Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଖୁବଶୀଘ୍ର ଆସୁଛି ମାରୁତି ସୁଜୁକିର ନୂଆ ଶସ୍ତା ଇଲେକ୍ଟ୍ରିକ ଏସୟୁବି ‘ମାରୁତି ଫୁଟୁରୋ-ଇ’

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକିର ଶେଷରେ ଆଗକୁ ଆସୁଥିବା ନିଜ ଇଲେକ୍ଟ୍ରିକ ଏସୟୁବିର ନା ଉପରୁ ପରଦା ହଟିଛି । ଆଗରୁ ଚର୍ଚ୍ଚା ହେଉଥିଲା କି ମାରୁତି ତାର ଏସ-ପ୍ରେସୋ କୁ ଇଲେକ୍ଟ୍ରିକ ଭର୍ସନ ଆଣିବବୋଲି । ହେଲେ ଶେଷରେ କମ୍ପାନୀ ଏହାର ନା 'ମାରୁତି…

ରେଡ଼ମିର ନୂଆ ଫୋନ୍ ‘ରେଡ଼ମି କେ୩୦’; ଜାଣନ୍ତୁ କ’ଣ ରହିଛି ଫିଚର୍ସ…

ଭୁବନେଶ୍ୱର: ଚାଇନିଜ କମ୍ପାନୀ ସାଓମିର କେ ସିରିଜ ର ନୂଆ ସ୍ମାର୍ଟଫୋନ 'ରେଡ଼ମି କେ୩୦' ୧୨୦ଏଚ ରିଫ୍ରେସ ରେଟ ଡିପ୍ଲେ, ସ୍ନାପଡ୍ରାଗନ ୭୬୫ଜି ପ୍ରୋସେସର, ୬୪ ମେଗାପିକ୍ସେଲ କ୍ୱାର୍ଡ କ୍ୟାମେରା ସେଟଅପ ଆଦି ସହ ଚୀନ ରେ ଲଞ୍ଚ କରିଛି | ଖୁବ ଶୀଘ୍ର ଏହା ଭାରତରେ ଲଞ୍ଚ କରିଛି | ଏହା କେ…

ଜିଏସଟି: ଅପ୍ରେଲ-ନଭେମ୍ବର ମଧ୍ୟରେ ବଜେଟ ଅନୁମାନ ଠାରୁ ୪୦ ପ୍ରତିଶତ କମ ସିଜିଏସଟି କଲେକ୍ସନ

ଭୁବନେଶ୍ୱର: ଏହି ବର୍ଷ ଅପ୍ରେଲ ରୁ ନଭେମ୍ବର ମଧ୍ୟରେ ସେଣ୍ଟ୍ରାଲ ଜିଏସଟି କଲେକ୍ସନ ବଜେଟ ଅନୁମାନ ଠାରୁ ୪୦ପ୍ରତିଶତ କମ | ସଂସଦରେ ଆଗତ ତଥ୍ୟ ଅନୁଯାୟୀ ଏହା ୪୦ପ୍ରତିଶତ କମ ରହିଛି | ବିତ୍ତ ରାଜ୍ୟ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ , ଏହି…

ଖୁବଶୀଘ୍ର ବଜାରକୁ ଆସୁଛି ସାମସଙ୍ଗ ଗାଲାସ୍କି ଏ୫୧, ଜାଣନ୍ତୁ କେତେ ରହିଛି ଦାମ୍

ଭୁବନେଶ୍ୱର: କୋରିଆ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ ଖୁବଶୀଘ୍ର ତାର ଏ ସିରିଜ ଶ୍ରେଣୀର ଏ୫୧ ଲଞ୍ଚ କରିବାକୁ  ଯାଉଛି | ଏହାପୂର୍ବରୁ ଏ୫୧ କୁ ନେଇ ବହୁତ କିଛି ତଥ୍ୟ ଲିକ ହୋଇଥିଲା | ଯେମିତି କି ଲଚିଂ ଡେଟ ଆଉ କିଛି ଫିଚର୍ସ ର ତଥ୍ୟ | ଲିକ୍ ରିପୋର୍ଟ ଓ ଜାତୀୟଗଣମାଧ୍ୟମ…

ଜାଣିରଖନ୍ତୁ ଗାଡ଼ିମାଲିକ ! ‘ବାହନ’ ଡାଟାବେସରେ ମୋବାଇଲ୍ ନମ୍ବର ଯୋଡ଼ିବା ଜରୁରୀ…

ଭୁବନେଶ୍ୱର: ଅପ୍ରେଲ ୧ ଠାରୁ ମୋବାଇଲ ନମ୍ବରକୁ 'ବାହାନ' ଡାଟାବେସ ସହ ଯୋଡିବା ଅନିର୍ବାଯ୍ୟ କରାଯାଇଛି। 'ବାହାନ' ଡାଟାବେସ ଏକ ପ୍ରକାର ଡିଜିଟାଲ ରେଜିଷ୍ଟର ଯେଉଁଥିରେ ଗାଡିର ସବୁ ପ୍ରକାର ତଥ୍ୟ ଏଥିରେ ରେଜିଷ୍ଟର ହୋଇଥାଏ | ଏହା ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ…

ଏଟିଏମ ବ୍ୟବହାର ସୁରକ୍ଷିତ କରିବା ପାଇଁ ଆରବିଆଇ ଆଣିଲା ନୂଆ ଗାଇଡ଼ଲାଇନ୍ସ…

ଭୁବନେଶ୍ୱର: ଦେଶରେ ବଢିଥିବା ଏଟିଏମ ବ୍ୟବହାର ଠକେଇ ଦିନକୁ ଦିନ ବଢିଚାଲିଛି | ଏଭଳି ସମସ୍ୟା କୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ଏଟିଏମ ବ୍ୟବହାର ସୁରକ୍ଷିତ କରିବା ପାଇଁ ନୂଆ ପଦକ୍ଷେପ ନେଇଛି | ନିଜର ଦୁଇମାସିକ ଷ୍ଟେଟମେଂଟ ଅନ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଟରୀ ପଲିସ ରେ…

ସରକାରଙ୍କ ଠାରୁ ସାହାଯ୍ୟ ନ’ମିଳିଲେ ବନ୍ଦ ହୋଇଯିବ ଭୋଡାଫୋନ-ଆଇଡିଆ: କେ ଏମ ବିର୍ଲା

ଭୁବନେଶ୍ୱର: ଜାତୀୟଗଣମଧ୍ୟମ ସୂଚନାଅନୁସାରେ ଆଦିତ୍ୟ ବିର୍ଲା ଗୃପର ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲା କହିଲେ ଯେ ଯଦି ସରକାରଙ୍କ ତରଫରୁ ସାହାଯ୍ୟ ନମିଳେ ତାହାଲେ ଭୋଡାଫୋନ-ଆଇଡିଆ ବନ୍ଦ ହୋଇଯିବ | ବିର୍ଲା ଶୁକ୍ରବାର ଦିନ ନିଜ ବକ୍ତ୍ୟବ ରେ ଏକଥା କହିଛନ୍ତି | ସେ କହିଲେ ଯେ କମ୍ପାନୀ…

ରିଜର୍ଭ ବ୍ୟାଙ୍କ ହ୍ରାସ କଲାନାହିଁ ରେପୋ-ରେଟ; ଚଳିତ ବିତ୍ତବର୍ଷରେ ଅଭିବୃଦ୍ଧି ହାର ରହିବ ୫ ପ୍ରତିଶତ

ଭୁବନେଶ୍ୱର : ଭାରତୀୟ ରିଜର୍ଭ ବ୍ୟାଙ୍କର ନିଷ୍ପତି ପରେ ରେପୋ ରେଟ ୫.୧୫, ରିଭର୍ସ ରେପୋ ରେଟ ୪.୯୦ ପ୍ରତିଶତ ଓ ବ୍ୟାଙ୍କ ରେଟ ୫.୪୦ ପ୍ରତିଶତ । ଅନୁମାନ କରାଯାଉଥିଲା ଯେ ଆରବିଆଇ ଏଥର ମଧ୍ୟ ରେପୋ ରେଟ ରେ କମ କରିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗୁରୁବାର ଦିନ ନୀତିଗତ ଦରରେ କୌଣସି…

ନୂଆ ଫିଚର ସହ ଆସିଲା ହ୍ୱାଟ୍ସଆପ୍‌, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ ଆଣିଛି ଆଉ ଏକ ନୂଆ ଫିଚର୍। ହ୍ୱାଟ୍ସଆପ୍‌ର ନୂଆ ଅପଡେଟ୍‌ ୨.୧୯.୧୨୦ ଭର୍ସନରେ ଏବେ କଲ୍‌ ୱେଟିଂ ଫିଚର୍‌ ଆସିଯାଇଛି। ଏହାସହ ଏହି ନୂଆ ଅପଡେଟ୍‌ରେ ଆପଣଙ୍କୁ ହ୍ୱାଟ୍ସଆପ ଚାଟ୍ ସ୍କ୍ରିନ୍‌ରେ ମଧ୍ୟ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ…

ରିଲାଏନ୍ସ ଜିଓର ନୂଆ ‘ଅଲ-ଇନ-ୱାନ’ ପ୍ଲାନ ଘୋଷଣା

ମୁମ୍ବାଇ: ବିଶ୍ୱର ସର୍ବବୃହତ ମୋବାଇଲ ଡାଟା ଅପରେଟର ଜିଓ ପକ୍ଷରୁ ବୁଧବାର ଦିନ ନୂତନ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା କରାଯାଇଛି।  ଜିଓ ଗ୍ରାହକମାନଙ୍କୁ ପୂର୍ବ ପ୍ଲାନ ତୁଳନାରେ ୩୦୦ ପ୍ରତିଶତ ଅଧିକ ଲାଭ  ପ୍ରଦାନ କରୁଥିବା ଏହି ପ୍ଲାନ ସମୂହ ସର୍ବଶ୍ରେଷ୍ଠ ସେବା ସର୍ବନିମ୍ନ ମୂଲ୍ୟରେ ପ୍ରଦାନ…