Latest Odisha News

BREAKING NEWS

Browsing Category

ଅପରାଧ

ଲଜ୍ଜା; ହେଡ଼ମାଷ୍ଟରଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଶିକ୍ଷୟିତ୍ରୀ !

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଅଞ୍ଚଳର ଜଣେ ସ୍କୁଲ ଶିକ୍ଷୟିତ୍ରୀ ବୁଧବାର ଦିନ ଥାନାରେ ସେହି ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ଜଠିଆ ୟୁପି ସ୍କୁଲର ପ୍ରଧାନଶିକ୍ଷକ ରତିକାନ୍ତ ଜେନା ସେହି ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଡ଼ାଇ ଗୋଡ଼ାଇ ଛୁରି ଭୁଷିଲେ ଦୁର୍ବୃତ୍ତ, ଗୁରୁତର ଆହତ ଯୁବକ ଏସସିବିରେ ଭର୍ତ୍ତି

ଭୁବନେଶ୍ୱର: ରାଜଧାନୀରେ ବୁଧବାର ଦିନ ସକାଳେ ବିଚ୍ ରାସ୍ତା ଉପରେ ଦୁଇଜଣ ଯୁବକଙ୍କ ନୃଶଂସ ଆକ୍ରମଣ ଘଟଣା ଯୋଗୁଁ ଚାଞ୍ଚଲ୍ୟ ଖେଳିଯାଇଛି । ଦୁଇଜଣ ଯୁବକଙ୍କ ଛୁରାମାଡ଼ ଯୋଗୁଁ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ରାଜଧାନୀର ବ୍ୟସ୍ତବହୁଳ ନୟାପଲ୍ଲୀ ଅଞ୍ଚଳରେ…

ପୋଲିସକୁ ମିଳିଲା ବଡ ସଫଳତା, ଏନକାଉଣ୍ଟରରେ ୪ ଅପରାଧି ଆହତ

ଝାରସୁଗୁଡା: ଝାରସୁଗୁଡା ଅନ୍ତର୍ଗତ ବ୍ରଜରାଜନଗର ଛକ ନିକଟରେ ପୋଲିସର ଏନକାଉଣ୍ଟରରେ ମଙ୍ଗଳବାର ବିଳମ୍ବିତ ରାତିରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ଆହତ ଅପରାଧୀଙ୍କ ମଧ୍ୟରେ ଅନନ୍ତ ଧଳ, ଶୈଳେନ୍ଦ୍ର ପାତ୍ର, ନିକି ସିଂହ ଓ ରଫିକ୍ ଅନସାରୀ ରହିଛନ୍ତି । ଆହତ…

ଯୌନ ନିର୍ଯ୍ୟାତନା ଅଭିଯୋଗ; ଜେଲ୍ ଗଲେ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି

କେନ୍ଦ୍ରାପଡା: ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ଟାଉନ୍ ଥାନା ପୋଲିସ ଅଟକ ରଖିଥିବା କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ କୁମାର ସାହୁଙ୍କୁ ସୋମବାର ଦିନ ଜେଲ୍ ପଠାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଘଟଣା…

ଯୌନ ନିର୍ଯ୍ୟାତନା ଅଭିଯୋଗ; କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ଅଟକ

କେନ୍ଦ୍ରାପଡା: ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ରବିବାର ବିଳମ୍ବିତ ରାତିରେ ପୋଲିସ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ କୁମାର ସାହୁଙ୍କୁ ଅଟକ ରଖିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାତି ପ୍ରାୟ ୧୧ଟା ୩୦ମି. ସମୟରେ ଟାଉନ…

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସହ ଦୁର୍ବ୍ୟବହାର, ଥାନାରେ ମାମଲା ରୁଜୁ

କଟକ: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ସହ କେହି ଯୁବକ ଦୁର୍ବ୍ୟବହାର କରୁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉକ୍ତ ଭିଡିଓରେ ସମ୍ପୃକ୍ତ ଯୁବକ ଜଣକ ଆନନ୍ଦ ଭବନରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର…

ଯାଜପୁର ପିଇଓ ମୃତ୍ୟୁ ଘଟଣା: ସୁରକ୍ଷା ନମିଳିଲେ ଘର ଛାଡ଼ିବେ ପରିବାରବର୍ଗ

ଭୁବନେଶ୍ୱର: ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ବିବାଦ ଥମିବାର ନାଁ ନେଉନାହିଁ । ଏହାକୁ ନେଇ ରାଜ୍ୟ ରାଜନୀତି ଏକପ୍ରକା ଉଷ୍ଣ ହୋଇଉଠିଛି । ଏଭଳି ସ୍ଥିତିରେ ସ୍ମିତାରାଣୀଙ୍କ ପରିବାର ଲୋକେ ନିଜ ପୈତୃକ ବାସଗୃହ ଛାଡ଼ି ଅନ୍ୟତ୍ର ଚାଲିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।…

ପ୍ରଧାନଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର ଆହତ !

ଝାରସୁଗୁଡା: ସରକାର ବିଦ୍ୟାଳୟ ଗୁଡିକୁ ଦଣ୍ଡ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଥିବା ବେଳେ ଝାରସୁଗୁଡା ଜିଲ୍ଲା ବାଲିଜୋରି ନୋଡାଲ୍ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ପ୍ରଧାନଶିକ୍ଷକ ମାଡ ମାରିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।…

ଶ୍ରୀମନ୍ଦିର ପରିସରରେ ଟିକଟକ୍ ଭିଡିଓ ଭାଇରାଲ ଘଟଣା; ନାବାଳିକା ଅଟକ

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଭିଡିଓ କରିବା ଓ ତାକୁ ଟିକଟକରେ ଭାଇରାଲ କରିବା ଘଟଣାରେ ଗୁରୁବାର ଦିନ ସିଂହଦ୍ୱାର ପୋଲିସ ନିମାପଡା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅଟକ ରଖିଛି । ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଅତିରିକ୍ତ ଏସପି କହିଛନ୍ତି, ସମ୍ପୃକ୍ତ ନାବାଳିକାଙ୍କୁ ଏସମ୍ପର୍କରେ…

ପିଗ ଆଇରନ ଲୁଟରେ ସଂପୃକ୍ତ ଶିଳ୍ପପତିଙ୍କ ସମେତ ୪ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ମେସ୍କୋ ଷ୍ଟିଲ କାରଖାନାରୁ ପିଗ୍ ଆଇରନ ଲୁଟ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୧୦ ତାରିଖ ଦିନ କଳିଙ୍ଗନଗର ସ୍ଥିତ ମେସ୍କୋ କାରଖାନାରୁ ୨ଟି ପିଗ୍ ଆଇରନ ବୋଝେଇ ଟ୍ରକ ଛତିଶଗଡ଼ କୁ ପରିବହନ…