Latest Odisha News

BREAKING NEWS

Browsing Category

ଅପରାଧ

ହମୀରପୁର ଡବଲ ମର୍ଡର ମାମଲା: ଅନୁପ ସାଏଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କହିଛି ପୋଲିସ

ରାଇଗଡ: କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷର ଝିଅର ହତ୍ୟା ମାମଲାରେ ଅନୁପ ସାଏଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କହିଛି ଛତିଶଗଡ ପୋଲିସ । ମେ ୭, ୨୦୧୬ ମସିହାରେ ହମୀରପୁର ଜଙ୍ଗଲରେ ମାଆ, ଝିଅଙ୍କୁ ହତ୍ୟା କରିଥିବା ନେଇ ପୋଲିସ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରିଛି…

ମ୍ୟାଟ୍ରିକ୍ ପରୀକ୍ଷା ଆଡମିଟ୍ କାର୍ଡ ଜାଲିଆତି; ୨ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ବାର୍ଷିକ ଓଡିଶା ଷ୍ଟେଟ୍ ଓପନ୍ ସ୍କୁଲ୍ ମ୍ୟାଟ୍ରିକ୍ ପରୀକ୍ଷା ଆଡମିଟ୍ କାର୍ଡ ଜାଲିଆତି କରିବା ଅଭିଯୋଗରେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ଘଟଣାଟି ଘଟିଛି ଧନୁପାଲ୍ଳୀ ସ୍ଥିତ କମିଶନର କଲୋନୀ ହାଇସ୍କୁଲରେ । ଲକ୍ଷ୍ମୀ ମେହେର (୨୮)ଙ୍କ…

ନିର୍ଭୟା ମାମଲା: ଦୋଷୀ ବିନୟର ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମା ତିହାର ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛି । ଗତ ଫେବୃଆରୀ ୧୬ ତାରିଖରେ ସେ ନିଜ ସେଲର କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଲାଗି ଉଦ୍ୟମ କରିଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା…

୨୦୧୬ ଡବଲ୍ ମର୍ଡର ଘଟଣା: ପୂର୍ବତନ ବିଜେଡି ନେତାଙ୍କୁ ରିମାଣ୍ଡରେ ନେଲା ଛତିଶଗଡ ପୋଲିସ

ରାୟଗଡ/ଭୁବନେଶ୍ୱର: ଏକ ଡବଲ୍ ମର୍ଡର ଘଟଣାରେ ରାୟଗଡର ସ୍ଥାନୀୟ କୋର୍ଟ ବହିଷ୍କୃତ ବିଜେଡି ନେତା ତଥା ଓଡିଶାର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ଲାଗି ଛତିଶଗଡ ପୋଲିସକୁ ଅନୁମତି ଦେଇଛନ୍ତି । କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷୀୟ ଝିଅକୁ ହତ୍ୟା କରିବା ଅଭିଯୋଗରେ…

ପୂର୍ବତନ ବିଧାୟକଙ୍କ ଡବଲ୍ ମର୍ଡ଼ର୍ ଘଟଣା: ଅନୁପ ସାଏ, ଡ୍ରାଇଭର୍ ରାୟଗଡ଼ କୋର୍ଟରେ ହାଜର ହେଲେ

ରାୟଗଡ଼/ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭରଙ୍କୁ ଛିତିଶଗଡ଼ ରାଜ୍ୟର ରାୟଗଡ଼ ସ୍ଥାନୀୟ କୋର୍ଟରେ ପୋଲିସ ପକ୍ଷରୁ ହାଜର କରାଯାଇଛି । ରାୟଗଡ଼ ଏସପି ସନ୍ତୋଷ କୁମାର ସିଂହ ସୂଚନାଦେଇ କହିଛନ୍ତି ଯେ, କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷର ଝିଅଙ୍କ ଡବଲ୍ ମର୍ଡ଼ର୍…

ଝାଡ଼ଖଣ୍ଡରୁ ଉଦ୍ଧାର ହେଲା ନିଖୋଜ ନାବାଳିକା; ଅଭିଯୁକ୍ତ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କଙ୍କରଡ଼ିଆ ଗ୍ରାମର ଜନୈକା ନାବାଳିକାକୁ ଗତକାଲି କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲ୍ଲା ବରହୈତ ଥାନା ଅଧୀନ ଦୁମାରିଅ ଗ୍ରାମରୁ ଉଦ୍ଧାର କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ,…

ଡବଲ୍ ମର୍ଡର ଘଟଣାରେ ସିନ୍ ରିକ୍ରିଏଟ୍ କଲା ପୋଲିସ

ଝାରସୁଗୁଡା: ଏକ ଡବଲ୍ ମର୍ଡର ମାମଲାରେ ଛତିଶଗଡ ପୋଲିସର ଏକ ଟିମ୍ ବିଜେଡି ନେତା ତଥା ପୂର୍ବତନ ବିଧାୟକଙ୍କୁ ଗିରଫ କରିବା ପରେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ଲାଗି ଛାନଭିନ୍ନ ଆରମ୍ଭ କରିଛି । ଛତିଶଗଡର ରାୟଗଡା ଜିଲ୍ଲାସ୍ଥିତ ସବାରୀ ପ୍ଲାଣ୍ଟ ନିକଟରେ ଏହି ଡବଲ୍ ମର୍ଡର…

ଭୁବନେଶ୍ୱରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ୭ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍‌-୯ସ୍ଥିତ ପୋଷ୍ଟାଲ୍ କଲୋନୀ ନିକଟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ସୋମବାର ଦିନ ଟ୍ୱିଟ୍ କରି ଜଣାଇଛନ୍ତି କମିଶନରେଟ୍ ପୋଲିସ । ପୋଲିସର ସୂଚନାନୁଯାୟୀ ଅଭିଯୁକ୍ତଙ୍କ ଦ୍ୱାରା ବ୍ୟବହୃତ ହୋଇଥିବା…

ଯୁବତୀଙ୍କୁ ଅସଦାଚରଣ କରି ଛେଚା ଖାଇଲେ ପୋଲିସ ବାବୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳ୍ପନା ଛକରେ ରବିବାର ଦିନ ଜଣେ ଯୁବତୀଙ୍କୁ ଅସଦାଚରଣ କରି ହଟହଟା ହୋଇଛନ୍ତି ଜଣେ ଯୁବକ । ସମ୍ପୃକ୍ତ ବ୍ୟକ୍ତି ଜଣକ ସ୍ପେଶାଲ୍ ସୁରକ୍ଷା ବାଟାଲିୟନ୍ (ଏସଏସବି) ପୋଲିସ କର୍ମୀ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି କଳ୍ପନା ଛକ ନିକଟରେ ଜଣେ ଯୁବତୀ…

୨ ପୋଲିସକର୍ମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ

ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁରରେ ଚାଂଚଲ୍ୟକର ଘଟଣା । ଜଣେ ଯୁବତୀ ୨ଜଣ ପୋଲିସକର୍ମୀଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି କି, ତାଙ୍କୁ ଦୁଇ ଜଣ ପୋଲିସକର୍ମୀ ଅପହରଣ କରିନେଇ ବହୁତ ସମୟ ବାନ୍ଧି କି ରଖିଥିଲେ । ଏନେଇ ପୋଲିସ ମାମଲା ରୁଜୁ…