Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଗ୍ରାହକଙ୍କ ଲାଗି ବିଏସଏନଏଲର ନୂଆବର୍ଷ ଅଫର, ଜାଣନ୍ତୁ କେତେ ରହିଛି ପ୍ୟାକ୍

ନୂଆଦିଲ୍ଲୀ: ନବବର୍ଷ ଲାଗି ଘରୋଇ ଟେଲିକମ୍ କମ୍ପାନୀ ଗୁଡିକ ନିଜ ନିଜର ପ୍ଲାନ୍ ଜାରି କଲାପରେ ଏବେ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ମଧ୍ୟ ପ୍ରିପେଡ୍ ଯୋଜନା ଲାଗି ଆକର୍ଷଣୀୟ ଅଫର ଆଣିଛି । ନୂଆ ପ୍ଲାନ୍ ଅନୁଯାୟୀ ବିଏସଏନଏଲ ତା’ର ବାର୍ଷିକ ଯୋଜନାର ଅବଧି ପ୍ରାୟ ୬୦ଦିନ ବଢାଇଦେଇଛି ।…

ଦମଦାର ଫିଚର୍ସ ସହ ୨୦୨୦ରେ ‘ମହିନ୍ଦ୍ରା ଥର୍’ ଖୁବଶୀଘ୍ର ଭାରତରେ ହେବ ଲଞ୍ଚ…

ଭୁବନେଶ୍ୱର: ଭାରତୀୟ ଅଟୋମୋବାଇଲ ବଜାରରେ ମହିନ୍ଦ୍ରା ଗାଡିର ଅଲଗା କ୍ରେଜ ଅଛି | ଯେତେବେଳେ ବି ଅଫ ରୋଡ଼ ଗାଡି କଥା ଉଠେ ସବୁଠୁ ପ୍ରଥମେ ମହିନ୍ଦ୍ରା ଥର ନାଁ ଆଗକୁ ଆସେ | ଏବେ ମହିନ୍ଦ୍ରା ନିଜର ଏହି ଅଫ ରୋଡ଼ ଗାଡି କୁ ଆଗାମୀ ବର୍ଷ ୨୦୨୦ ରେ ନୂଆ ଅବତାର ସହ ଗ୍ରାହକଙ୍କୁ ଭେଟିଦେଵ |…

‘ଇ-ଗାଡି’ ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ପଦକ୍ଷେପ; କ୍ରୟ ଉପରେ ମିଳିବ ୩୦ ହଜାର ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର: ବିଦ୍ୟୁତ ଚାଳିତ ବାହାନ କିଣୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଏଥର ବିଦ୍ୟୁତ ଚାଳିତ ଗାଡି କିଣିଲା ବେଳେ ସରକାର ଦେବେ ରିହାତି । ଅବଶ୍ୟ ଏହା ଦିଲ୍ଲୀବାସୀଙ୍କ ପାଇଁ । ଦିଲ୍ଲୀ ସରକାର ଙ୍କ କ୍ୟାବିନେଟ ଇଲେକ୍ଟ୍ରିକ ଭେଇକିଲ ପଲିସି ପାସ କରିଦେଇଛି । ଏହି ପଲିସ ଲାଗୁ ହେଲାପରେ…

୨୬ରେ ସୂର୍ଯ୍ୟପରାଗ: ରାଜଧାନୀର ଏହିସ୍ଥାନ ଗୁଡିକରେ ଦେଖିପାରିବେ ମହାଜାଗତିକ ଦୃଶ୍ୟ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୬ ତାରିଖ ସକାଳେ ରାଜ୍ୟରେ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ । ଏହାକୁ ସୁରକ୍ଷିତ ଭାବେ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ବରର କିଛି ସ୍ଥାନରେ ଆୟୋଜନ କରାଯାଇଥିବା ସୂଚନା ମିଳିଛି । ଭୁବନେଶ୍ୱରରେ ଥିବା ପଠାଣି ସାମନ୍ତ ପ୍ଲାନିଟୋରିୟମ ଜନସାଧାରଣଙ୍କୁ ସୂର୍ଯ୍ୟ…

ବିଏସଏନଏଲ ଗ୍ରାହକଙ୍କ ପାଇଁ ଖୁସି ଖବର; ଏହି ପ୍ଲାନରେ ମିଳିବ ୩ ଜିବି ଡାଟା ସହ ଅନଲିମିଟେଡ଼ କଲିଂ

ଭୁବନେଶ୍ୱର: ରିଲାଏନ୍ସ ଜିଓ, ଏୟାରଟେଲ ଭଳି ଆଗଧାଡ଼ିର ଟେଲିକମ ସେବାକୁ ଟକ୍କର ଦେବାକୁ ନୂଆ ପ୍ଲାନ ସହ ବଜାରକୁ ଆସୁଛି ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସଏନଏଲ) । ପ୍ରାପ୍ତ ସୂଚନା ଅନୁଯାୟୀ, ବିଏସଏନଏଲ ଏହାର ୬୬୬ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌କୁ ଅପଡେଟ୍‌…

ଭାରତୀୟ ବ୍ୟବସାୟୀ ବିଦେଶରେ କିଣିଲେ ୬୦ କୋଟି ଟଙ୍କାର ନମ୍ବର ପ୍ଲେଟ

ନୂଆଦିଲ୍ଲୀ: ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ନେଇ ଲୋକମାନଙ୍କ ଅଦ୍ଭୁତ କ୍ରେଜ ଦେଖିବାକୁ ମିଳେ | ଯେଉଁଥିରେ ଜଣେ ଭାରତୀୟ ବିଦେଶରେ ନମ୍ବର ପ୍ଲେଟ ଓ ରେଜିଷ୍ଟ୍ରେସନ ପାଇଁ ନିଲାମରେ ଭାଗ ନେବା ଚର୍ଚ୍ଚା ହୋଇଛି | ବିଦେଶରେ ଜଣେ ଭାରତୀୟ ଏହି ଫେନସି ନମ୍ବର ନିଲାମ ରେ ଭାଗନେଇ ସବୁଠୁ ଉଞ୍ଚା…

ଗୁଗୁଲ ବସ୍ ସୁନ୍ଦର ପିଚାଇଙ୍କ ଦରମା ଜାଣିଲେ ଉଡ଼ିଯିବ ହୋସ୍: ମିଳୁଛି ୧,୭୨୧ କୋଟି ଟଙ୍କାର ପ୍ୟାକେଜ !

ଭୁବନେଶ୍ୱର: ଆଲଫାବେଟ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବା ପରେ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଦରମାରେ ଅନେକ ବୃଦ୍ଧି ଘଟିଛି । ଶ୍ରୀ ପିଚାଇଙ୍କୁ ବାର୍ଷିକ ୧୪ କୋଟି ଟଙ୍କା ଦରମା ମିଳୁଥିବା ବେଳେ ତାଙ୍କୁ ଷ୍ଟକ ପ୍ୟାକେଜ ମିଳିଛି ୧,୭୦୭ କୋଟି ($ ୨୪୦ ମିଲିଅନ) ଟଙ୍କା। ଏହା…

ଦେଶରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ୫ଜି ସେବା !

ନୂଆଦିଲ୍ଲୀ: ଦୁରସଂଚାର ବିଭାଗରେ ଉଚ୍ଚସ୍ତରୀୟ ନିର୍ଣ୍ଣୟକାରୀ ସଂସ୍ଥା ଡିଜିଟାଲ କମ୍ୟୁନିକେଶନ କମିଶନ ଆଜି ୫.୨୨ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟରମ ନିଲାମ ପାଇଁ ଥିବା ଯୋଜନାକୁ ମଞ୍ଜୁରୀ ଦେଇଦେଇଛି । ଯେଉଁଥିରେ ୨୨ ସର୍କଲ ରେ ୮୩୦୦ ମେଗାହର୍ସ ସ୍ପେକ୍ଟରମ ସାମିଲ ଅଛି ଓ ମାର୍ଚ୍ଚ-ଅପ୍ରେଲ ରେ…

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ଆଜିଠାରୁ ‘ମହା ଲୋନ୍ ଧମାକା’

ଭୁବନେଶ୍ୱର: ଭୁବନେଶ୍ୱରର ସହିଦନଗର ଦୁର୍ଗାପୂଜା ପଡ଼ିଆରେ ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ‘ମହା ଲୋନ୍ ଧମାକା’ ଆୟୋଜନ କରାଯାଇଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହିଋଣ ବ୍ୟାଙ୍କର ଅଣଗ୍ରାହକଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ପାଇପାରିବେ । ୪ ଚକିଆ…

ବିଶ୍ୱର ୨୬ତମ ସବୁଠୁ ବଡ଼ ବ୍ୟାଙ୍କ ହେଲା ଏଚଡିଏଫସି; ଏମ-କ୍ୟାପ ୧୦୦ ଆରବ ଡଲାର ଟପିଲା !

ନୂଆଦିଲ୍ଲୀ: ଘରୋଇ ବ୍ୟାଙ୍କ କ୍ଷେତ୍ରରେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏଚଡିଏଫସି ବିଶ୍ୱର ୨୬ତମ ସବୁଠୁ ବଡ଼ ବ୍ୟାଙ୍କ ହୋଇଗଲା | ଗୁରୁବାରକୁ ବ୍ୟାଙ୍କର ମାର୍କେଟ କ୍ୟାପ (ବଜାର ପୁଞ୍ଜିକରଣ) ୧୦୦ ଆରବ ଡଲାର ରୁ ଉର୍ଦ୍ଧ୍ବ ରେ ପହଂଚି ଯାଇଛି | ବ୍ୟାଙ୍କ ଏଥିସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ…