Latest Odisha News

BREAKING NEWS

Browsing Category

ଅପରାଧ

ଚାପୁଡା ମାରି ଝିଅକୁ ମାରିଦେଲା ବାପା !

କୋରାପୁଟ: ଯେଉଁ ବୟସରେ ବାପା ସହ କୁନି ଝିଅ ଖେଳିବା କଥା, ସେହି ବୟସରେ ସେ ନିଜ ବାପା ହାତରେ ପ୍ରାଣ ହରାଇଥିଲା । ବାପାର ଚାପୁଡା ମାଡରେ ଚାଲିଗଲା ୬ ବର୍ଷୀୟ ଝିଅର ଜୀବନ । ଏଭଳି ଘଟଣାକୁ ନେଇ ପଟ୍ଟାଙ୍ଗୀର ତଉପଦର ଗାଁ ଲଜ୍ଜା ମୁଣ୍ଡାଇଛି । ଶୁକ୍ରବାର ନିଜ ଝିଅର ହତ୍ୟା ଅଭିଯୋଗରେ…

କଟକ IIFL ଲୁଟ୍ ଘଟଣାରେ ଆଉ ଦୁଇ ଜଣ ଗିରଫ

କଟକ: ନୟାସଡ଼କରେ ଥିବା ଆଇଆଇଏଫଏଲ୍ ସଂସ୍ଥାରୁ ସୁନା ଗହଣା ଓ ଟଙ୍କା ଲୁଟ୍ ଲିଙ୍କରେ ବନ୍ଧା ହେଲେ ଆଉ ଦୁଇ ଜଣ । ଗିରଫ ଦୁଇ ଜଣ ସୁନା ଦୋକାନର ମାଲିକ ବୋଲି ସୂଚନା ମିଳିଛି । ମଙ୍ଗଳବାଗ ଓ ଆଲାମଚାନ୍ଦ ବଜାର ଅଞ୍ଚଳକୁ ସେମାନଙ୍କୁ ଗିରଫ କରିଛି ପୋଲିସ । ସେମାନେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ…

IFS ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତିର ଖିଅ ଖୋଜିବ ୨୦ ଜଣିଆ ଏସ୍ଆଇଟି

ଭୁବନେଶ୍ୱର: ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ମହଙ୍ଗା ପଡ଼ିଛି । ଭିଜିଲାନ୍ସ ଗିରଫ ପରେ ଜେଲ ଯାଇଛନ୍ତି । ଚାକିରିରୁ ସସପେଣ୍ଡ ହୋଇଛନ୍ତି । କେଉଁ ସୂତ୍ରରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିଲେ ? ତାଙ୍କର ଅମାପ ସମ୍ପତ୍ତିର ଖୋଳତାଡ କରିବ ସ୍ୱତନ୍ତ୍ର…

ଝାରପଡ଼ା ଜେଲରେ ରାତି କାଟିଲେ ଆଇଏଫଏସ୍ ବାପା ଓ ସୌଖିନିଆ ପୁଅ

ଭୁବନେଶ୍ୱର: ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ନୂଆ ଠିକଣା ଭୁବନେଶ୍ୱର ଝାରପଡ଼ା ଜେଲ୍ । ବାପାଙ୍କ ସହ ପୁଅ ଆକାଶ ପାଠକ ବି ଜେଲରେ ରାତି କାଟିଛନ୍ତି । ହୋଟେଲ ତାଜ ସମେତ ଦେଶ ବିଦେଶର ହୋଟଲରେ ଅୟସ ଲାଇଫ ବିତାଉଥିବା ବାପା-ପୁଅ ଯୋଡ଼ି ଜେଲ ହାଓ୍ୱା ଖାଇଛନ୍ତି । ଗତକାଲି ସେମାନଙ୍କୁ ଝାରପଡ଼ା…

ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଉଭୟ ବାପା ଓ ତାଙ୍କ ପୁଅ ଆକାଶ କୁମାର ପାଠକଙ୍କୁ ଭିଜିଲାନ୍ସ ଗିରଫ କରିବାର କିଛି ସମୟ ପରେ ତାଙ୍କୁ ନିଲମ୍ବନ କରାଯାଇଛି। ସୂଚନା ଅନୁଯାୟୀ ଏହି ବାପା-ପୁଅ ଯୋଡ଼ିଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ…

ପରୀ ହତ୍ୟା ମାମଲା; ମନ୍ତ୍ରୀଙ୍କ ବିରୁଦ୍ଧରେ ଚାଞ୍ଚଲ୍ୟକର ବୟାନ ଦେଲେ ଗାଁ ସରପଞ୍ଚ

ଭୁବନେଶ୍ୱର: ନୟାଗଡ଼ର ନାବାଳିକା ପରୀ ହତ୍ୟା ମାମଲା ଏକ ସମ୍ବେଦନଶୀଳ ମୋଡ଼ରେ ପହଞ୍ଚିଛି। ମୃତ ପରୀଙ୍କ ଅଞ୍ଚଳର ସରପଞ୍ଚ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ଶୁକ୍ରବାର…

‘ପରୀ’ ହତ୍ୟା ମାମଲାର SIT ତଦନ୍ତ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୟାଗଡ଼ର ନିଷ୍ପାପ ଶିଶୁ କନ୍ୟା ପରୀ ହତ୍ୟା ମାମଲାର ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ ବା ଏସଆଇଟି ତଦନ୍ତ କରିବ । ଏସଆଇଟି ସ୍ତରୀୟ ତଦନ୍ତ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନଫରେନନ୍ସିଂରେ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ନୟାଗଡ଼ ଯିବେ ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା, ପରୀ ହତ୍ୟାର କରିବେ ଅନୁଧ୍ୟାନ

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାକୁ ନେଇ ଏବେ ରାଜ୍ୟରେ ହଇଚଇ । କ୍ରାଇମବ୍ରାଞ୍ଚକୁ ତଦନ୍ତ ରକିବାକୁ କହିଛନ୍ତି ରାଜ୍ୟ ସରକାର । ଆଜି ହତ୍ୟାକାଣ୍ଡ ମାମଲାର ଅଗ୍ରଗତିର ଅନୁଧ୍ୟାନ ପାଇଁ ନୟାଗଡ଼ ଯାଉଛନ୍ତି ରାଜ୍ୟ ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା । ଯଶଓ୍ୱନ୍ତ ଜେଠଓ୍ୱା…

କୋରାପୁଟରୁ ପୁଣି ଜବତ ହେଲା ୨୧୧ କେଜିର ଗଞ୍ଜେଇ : ଜଣେ ଗିରଫ

ସୁନାବେଡ଼ା: ଗଞ୍ଜେଇ ଭଳି ନିଶା ଦ୍ରବ୍ୟ ଧରପଗଡ଼ରେ ତତ୍ପରତା ଦେଖାଇଛି ପୋଲିସ ବିଭାଗ। ପ୍ରତିଦିନ ପ୍ରାୟ ଗଞ୍ଜେଇ ଜବତ ଖବର ଆସୁଥିବା ବେଳେ କୋରାପୁଟ ଜିଲ୍ଲାର ସୁନାବେଡା ଅଞ୍ଚଳରୁ ଜବତ ହୋଇଛି ପ୍ରାୟ ୨୧୧ କେଜି ଗଞ୍ଜେଇ। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇସୁନାବେଡ଼ା ପୁଲିସ୍ ପନ୍ଥିକା…

ଯାଇପାରିଲାନି ଭୋଜି, ବେକରେ ଲଗାଇଲା ରସି

ମୁଜାଫରନଗର: ମଳିନ ପଡିଥିଲା ବିବାହ ଉତ୍ସବରେ ସାମିଲ ହେବାର ଆଶା । ଭୋଜିକୁ ଯିବା ପାଇଁ ମାଆ ପାଖେ ନେହୁରା ହୋଇଥିଲା ୮ ବର୍ଷର ଝିଅ । ହେଲେ ପଣତକାନି ଝାଡି ପୁଅକୁ ନେଇ ବିବାହ ଉତ୍ସବକୁ ମାଆ ଚାଲିଯାଇଥିଲା । ଶେଷରେ ମାନସିକ ଆଘାତକୁ ସହ୍ୟ କରିନପାରି ଜୀବନ ହାରିଥିଲା ନାବାଳିକା ।…