Latest Odisha News

BREAKING NEWS

Browsing Category

ଅପରାଧ

ଜୁଆ ଆଡ୍ଡା ଉପରେ ଚଢ଼ାଉ କରିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହେଲେ ଆଇଆଇସି

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଏକ ଗାଁରେ ରବିବାର ଦିନ ଦେଖାଦେଇଥିଲା ତୀବ୍ର ଉତ୍ତେଜନା । ଜୁଆ ଖେଳ ଉପରେ ଚଢ଼ାଉ କରିବାକୁ ଯାଇଥିବା ଏକ ପୋଲିସ ଟିମ ଉପରେ ଆକ୍ରମଣ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସୂଚନାନୁସାରେ,ବ୍ରାହ୍ମଣୀ ଗାଁ ପୋଲିସ ଷ୍ଟେସନର ଆଇଆଇସି ରଣଜିତ କୁମାର ମୁନି ଜୁଆ ଖେଳ ହେଉଥିବା…

୪ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର କଫ ସିରପ ଜବତ

କଟକ: କଟକରୁ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ । ମର୍କତନଗର ଥାନା ଚଢ଼ାଉ କରି ୪ଲକ୍ଷ ୧୫ ହଜାର ଟଙ୍କାର ବେଆଇନ କଫ ସିରପ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ସହ ଆଉ କିଏ ସଂପୃକ୍ତ ଅଛି ସେନେଇ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ…

IPL ବେଟିଂ ଅଭିଯୋଗ, ୫ ଗିରଫ

ସମ୍ବଲପୁର: ସମ୍ବଲପୁରରେ ଆଇପିଏଲ ବେଟିଂ ଅଭିଯୋଗରେ ୫ ଗିରଫ । ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଏହି ୫ଜଣ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଜଣାପଡିଛି।  ଏଥିସହ ଅଭିଯୁକ୍ତଙ୍କଠାରୁ ନଗଦ ୧୫ ହଜାର ୧୫୦ ଟଙ୍କା ଓ ୫ଟି ମୋବାଇଲ ଫୋନ ଜବତ କରିଛି ସମ୍ବଲପୁର ପୋଲିସ । ଗିରଫ ଅଭିଯୁକ୍ତମାନେ…

ସଇତାନଠୁ ବି ନୃଶଂସ, ୯୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ

ତ୍ରିପୁରା: ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ତ୍ରିପୁରାରେ ଛାତି ଥରାଇଦେଲା ଭଳି ଘଟଣାରେ ଜଣେ ବୟସ୍କ ମହିଳାଙ୍କ ସହ ହୋଇଛି ଗଣଦୁଷ୍କର୍ମ । ଅକ୍ଟୋବର ୨୪, ଶନିବାର ଦିନ ଏହି ଘୃଣ୍ୟ ଘଟଣା ଘଟିଥିଲାବେଳେ ଗୁରୁବାର ଥାନାରେ ମାମଲା ଦାୟର ହୋଇଛି । ଉତ୍ତର ତ୍ରିପୁରାର ବାରହାଲ୍ଡି…

୨ ବର୍ଷର ଶିଶୁକନ୍ୟାକୁ ପୋଲିସ ଦେଲା ସିଗାରେଟ୍ ଚେଙ୍କ !

ଛତିଶଗଡ: ଶନିବାର ପୋଲିସକୁ ଗିରଫ କରିଛି ଖୋଦ ପୋଲିସ । ବାଲୋଦ ଜିଲ୍ଲାରେ ଜଣେ ପୋଲିସ କନେଷ୍ଟବଳ ୨ ବର୍ଷର ଶିଶୁକନ୍ୟାକୁ ସିଗାରେଟ୍ ଚେଙ୍କ ଦେବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ଏ ନେଇ ଅପମାନ ମୁଣ୍ଡାଇବାକୁ ବାଧ୍ୟ ହୋଇଛି ଛତିଶଗଡ ପୋଲିସ । ପ୍ରଥମେ…

ଅଢ଼େଇ କିଲୋର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ସୁନା ଦୋକନାରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଲୁଟିନେଲେ ଅଢ଼େଇ କିଲୋର ସୁନା ଗହଣା । ବ୍ରହ୍ମପୁର ବଡବଜାର ଅଂଚଳରେ ଘଟିଛି ଏଭଳି ବଡ ଧରଣର ଲୁଟ୍ । ବଡ଼ବଜାର ମୁଖ୍ୟ ରାସ୍ତାରେ ଥିବା ବିନୋଦ ଜୁଏଲର୍ସରେ ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି  । ଦୋକାନର ଆଇରନ୍ ଚେଷ୍ଟରେ ଥିବା…

ଭୁବନେଶ୍ୱରରେ ଡେଲିଭରି ବଏଙ୍କୁ ଲୁଟିଲେ ଦୁବୃର୍ତ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ପଥରବନ୍ଧ ନିକଟରେ ଶନିବାର ଦିନ ୩ ଜଣ ଦୁବୃର୍ତ୍ତ ଜଣେ ଅନଲାଇନ୍ ଡେଲିଭରି ବଏଙ୍କୁ ଆକ୍ରମଣ କରିବା ପରେ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ଅର୍ଡର ଡେଲିଭରି କରିବାକୁ ଯାଉଥିବା ବେଳେ ଦୁବୃର୍ତ୍ତ ମାନେ ତାଙ୍କୁ…

ଦୁଇ ଓଟିଭି କର୍ମଚାରୀ ଗିରଫ

ଭୁବନେଶ୍ୱର: ସାରୁଆ ଜମି ବିବାଦରେ ଗିରଫ ହେଲେ ଓଟିଭିର ଦୁଇ କର୍ମଚାରୀ । ଇଂଜିନିୟର ଓ ସୁପରଭାଇଜରଙ୍କୁ ପୋଲିସ ଗିରଫ କରିଛି । ଠିକା କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗରେ ଏ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୋଗ ଅନୁଯାୟୀ, ଆଜି ସାରୁଆ ଅଂଚଳରେ ଠିକା କର୍ମଚାରଙ୍କୁ ଓଟିଭିର ଇଂଜିନିଅର ଓ…

ହେଲିକପ୍ଟରରେ ଆସିଥିଲେ ଭୋଜି ଖାଇ, ଅଟକ ରଖିଲା ପୋଲିସ !

ଆନ୍ଧ୍ରପ୍ରଦେଶ: ଏକ ବିବାହ ଉତ୍ସବରେ ସାମିଲ ହେବାକୁ ହାଇଦ୍ରାବାଦରୁ ନେଲୋରକୁ ଆସିଥିଲେ କିଛି ପୁରୁଷ ଓ ମହିଳା । ବିବାହ ଉତ୍ସବ କଥା ଛାଡନ୍ତୁ ହେଲିକପ୍ଟର ଲ୍ୟାଣ୍ଡ କରିବା ମାତ୍ରେ ସେମାନଙ୍କୁ ଥାନାକୁ ଭିଡି ନେଇଥିଲା ପୋଲିସ । ଦୁଇଦିନ ତଳେ ଘଟିଥିବା ଏହି ଘଟଣାରେ ସ୍ଥାନୀୟ ପ୍ରଶାସନଠୁ…

ଏନକାଉଣ୍ଟରକୁ ଡରି ଜଜ୍‌ଙ୍କୁ ଚିଠି ଲେଖିଲା ଦାଗୀ !

କର୍ଣ୍ଣାଟକ: ଅଣ୍ଡରୱାର୍ଲଡ୍ ଡନ୍ ଭିକି ସେଟ୍ଟିର ସହଯୋଗୀ ଆକାଶଭବନ ସାରନ୍ । ବହୁଚର୍ଚ୍ଚିତ ଟୁଲୁ ଅଭିନେତା ସୁରେନ୍ଦ୍ର ବନ୍ତୱଲ ହତ୍ୟା ମାମଲାରେ ଏହି ଅପରାଧୀକୁ ପୋଲିସ ଗିରଫ କରିଥିଲା । ତେବେ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତରିତ ହେବା ଜାଣି ଭୟଭୀତ ହୋଇ ସାରନ୍ ଜଜଙ୍କୁ ଚିଠି…