Latest Odisha News

BREAKING NEWS

Browsing Category

ଅପରାଧ

ଉତ୍କଳ ବିଶ୍ୱବିଦ୍ୟାଳୟରେ ତାତିଲେ ଛାତ୍ରଛାତ୍ରୀ, କୁଳପତିଙ୍କ କାର୍ଯ୍ୟାଳୟରେ ତାଲା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଥିବା ବେଳେ ସୋମବାର ଦିନ ଛାତ୍ରଛାତ୍ରୀ ମାନେ ଭିସି ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଫିସରେ ତାଲା ପକାଇ ଦେଇଛନ୍ତି । ଫଳରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଛାତ୍ରଛାତ୍ରୀମାନେ…

ଟ୍ରାଫିକ୍ ନିୟମ୍ କଡାକଡି: ବାଇକ୍ ଚାଳକଙ୍କୁ ୨୨ ହଜାରରୁ ଅଧିକ ଫାଇନ୍

ବଲାଙ୍ଗିର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ ଅଭିଯୋଗରେ ରବିବାର ଦିନ ବଲାଙ୍ଗିରରେ ଜଣେ ବାଇକ୍ ଚାଳକ ଉପରେ ଲାଗିଛି ପ୍ରାୟ ୨୨ ହଜାର ୫୦୦ ଟଙ୍କାର ଜୋରିମାନା । ଉକ୍ତ…

ବାଲେଶ୍ୱରରୁ ଜବତ ହେଲା ୩୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର, ୩ ଗିରଫ

ବାଲେଶ୍ୱର: ବାଲେଶ୍ୱରର ସହଦେବଖୁଣ୍ଟାସ୍ଥିତ ଲୁନିଆଯୋଡି ବ୍ରିଜ୍ ନିକଟରେ ଅବକାରୀ ବିଭାଗ ଚଢାଉ କରି ଶନିବାର ଦିନ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଅରଦ ବଜାରର…

ଗଞ୍ଜାମରେ ପୁଣି ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନ ପୂର୍ବରୁ ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ସୁଶାନ୍ତ ବେହେରା ଆହତ ହୋଇଥିବା ବେଳେ ରବିବାର ଦିନ ଅନ୍ୟଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ୍ ଧରିବାରେ ସଫଳ ହୋଇଛି । ଆହତ ଅପରାଧୀ ଜଣକ ପ୍ରମୋଦ ବାରିକ (୨୯) ବୋଲି ଜଣାପଡିଛି । ଏହି ଏନକାଉଣ୍ଟରରେ…

ଖୋର୍ଦ୍ଧାରେ ରୋଡ୍ ରୋମିଓକୁ ନିସ୍ତୁକ ପିଟିଲେ ଲୋକେ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକକୁ ଧରି ନିର୍ଧୁମ୍ ପିଟିଛନ୍ତି । ମିଳିଥିବା ସୂଚନାନୁଯାୟୀ କୁମାରଙ୍ଗା ଛକ ନିକଟରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଟିଉସନରୁ ଘରକୁ ଫେରୁଥିବା ବେଳେ ପାଖାପାଖି ୩ ଜଣ ଯୁବକ…

ପୋଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ବ୍ରହ୍ମପୁର/ଝାରସୁଗୁଡା: ଗଞ୍ଜାମ ଓ ଝାରସୁଗୁଡା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଶନିବାର ଦିନ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ପ୍ରଥମ ଘଟଣା ଘଟିଛି ବ୍ରହ୍ମପୁର ସହରର ଗୋଷାଁଣୀନୂଆଗାଁ ଅଞ୍ଚଳରେ ଥିବା ଜୟଶ୍ରୀ କେମିକାଲ୍ ରୋଡରେ । ଏହି ରୋଡରେ କୋକେ ଓ…

ଲଜ୍ଜା: ନିଜ ମାମୁଁ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ୧୦ମ ଶ୍ରେଣୀ ଛାତ୍ରୀ !

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରଠାରେ ଛଅ ମାସ ପୂର୍ବରୁ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଯୁବକଙ୍କୁ ଗିରଫ କରିଛି । ପୋଲିସ ସୂତ୍ରରୁ ସୂଚନା ମିଳିଛି ଯେ, ଗିରଫ ଅଭିଯୁକ୍ତ ଜଣକ ହେଲେ ବନ୍ଧୁଗାଁ ନିକଟବର୍ତ୍ତୀ ସୋଡ଼ବାଦି ଗ୍ରାମର…

ପିଏନବି ସ୍କାମ୍: ଏବେ ନୀରବ ମୋଦୀଙ୍କ ଭାଇକୁ ଖୋଜୁଛି ‘ଇଣ୍ଟରପୋଲ୍

ନୂଆଦିଲ୍ଲୀ: ବିପୁଳ ପରିମାଣର ବ୍ୟାଙ୍କ ଅର୍ଥ ହେରଫେର କରି ବିଦେଶକୁ ପଳାୟନ କରିଥିବା ନୀରବ ମୋଦୀଙ୍କ ଭାଇ ଭାଇକୁ ଏବେ ଇଣ୍ଟରପୋଲ୍ ଗିରଫ କରିବାକୁ ସୂଚନା ଜାରି କରିଛି । ଇଣ୍ଟରପୋଲ୍ ଦ୍ୱାରା ଜାରି ହୋଇଥିବା ନୋଟିସ୍ ଅନୁଯାୟୀ, ପଳାତକ ନୀରବ ମୋଦୀଙ୍କ ଭାଇ ତଥା ଅଭିଯୁକ୍ତ ନେହାଲ୍ ଦୀପକ…

ବାଲେଶ୍ୱର ସ୍କୁଲରେ ଛାତ୍ରଙ୍କୁ ତାଲା ପକାଇବା ଘଟଣା: ପ୍ରଧାନଶିକ୍ଷୟତ୍ରୀ ନିଲମ୍ବିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଏକ ନୋଡାଲ୍ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ବନ୍ଦ ହୋଇ ରହିବା ଘଟଣାରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଘଟଣାଟି ଲୋକଲୋଚନକୁ ଆସିଥିଲା। ସୂଚନାଯୋଗ୍ୟ,  ପାଠପଢା ସରିବା ପରେ…

ଭିଜିଲାନ୍ସ ଜାଲରେ ଫସିଲେ ବ୍ୟାଙ୍କ ମ୍ୟାନେଜର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାସ୍ଥିତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ମ୍ୟାନେଜର ଅଶୋକ ମହାପାତ୍ରଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଣ୍ଟି-କରପସନ୍…