Latest Odisha News

BREAKING NEWS

Browsing Category

ଅପରାଧ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ; କୋର୍ଟ ରଖିଲେ ଏଭଳି ସର୍ତ୍ତ

କଟକ: ବହୁ ଚର୍ଚ୍ଚିତ ୨୦୧୮ ମସିହା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରକୁ ମା’ଙ୍କ ଶ୍ରାଦ୍ଧ ଲାଗି ବୁଧବାର ଦିନ ଓଡିଶା ହାଇକୋର୍ଟ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ପୁଞ୍ଜିଲାଲଙ୍କୁ ଆସନ୍ତା ଜାନୁଆରୀ ୨୪…

ଆତ୍ମହତ୍ୟା ପୂର୍ବରୁ ଭିଡିଓ ରେକର୍ଡିଂ କଲେ ପୁଣି ଜଣେ ଯୁବକ

ଟିଟଲାଗଡ: ଗତ ଜାନୁଆରୀ ୧୮ ତାରିଖ ଦିନ ଟିଟଲାଗଡ ରେଳ ଷ୍ଟେସନରେ ଜଣେ ଯୁବକ ଆତ୍ମହତ୍ୟା କରୁଥିବା ଘଟଣାର ଭିଡିଓ ବୁଧବାର ଦିନ ଭାଇରାଲ ହୋଇଛି । ଉକ୍ତ ଭିଡିଓରେ ପ୍ରତାପ ବାରିକ ନାମକ ଜନୈକ ଯୁବକ ଅନଲାଇନ୍ ଦ୍ୱାରା ତାଙ୍କର ୭୦ ହଜାର ଟଙ୍କା ଠକେଇ ହୋଇଥିବା ନେଇ କହିଥିଲେ । ଆହୁରି ମଧ୍ୟ…

ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ

ୟୁପି: ପୋଲିସର ଦାଦାଗିରି । ସାଧାରଣ ଜନତାଙ୍କ ଉପରେ ଖାକି ବର୍ଦ୍ଦିର ଥାର୍ଡ ଡିଗ୍ରୀ । ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ । ଏତିକିରେ ବି ସୁଝିଲାନି ରାଗ । ଶେଷରେ ଦୋକାନ ବଜାର ଭଙ୍ଗାରୁଜା କରିବା ସହ ଜୋର ଜବରଦସ୍ତ ବନ୍ଦ କରିଦେଲା । ଏଭଳି କିଛି ଘଟଣା ଘଟିଛି ଉତରପ୍ରଦେଶର ଇଟାୱା…

ଜେଲ ଭିତରେ ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଅର୍ଥତତ୍ୱ ଗ୍ରୁପର ମୁଖ୍ୟ ପ୍ରଦୀପ ସେଠୀ ଜେଲ୍ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପରେ ଝାରପଡା ସ୍ପେଶାଲ୍ ଜେଲର ଅଧିକାରୀମାନେ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି । ଗଣମାଧ୍ୟମକ ସୂଚନା ଦେଇ ଝାରପଡା ଜେଲର…

ଦୁର୍ଦ୍ଦାନ୍ତ ମାଓନେତା ପାପାରାଓ ମୃତ: ତାଲମେଟଲା ନକ୍ସଲ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ !

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଛତିଶଗଡ଼ର୍ ଟପ ମାଓ ନେତା ପାପାରାଓର ମୃତ୍ୟୁ ହୋଇଥିବା ସୂଚନ ମିଳିଛି । ମିଳିଥିବା ସୂଚନା ଅନୁସାରେ, ପାପାରାଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛି। ପାପାରାଓ ୨୦୧୦ରେ ଛତିଶଗଗଡର ତାଲମେଟଲାରେ ହୋଇଥିବା ବଡ ନକ୍ସଲ ଆକ୍ରମଣର…

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚରେ ବେଟିଂ କରି ଓଡିଆ ଯୁବକ ଅଟକ

ବାଲେଶ୍ୱର: ବେଙ୍ଗାଲୁରୁରେ ଶନିବାର ଦିନ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆ ମ୍ୟାଚରେ ବେଟିଂ ଲଗାଇବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହରର ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ପ୍ରାପ୍ତ ସୂଚନାନୁଯାୟୀ ପୋଲିସ ଜଳେଶ୍ୱର ସ୍ଥିତ ଗ୍ୟାରେଜ୍ ବଜାରରେ ଚଢାଉ କରିବା ସହ…

ମସଜିଦ ଉପରେ ମିସାଇଲ ମାଡ: ୮୦ ସୈନ୍ୟ ମୃତ

ୟେମେନ: ମସିଜଦରେ ନମାଜ ପାଠ ବେଳେ ମିସାଇଲ ମାଡ । ୟେମେନର ମରିବ ଅଚଂଳରେ ହୁତୀ ବିଦ୍ରୋହୀମାନେ ମିସାଇଲ ଓ ଡ୍ରୋନ୍‌ରେ ଆକ୍ରମଣ କରିଛନ୍ତି । ଏଥିରେ ୮୦ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଅନେକ ଯବାନ ଆହତ ହୋଇଛନ୍ତି । ମସ୍‌ଜିଦ୍‌ରେ ସୈନିକମାନେ ନମାଜ ପାଠ କରୁଥିବା ବେଳେ ଆତଙ୍କବାଦୀମାନେ…

ଗିରଫ ହେଲା ୧୩୫ କେଜି ଓଜନର ଆତଙ୍କବାଦୀ: ଟ୍ରକରେ ବୁହାହୋଇ ଗଲା ଜେଲ

ଇରାକ ସେନାକୁ ରବିବାର ଏକ ବହୁତ ବଡ ସଫଳତା ହାସଲ ହୋଇଛି । ଦୀର୍ଘ ଦିନ ପରେ ସେନା ମୋସୁଲ ସହରରେ ଲୁଚି ରହିଥିବା ଆଇଏସଆଇଏସର କୁଖ୍ୟାତ ଆତଙ୍କବାଦୀ ମୁଫତି ଅବୁ ଅବଦୁଲ ବାରୀକୁ ଗିରଫ କରିଛି । ଜବା ଦି ଜେହାଦୀ ନାମରେ ପରିଚିତ ଏହି ଚରମପନ୍ଥୀଙ୍କ ଓଜନ ୧୩୫ କିଲୋଗ୍ରାମ । ସେ ଶେଯରୁ ଉଠି ପାରୁ ନ…

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ୩ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ୟୁନିଟ୍‌-୨ର ମାର୍କେଟ ବିଲ୍ଡିଂରେ କିଛି ଅଜଣା ମୁଖାପିନ୍ଧା ଦୁର୍ବୁତ୍ତମାନେ ଗତ ଜାନୁଆର ୧୦ ତାରିଖ ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣାରେ ପୋଲିସ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚିଣ୍ଟୁ, ପ୍ରିତମ ଓ ଉଦିତ ।…

ସମ୍ବଲପୁରରେ ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର; ସ୍ୱାମୀ ଗିରଫ

ସମ୍ବଲପୁର: ନିଖୋଜ ହେବାର ଦୀର୍ଘ ୧୭ ଦିନ ପରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଆମ୍ବୁରି ଗ୍ରାମରେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଜିଲ୍ଲା ମାଜିଷ୍ଟେ୍ରଟଙ୍କ ସମ୍ମୁଖରେ ଫୋରେନସିକ ଟିମର ବିଶେଷଜ୍ଞମାନେ ଶବଟି ନିଖୋଜ ମହିଳାଙ୍କର ବୋଲି ପ୍ରକାଶ କରିଛନ୍ତି । ମୃତଦେହଟି ଆରତୀ ଦେବୀ…