଲାର ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ସୁପ୍ରିମକୋର୍ଟ ନିଜେ ଏହି ମାମଲାର ତଦନ୍ତ ଓ ମନିଟରିଂ କରିବା ପାଇଁ ହୋଇଥିବା…

ପ୍ରେମଜନିତ କାରଣରୁ ଯୁବକଙ୍କୁ ହତ୍ୟା ଅଭିଯୋଗ, ମୃତଦେହ ଉଦ୍ଧାର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଅଭିଯୋଗ । ଗଏନ୍ଦିମୁଣ୍ଡା ଗାଁରୁ ଉଦ୍ଧାର ହୋଇଛି ମୃତଦେହ । ମୃତକଙ୍କ ନାଁ ଦିଲ୍ଲୀପ ମେହେର ଓ ଘର କାଳିଆକାଣି ଗାଁରେ । ପ୍ରେମଜନିତ କାରଣରୁ ଦିଲ୍ଲୀପଙ୍କୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି ।…

ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କଲେ ଆଉ ଜଣେ ବଧୂ; କାରଣ ଅସ୍ପଷ୍ଟ

ବୁଗୁଡା : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ମୋଟବାଡ଼ି ଗ୍ରାମରେ ୨୩ ବର୍ଷ ବୟସ୍କା ଜଣେ ବଧୂ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।  ଦୁଇ କନ୍ୟା ସନ୍ତାନଙ୍କ ମାଆ ହୋଇ ଥିବା ଏହି ମହିଳା ଜଣଙ୍କ ଅକ୍ଟୋବର ୨୬ ତାରିଖ ଦିନ ନିଜେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା…

ମାଲକାନଗିରିରୁ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଜୋଡମ୍ବା ପଞ୍ଚାୟତ ନିକଟ ଏକ ଜଙ୍ଗଲରୁ ସୁରକ୍ଷାକର୍ମୀ ମାନେ ସୋମବାର ଦିନ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ମାଲକାନଗିରି ଏସଡିପିଓ ପ୍ରହଲାଦ୍ ମୀନାଙ୍କ ସୂଚନାନୁଯାୟୀ, କିଛି ମାଓବାଦୀ ନିକଟ ଜଙ୍ଗଲରେ…

ବଟି ମାଗି ବନ୍ଧା ହେଲେ ସାମ୍ବାଦିକ

ଭୁବନେଶ୍ୱର: ଦାଦା ବଟି ମାଗିବା ପଡିଲା ମହଙ୍ଗା । ବନ୍ଧା ହେଲେ ସାମ୍ବାଦିକ । ଖବର ପ୍ରସାରଣ କରିଦେବା ନାମରେ ଚାନ୍ଦା ଆଦାୟ କରୁଥିବା ୬ ଜଣ ସାମ୍ବାଦିକଙ୍କୁ ଗିରଫ୍ କରିଛି କମିଶନରେଟ୍ ପୋଲିସ। ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା…

ମେଡିକାଲ ପରିସରରୁ ନବଜାତ ଶିଶୁ ଉଦ୍ଧାର

ଯାଜପୁର: ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରୁ କ୍ଷତାକ୍ତ ଅବସ୍ଥାରେ ଜଣେ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର । ସୂଚନା ଅନୁଯାୟୀ ଆଜି ବଢ଼ି ଭୋରୁ ଜଣେ ସପେଂଇ କର୍ମୀ ଡାକ୍ତରଖାନା ପରିସରରେ ସଫା କରୁଥିବା ବେଳେ ଏକ ନବଜାତ ଶିଶୁ ପୁତ୍ରକୁ…