Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଏବେ ବିନ୍ଦାସ ବ୍ୟବହାର କରନ୍ତୁ ୱାଟସଆପ୍ସ; ସମାଧାନ ହୋଇଯାଇଛି ଏହିସବୁ ଅସୁବିଧା…

ୱାଟସଆପ୍ସ ୟୁଜର୍ସ ପାଇଁ ଆସୁଥିବା ଗୋଟେ ବଡ଼ ଆସୁବିଧା ଟଳିଗଲା। କମ୍ପାନୀ ନିଜ ୱାଟସଆପ୍ସରେ ବିଜ୍ଞାପନ ଦେବାକୁ ଚାହୁଁଥିଲା ହେଲେ ଏବେ ହେବ ନାହିଁ ବୋଲି ଜଣାପଡୁଛି। ଖବର ଆସୁଥିଲା ଯେ ୱାଟସଆପ୍ସ ନିଜର ଅଧିକ ଆୟ କରିବାକୁ ଯୋଜନା କରିଥିଲା। ଏହି ଆପ୍ସରେ ବିଜ୍ଞାପନ ଚଲାଇବାକୁ ଯୋଜନା…

ଗ୍ରାହକଙ୍କ ଲାଗି ପ୍ରିପେଡ୍ ପ୍ଲାନ୍ ଶସ୍ତା କଲା ବିଏସଏନଏଲ; ଜାଣନ୍ତୁ କେତେ ରହିଛି ପ୍ୟାକ୍‌

ନୂଆଦିଲ୍ଲୀ: ନବବର୍ଷ ଲାଗି ଘରୋଇ ଟେଲିକମ୍ କମ୍ପାନୀ ଗୁଡିକ ନିଜ ନିଜର ପ୍ଲାନଗୁଡିକୁ ଶସ୍ତା କରି ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ବେଳେ ବିଏସଏନଏଲ୍ ମଧ୍ୟ ତା’ର ପ୍ରିପେଡ୍ ଗ୍ରାହକମାନଙ୍କ ଲାଗି ଆକର୍ଷଣୀୟ ଅଫର ଆଣିଛି । ନୂଆ ପ୍ଲାନ୍ ଅନୁଯାୟୀ ବିଏସଏନଏଲ ପକ୍ଷରୁ ୧୩୧୨ ଟଙ୍କାରେ ମିଳୁଥିବା…

ଗୋଟିଏ ସପ୍ତାହରେ ୧୬୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଲା ସୁନାଦର !

ଭୁବନେଶ୍ୱର: ଗତ ସପ୍ତାହରେ ସୁନାଦର ସର୍ବୋଚ୍ଚ ଦରରେ ପହଞ୍ଚିଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ଏହା ପାଖାପାଖି ୧୬ଶହ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିବା ସୂଚନା ମିଳିଛି । ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଆଖି ପିଛୁଳାକେ ସୁନାଦର ବୃଦ୍ଧି ପାଇ ସର୍ବକାଳୀନ…

ସରକାରଙ୍କର ଏହି ୫ଟି ଜରୁରୀ ଆପ୍ସ: ଫୋନରେ ନଥିଲେ ଆଜିହିଁ କରନ୍ତୁ ଇନଷ୍ଟଲ …

ଭୁବନେଶ୍ୱର: ଜନସାଧାରଣଙ୍କ ସୁବିଧା ପାଇଁ ଭାରତ ସରକାର କେତେକ ଆପ୍ସ ତିଆରି କରିଛି । ଗୁଗଲ ପ୍ଲେ ଷ୍ଟୋର ଓ ଏପ ଷ୍ଟୋରରେ ଏହା ସହଜରେ ଉପଲବ୍ଧ । ଏହି ଆପଗୁଡିକ ଆମର ଗୁରୁତ୍ୱପୂର୍ଣ୍ଣ କାମରେ ଲାଗିବ । ଆସନ୍ତୁ ଜାଣିବା ଏହି ୫ଟି ଆପର ନାମ ଏବଂ କାର୍ଯ୍ୟ କ’ଣ । ଡିଜିଲକର: ଏହି ଆପର ସାଇଜ ୭.୨…

ସୁନା ଅଳଙ୍କାରରେ ହଲମାର୍କ ହେବ ବାଧ୍ୟତାମୂଳକ: ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ କଠୋର ଦଣ୍ଡବିଧାନ

ନୂଆଦିଲ୍ଲୀ: ଏଣିକି ଦେଶରେ ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କକୁ ବାଧ୍ୟତାମୂଳକ କରାଯିବ। ଆସନ୍ତା ୧୫ ଜାନୁଆରୀ ୨୦୨୧ ତାରିଖ ଠାରୁ ଏହି ନିୟମ ସମ୍ପୂର୍ଣ୍ଣ ଭାବେ ବାଧ୍ୟତାମୂଳକ ହେବ । ନିୟମ ଲାଗୁ କରିବା ନିମନ୍ତେ ଗୋଟିଏ ବର୍ଷର ସମୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା…

ଟ୍ୱିଟରରେ ହେବ ପେମେଣ୍ଟ; ଅନ୍ୟକୁ ପଠାଇ ପାରିବେ ଟଙ୍କା !

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଙ୍ଗ ସାଇଟ ମଧ୍ୟ ଦୁନିଆଁ ର ସବୁଠୁ ବଡ଼ ସୋସିଆଲ ମିଡିଆ ସାଇଟ ଫେସବୁକର ରାସ୍ତାରେ ଚାଲିବାକୁ ଯାଉଛି | ଟ୍ୱିଟର ମଧ୍ୟ ଗୁଗୁଲ ଓ ଫେସବୁକ ପରି ନିଜର ପେମେଣ୍ଟ ସିଷ୍ଟମ ଆଣିବାକୁ ପ୍ରସ୍ତୁତି ଚଳାଇଛି | ହେଲେ ଟ୍ୱିଟର ଅଫିସିଆଲ ଭାବେ ଏ ସମ୍ପର୍କରେ କିଛି କହିନି |…

ବିନା ଓଟିପିରେ ହୋଇପାରିବ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକସନ; କିପରି ହେବ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ଅନଲାଇନ କମ୍ପାନୀ ନିଜ ପ୍ଲାଟଫର୍ମରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ପାଇଁ ଆଉ ୱାନ ଟାଇମ ପାସୱାର୍ଡ ବା ଓଟିପି ଅଥେଣ୍ଟିକେଶନ ଦେବାକୁ ପଡିବନି | କମ୍ପାନୀର ଏହି ପଦକ୍ଷେପ ଦ୍ୱାରା କାରବାର ଅଧିକ ସହଜ ହେବ | ଆପଣଙ୍କ ସୂଚନା ଅନୁସାରେ ଜଣାଉଛୁ ଯେ ଇ-କମର୍ସ ସାଇଟ…

ଚିନ୍ତାଜନକ ସ୍ଥିତିରେ ରିୟେଲ୍ ଇଷ୍ଟେଟର ଅବସ୍ଥା: ୩୦ ପ୍ରତିଶତ ହ୍ରାସ ପାଇଲା ବିକ୍ରି

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାରେ ଜାରି ରହିଥିବା ଖରାପ ଅବସ୍ଥା ମଧ୍ୟରେ ଦିଲ୍ଲୀ ସହିତ ଦେଶର ପ୍ରମୁଖ ନଅ ସହରରେ ଘର ବିକ୍ରି ବହୁତ ହ୍ରାସ ପାଇଛି । ଅକ୍ଟୋବରରୁ ଡିସେମ୍ବର ତ୍ରୟମସିକ ବିକ୍ରି ତଥ୍ୟ ଜାରୀ ହୋଇଛି। ପୂର୍ବ ବର୍ଷ ତୁଳନାରେ ଏହା ବହୁତ କମ ଅଛି। ରିପୋର୍ଟ ଅନୁସାରେ, ୨୦୧୯-୨୦…

ଆସନ୍ତା ମାସରେ ଲଞ୍ଚ ହେବ ସାଓମି ମି ୧୦; ମିଳିବ ୫ଜିର ସପୋର୍ଟ

ଚୀନ ର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ଜଲ୍ଦି ବିଶ୍ୱସ୍ତରୀୟ ଲଞ୍ଚ ସାଓମି ମି ୧୦ କୁ ଆଗାମୀ ମାସରେ କରିବ | କିଛିଦିନ ପୂର୍ବରୁ ସୋସିଆଲ ମିଡ଼ିଆ ରେ ଏ ସମ୍ପର୍କରେ ରିପୋର୍ଟ ଲିକ ହୋଇଥିଲା ଯେଉଁଥିରେ ଲଞ୍ଚି ତାରିଖ ଖୁଲାସା ହୋଇଥିଲା | ଗଣମାଧ୍ୟମ ରିପୋର୍ଟ ଅନୁସାରେ, କମ୍ପାନୀ…

ବ୍ୟାଙ୍କରେ ଟଙ୍କା ଜମା କରିବା ହୋଇଯିବ ସହଜ: ଯେକୌଣସି ଏଟିଏମ ମାଧ୍ୟମରେ ଜମା କରିପାରିବେ ଟଙ୍କା

ଭୁବନେଶ୍ୱର: ଯଦି କୌଣସି ଏଟିଏମ ରେ ଜମା କଲେ ଟଙ୍କା ନିଜ ଆକାଉଣ୍ଟ ରେ ଜମା ହୋଇଯିବ ତାହାଲେ କେମିତି ଲାଗିବ ? କଥାଟା ଶୁଣିବାକୁ ଅଜବ ଲାଗିଲେ ବି ସତ ହେବାକୁ ଯାଉଛି । କେନ୍ଦ୍ର ସରକାର ଏହି ପ୍ଲାନ ଉପରେ କାମ କରୁଛି ଯାହା ଦ୍ୱାରା ଏଥିରୁ ବଡ଼ ବ୍ୟାଙ୍କର ଏଟିଏମ ସବୁକୁ ଯୋଡିଦିଆଯିବ । ଯୋଜନା…