Latest Odisha News

BREAKING NEWS

Browsing Category

ଅପରାଧ

ଲକଡାଉନରେ ପୋଲିସର ବର୍ବରତା; ମାଡମାରି ୨ କନଷ୍ଟେବଳ ନିଲମ୍ବିତ

କେନ୍ଦୁଝର: କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ସବୁଠି ଚାଲିଛି ଲକଡାଉନ । ଏପରିକି ଲକଡାଉନକୁ ସଫଳ କରିବା ଲାଗି ପୋଲିସ ପକ୍ଷରୁ ରାତିଦିନ ପହରା ମଧ୍ୟ ଦିଆଯାଉଛି । ଏଭଳି ଏକ ସମୟରେ କେନ୍ଦୁଝର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ବାବୁ ମାଡ ମାରିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ…

ଆଫଗାନିସ୍ତାନ ଗୁରଦ୍ୱାରା ଆକ୍ରମଣ ମାମଲା, ଯାଂଚ କରିବ NIA !

ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ପ୍ରଥମ ଥର ବିଦେଶରେ ମାମଲା ଦାୟର କରିଛି ନ୍ୟାସନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି (NIA) । ଆଫଗାନିସ୍ତାନ ରାଜଧାନୀ କାବୁଲରେ ହୋଇଥିବା ଆକ୍ରମଣକୁ ଖୋଦ NIA ଯାଂଚ କରିବ । ନିୟମରେ ପରିବର୍ତ୍ତନ କରାଯିବା ପରେ ପ୍ରଥମ ଥର ପାଇଁ NIA ବିଦେଶରେ ଘଟିଥିବା…

କୋଭିଡ୍‌-୧୯; ବେଙ୍ଗାଲୁରୁରେ ଜବତ ୧୨ ହଜାର ନକଲି N95 ମାସ୍କ !

ବେଙ୍ଗାଲୁରୁ: ମଙ୍ଗଳବାର ଏକ ଗୋଦାମରୁ ବେଙ୍ଗାଲୁରୁ ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଂଚ(CCB) ଚଢାଉ କରି ୧୨ ହଜାର ନକଲି ମାସ୍କ ଜବତ କରିଛି । Karnataka: Bengaluru Central Crime Branch (CCB) has seized 12,000 fake N95 masks; further investigation underway…

କୋଭିଡ୍‌-୧୯: ଭୁବନେଶ୍ୱରରେ ଜବତ ହେଲା ବିପୁଳ ପରିମାଣର ନକଲି ସାନିଟାଇଜର୍

ଭୁବନେଶ୍ୱର: ରାଜଧାନୀର ଝାରପଡ଼ା ଅଞ୍ଚଳରୁ ଡ୍ରଗ୍ କଣ୍ଟ୍ରୋଲ୍ ଅଧିକାରୀମାନେ ସୋମବାର ଦିନ ବିପୁଳ ପରିମାଣର ନକଲି ସାନିଟାଇଜର୍ ଜବତ କରିଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବିନା ଲାଇସେନ୍ସରେ ନକଲି ହ୍ୟାଣ୍ଡୱାସ ତିଆରି କରାଯାଉଥିଲା । ଏହି ର‌୍ୟାକେଟରେ ସଂପୃକ୍ତ…

ଦିଲ୍ଲୀ ପୋଲିସ୍ ଜାରି କଲା ବିପଦପୂର୍ଣ୍ଣ କରୋନାଭାଇରସ୍ ୱେବସାଇଟ୍ ତାଲିକା !

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସାଇବର୍ କ୍ରାଇମ୍ ୟୁନିଟ୍ ବୁଧବାର ଜାରି କରିଛି କରୋନାଭାଇରସ୍ ସମ୍ପର୍କିତ କିଛି ବିପଦପୂର୍ଣ୍ଣ ୱେବସାଇଟ୍ ର ଲମ୍ବା ତାଲିକା । ଏହି ସମସ୍ତ ୱେବସାଇଟ୍‌କୁ ଇଣ୍ଟରନେଟ୍‌ରେ ନ ଖୋଲିବାକୁ ପରାମର୍ଶ ଦିଆଯାଇଛି । Following domains are listed as…

ଏକତରଫା ପ୍ରେମ ହେଲା କାଳ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ଶଟିପାଲ୍ଲୀ ଗ୍ରାମରେ ରବିବାର ଦିନ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ସେହି ଗ୍ରାମରେ ଜଣେ ଯୁବକ ଏକତରଫା ପ୍ରେମରେ ବିଫଳ ହେବାରୁ ନିଜ ଯୌନାଙ୍ଗ କାଟି ଦେଇଥିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଗ୍ରାମର ଜଣେ ଯୁବତୀ ତାଙ୍କ ପ୍ରେମ…

ଆମ ଆଦମୀ ପାର୍ଟି ବିଧାୟକଙ୍କ ଉପରେ କେସ୍

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ବିଧାୟକ ତଥା ପ୍ରବକ୍ତା ରାଘବ ଚଢ଼ାଙ୍କ ଉପରେ ଓକିଲ ପ୍ରଶାନ୍ତ ଉମରାଓ ପଟେଲ କେସ୍ କରିଛନ୍ତି । ଲକଡାଉନ ସମୟରେ ରାଜେନ୍ଦ୍ର ନଗରର ବିଧାୟକ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଅପପ୍ରଚାର କରିଥିବା ଅଭିଯୋଗ ଆସିଛି । ସେ ଟୁଇଟ କରିଥିଲେ,…

ଚୋରଙ୍କୁ ନାହିଁ କରୋନାକୁ ଡର, କୋଟିଏ ଟଙ୍କାର ଜେମ୍ସ ବଣ୍ଡ ବନ୍ଧୁକ ଚୋରି !

ଲଣ୍ଡନ: କରୋନାକୁ ଖାତିର କଲେନି ଚୋର । ଲୁଟିନେଲେ ଜେମ୍ସ ବଣ୍ଡ ଫିଲ୍ମ ଫ୍ରାଂଚାଇଜିର ୫ଟି ମୂଲ୍ୟବାନ ବନ୍ଧୁକ । ଚଳିତ ବର୍ଷ ଜେମ୍ସ ବଣ୍ଡ ଫିଲ୍ମ ଫ୍ରାଂଚାଇଜି ପାଇଁ ଏତେଟା ଶୁଭଙ୍କର ନୁହଁ । ପ୍ରଥମେ ଡାନିଏଲ୍ କ୍ରେଗ୍‌ଙ୍କ ଫାଇନାଲ ବଣ୍ଡ ସିରିଜ ମୁଭି “ନୋ ଟାଇମ୍ ଟୁ ଡାଇ” ର ରିଲିଜ ଡେଟ୍…

କୋରାପୁଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟ: କୋରାପୁଟ ଜିଲ୍ଲାରେ ଶନିବାର ଦିନ ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମ ତୁଳସୀ ଉଲକା ଓରଫ୍ ସଙ୍ଗୀତା ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ସେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ କୋରାପୁଟ ଏସପି ମୁକେଶ…

କୋଭିଡ୍‌-୧୯: ଅପପ୍ରଚାର କରି ଚାକିରୀ ହରାଇଲେ ଇନ୍‌ଫୋସିସ୍ କର୍ମଚାରୀ !

ବେଙ୍ଗାଲୁରୁ: ଜଣେ କର୍ମଚାରୀଙ୍କୁ ବରଖାସ୍ତ କଲା ଇନ୍‌ଫୋସିସ୍ । ସୋସିଆଲ୍ ମିଡିଆରେ କରୋନାଭାଇରସ୍‌କୁ ନେଇ ଅପପ୍ରଚାର କରି କର୍ମଚାରୀ ଜଣକ ନିଜ ଚାକିରୀ ହରାଇଛନ୍ତି । ଶୁକ୍ରବାର ଦିନ ବେଙ୍ଗାଲୁରୁ ସ୍ଥିତ ଇନଫୋସିସ୍ ନିଜର ଜଣେ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିଛି । ସୋସିଆଲ୍ ମିଡିଆରେ…