Latest Odisha News

BREAKING NEWS

Browsing Category

ଅପରାଧ

ସ୍ୱାମୀଙ୍କ ସହ ଝଗଡ଼ା ପରେ ଫ୍ୟାନରେ ଝୁଲି କଲେଜ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ କଲେଜ ଶିକ୍ଷୟିତ୍ରୀ ସ୍ୱାମୀଙ୍କ ସହିତ ଝଗଡ଼ା ହେବା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କେଶୁରା ଅନ୍ତର୍ଗତ ଏସବିଆଇ କଲୋନୀରେ ଥିବା ଏକ ଭଡ଼ା ଘରେ ଏହି ଘଟଣା ଘଟିଥିବାର ସୂଚନା ହସ୍ତଗତ ହୋଇଛି । ମହିଳା ଜଣକ ଅସୀମା ନାୟକ ବୋଲି ଚିହ୍ନ ହୋଇଥିବା ବେଳେ…

ପୋଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଭୁବନେଶ୍ୱର/ଖୋର୍ଦ୍ଧା: ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଗୁରୁବାର ସକାଳେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଆହତ ଅପରାଧୀ ମାନଙ୍କ ନାମ ସୁଶାନ୍ତ ମାଝି ଓ ଜାମସେଦ୍ ଖାନ୍ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଡକାୟତି ଉଦେ୍ଧଶ୍ୟରେ ନୟାଗଡରୁ…

ରାଉରକେଲାରେ ଧରାପଡ଼ିଲା ସେକ୍ସ ର‌୍ୟାକେଟ୍

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି)ର ଏକ କ୍ୱାଟରରୁ ପୋଲିସ ରବିବାର ବିଳମ୍ବିତ ରାତିରେ ଏକ ସେକ୍ସ ର‌୍ୟାକେଟକୁ ଠାବ କରି ଏଥିରେ ସଂପୃକ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଆରଏସପି)ର ଏକ କ୍ୱାଟରରେ ସେକ୍ସ ର‌୍ୟାକେଟ୍ ଚାଲୁଥିବା ନେଇ ଖବର…

ସମ୍ବଲପୁରରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ସୋମବାର ଦିନ ପୋଲିସର ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀର ନାମ ମୁସିମ୍ ଅଖତର୍ ବୋଲି ଜଣାପଡିଛି । ତା’ ଠାରୁ ଗୋଟିଏ ବୁଲେଟ୍ ଓ ଗୋଟିଏ ୯ ଏମଏମର ପିସ୍ତଲ୍ ଓ ୪ ହଜାର ଟଙ୍କା ଜବତ କରିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।…

ନାବାଳିକା ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇ ୨ ଗିରଫ

ବ୍ରହ୍ମପୁର: ଜଣେ ନାବାଳିକା ଛାତ୍ରୀର ଅଶ୍ଳୀଳ ଫଟୋ ଉଠାଇ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ପ୍ରଚାର କରିବା ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି । ଏହି ଘଟଣାରେ ଜଣେ ନାବାଳକଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି ସଦର ପୋଲିସ ।

ପଶ୍ଚିମବଙ୍ଗରୁ ଗିରଫ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ମୟ ପଣ୍ଡା

ବାଲେଶ୍ଵର: ବାଲେଶ୍ଵର ପୋଲିସକୁ ମିଳିଛି ବଡ଼ ସଫଳତା । ବାଲେଶ୍ୱର ପୋଲିସର ଏକ ଟିମ ଶନିବାର ଦିନ ପଶ୍ଚିମବଙ୍ଗରୁ ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ମୟ ପଣ୍ଡା ଓରଫ ପାପା ପଣ୍ଡାକୁ ଗିରଫ କରିଥିବା ଜଣାପଡ଼ିଛି । ପୋଲିସର ସୂଚନା ଅନୁଯାୟୀ ପାପା ନିଜର ପ୍ରତିଦ୍ୱନ୍ଦୀ ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଦାସ…

ଭଦ୍ରକ: ଶନି ମନ୍ଦିରରୁ ଦୁର୍ବୃତ୍ତ ଲୁଟିଲେ ବହୁ ମୂଲ୍ୟବାନ ସାମଗ୍ରୀ

ଭଦ୍ରକ: ଭଦ୍ରକ ଜିଲ୍ଲା ଜାନୁଗଞ୍ଜ ଅନ୍ତର୍ଗତ ଶନି ମନ୍ଦିରର ଦାନ ବାକ୍ସ ତଥା ହୁଣ୍ଡି ଭାଙ୍ଗି କେତେକ ଦୁର୍ବୃତ୍ତ ଶୁକ୍ରବାର ରାତିରେ ଅନେକ ମୂଲ୍ୟବାନ ସାମଗ୍ରୀ ସହ ଟଙ୍କା ପଇସା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ମନ୍ଦିରର ପୂଜକ ପୂଜା ନିମନ୍ତେ…

ରାଜଧାନୀରେ ଜବତ ହେଲା ବ୍ରାଉନସୁଗାର, ଦୁଇ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ବ୍ରାଉନସୁଗାର ଜବତ ହୋଇଛି । କ୍ୱିକ ଆକ୍ସନ ଟିମ(କ୍ୱାଟ) ଓ ନାୟପଲ୍ଲୀ ପୋଲିସ ଶୁକ୍ରବାର ଦିନ ମିଳିତ ଭାବେ ଚଢ଼ାଉ କରି ଡେଲଟା ଛକରୁ ୩୪ ଗ୍ରାମ ବ୍ରାଉନସୁଗାର ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତି ଦ୍ୱୟଙ୍କ ନାମ ସନ୍ତୋଷ ରାଉତରାୟ ଓ…

ଯୁବକଙ୍କୁ ମାଡମାରି ନିଲମ୍ବିତ ହେଲେ ପୋଲିସ ବାବୁ, ଦେଖନ୍ତୁ ଭିଡିଓ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜଣେ ଯୁବକଙ୍କୁ ଗାଳିଗୁଲଜ ତଥା ସର୍ବସମ୍ମୁଖରେ ମାଡ ମାରିବା ଘଟଣାରେ ଗୁରୁବାର ଦିନ ରିଜର୍ଭ ପୋଲିସର ଜଣେ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। https://youtu.be/ynJV7S2Hnd4 ପ୍ରାପ୍ତ ସୂଚନାନୁଯାୟୀ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକର ତିନି ଜଣ…

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ରାକେଶ ସୋଢି ମୃତ

ଭୁବନେଶ୍ୱର: ମାଓଦମନ ଅଭିଯାନରେ ଓଡ଼ିଶା ପୋଲିସକୁ ଏକ ବଡ଼ ସଫଳତା ମିଳିପାରିଛି । ମାଲକାନଗିରି ଜିଲ୍ଲା ବଣ୍ଡାଘାଟ ଅଞ୍ଚଳର ଖଇରପୁଟ ପାହାଡ଼ ନିକଟସ୍ଥ ପାକନଗୁଡ଼ା ଜଙ୍ଗଲରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ରାକେଶ ସୋଢି ବୁଧବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି । ଗଣମାଧ୍ୟମକୁ…