Latest Odisha News

BREAKING NEWS

Browsing Category

ଅପରାଧ

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ କଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଖାରଜ ହେଲା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ମୁକେଶର ରାଜକ୍ଷମା ଆବେଦନ । ଦିଲ୍ଲୀ ସରକାରଙ୍କ ପରେ ଏବେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ମୁକେଶର ଆବେଦନକୁ ଖାରଜ କରିଛନ୍ତି । ଏହାପରେ ମୁକେଶର ରାଜକ୍ଷମା ଆବେଦନ ପ୍ରଥମେ ଗୃହ ମନ୍ତ୍ରାଳୟ ନିକଟକୁ ପଠାଯିବ । ସେଠାରୁ…

ଫାଶୀ ସସପେନ୍ସ ଜାରି; ଦିଲ୍ଲୀ ହାଇକୋର୍ଟରେ ମୁକେଶର ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମକାରୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ବାଟ ବନ୍ଦ ହେଉଛି । ଫାଶୀ ପାଇବା ନେଇ ଜାରି ରହିଛି ସସ୍ପେନ୍ସ । ଦୋଷୀ ମୁକେଶର ଡେଥ୍ ୱାରେଂଟ ରଦ୍ଧ କରିବା ଆବେଦନକୁ ଖରାଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ନିଷ୍ପତି ପରେ ବି ୪ ଅଭିଯୁକ୍ତ ଆସନ୍ତା ୨୨ ତାରିଖରେ…

ଟେରର୍ ଲିଙ୍କରେ ଗିରଫ ପରେ ବିଦା ହେଲେ ଡିଏସପି ଦବିନ୍ଦର ସିଂହ

ଶ୍ରୀନଗର: ବିଦା ହେଲେ ଜମ୍ମୁ-କାଶ୍ମୀର ଡିଏସପି ଦବିନ୍ଦର ସିଂହ । ଟେରର ଲିଙ୍କରେ ଧରାପଡିବା ପରେ ବୁଧବାର ତାଙ୍କ ବିରୋଧରେ ବଡ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । ଦବିନ୍ଦର ସିଂହଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମୀର ଡିଜି ଦିଲବାଗ ସିଂହ ।…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଘୁଞ୍ଚିପାରେ ଫାଶୀ ତାରିଖ

ନୂଆଦିଲ୍ଲୀ: ନିର୍ଭୟା ଦେଷୀଙ୍କ ଘୁଂଚିପାରେ ଫାଶୀ ତାରିଖ । ଆସନ୍ତା ୨୨ରେ ୪ ସଇତାନଙ୍କୁ ଫାଶୀ ମିଳିବା ନେଇ ବଢ଼ିଲା ସନ୍ଦେହ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଗତ କିଛି ଯୁକ୍ତି ପରେ ଅଶଙ୍କାରେ ଫାଶୀଦଣ୍ଡ । ଦିଲ୍ଲୀ ସରକାର କହିଛନ୍ତି, ୨୨ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪…

ଟିଣ୍ଡର ଡେଟିଂ ଆପ୍ ମାମଲା: ପୁଅ ପାଇଁ ନ୍ୟାୟ ମାଗିଲା ମାଆ

ଭୁବନେଶ୍ୱର: ଜେଲ୍ ଭିତରେ ପୁଅ, ବାହାରେ ବସିଛନ୍ତି ମାଆ । ଟିଣ୍ଡର ଆପ୍ ମାମଲାରେ ଘରୋଇ ବ୍ୟାଙ୍କ ମ୍ୟାନେଜର ଗିରଫ ହୋଇ ଜେଲ୍ ଯିବା ପରେ ମଙ୍ଗଳବାର ତାଙ୍କ ମା’ ଚନ୍ଦ୍ରଶେଖରପୁର ଥାନା ଆଗରେ ଧାରଣା ଦେଇଥିଲେ । ତାଙ୍କ ପୁଅ ପ୍ରତି ଅନ୍ୟାୟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ପୁଅ,…

ଚାଉଳ ଚୋରା କାରବାର ଘଟଣାରେ ରେଲୱେ ପୋଲିସର ୪ କର୍ମୀ ନିଲମ୍ବିତ

ଝାରସୁଗୁଡା: କର୍ତ୍ତବ୍ୟରେ ଅବହେଳା ତଥା ଚାଉଳ ଚୋରା କାରବାର ଘଟଣାରେ ଆରପିଏଫ୍ ଡିଜି ରେଲୱେ ପୋଲିସର ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଆରପିଏଫ୍ ଇନ୍ସପେକ୍ଟର ଏଲ୍ କେ ଦାସ, ଏଏସଆଇ ଏସ.କେ କୁମାର , ହାବିଲଦାର ଆର.ଭି ଠାକୁର ଓ ଡି ବକ୍ସଲା ।…

ନାବାଳକଙ୍କୁ ଗାଡି ଦେଇ ଫସିଲେ ମାଲିକ: ଗଣିଲେ ୨୬ ହଜାର ଟଙ୍କା ଜୋରିମାନା

କଟକ: କିଛିଦିନ ତଳେ ଅନୁଗୁଳ ଜିଲ୍ଲାର ଜଣେ ନାବାଳକ ଦୁଇଚକିଆ ଗାଡି ଚଳାଉଥିବା ବେଳେ ଧରାପଡିବାରୁ ଗାଡି ମାଲିକ ୨୬୦୦୦ ଟଙ୍କା ଜୋରିମାନା ଭରିଥିଲେ । ମଙ୍ଗଳବାର ଦିନ କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ସେହିଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି । ମିଳିଥିବା ସୂଚନା ଅନୁସାରେ କଟକ ବାରଙ୍ଗ…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ସଫା ହେଲା ଫାଶି ରାସ୍ତା, କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ଫେଲ୍ ମାରିଲା ଶେଷ ପ୍ରୟାସ । ସଫା ହେଲା ଫାଶି ରାସ୍ତା । ଖାରଜ ହେଲା କ୍ୟୁରେଟିଭ୍ ପିଟିସନ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କ କ୍ୟୁରେଟିଭ ପିଟିସନ ଖାରଜ ହୋଇଛି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରିଛନ୍ତି । ଦିଲ୍ଲୀର ପଟିଆଲା…

ଫାଶୀ ଲାଗି ନିଆଗଲା ନିର୍ଭୟା ଦୋଷୀଙ୍କ ଗଳାର ମାପ; ଦଉଡିରେ ଘଷାଯାଉଛି କଦଳୀ !

ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶୀ ଦିନ ପାଖେଇ ଆସୁଛି । ଫାଶୀ ଦେବାକୁ ତିହାର ଜେଲରେ ପ୍ରସ୍ତୁତି ଆଗେଇ ଚାଲିଛି । ଫାଶୀ ଦଉଡିରେ ଘଷାଯାଉଛି କଦଳୀ: ୪ ଦୋଷୀଙ୍କର ବେକର ମାପ ନିଆଯିବା ପରେ ଫାଶୀ ଦଉଡିରେ କଦଳୀ ଘଷା ଯାଉଛି ।…

ଅଦାଲତରେ ଖାରଜ ହେଲା ନିଲମ୍ବିତ ଆଇଏଏସ ଅଧିକାରୀଙ୍କ ଜାମିନ୍

ଭୁବନେଶ୍ୱର: ଏକ ସ୍ୱତନ୍ତ୍ର ଅଦାଲତ ଚାକିରୀରୁ ନିଲମ୍ବିତ ହୋଇଥିବା ଆଇଏଏସ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ୍ ଆବେଦନ ଖାରଜ ହେବା ଫଳରେ ତାଙ୍କର ବିଚାର ବିଭାଗୀୟ ହାଜତର ସମୟସୀମା ଆହୁରି ୧୪ ଦିନକୁ ବୃଦ୍ଧି ପାଇଛି । ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ଆଇଏଏସ ଅଧିକାରୀ…