Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଭୁବନେଶ୍ୱରରୁ ଅହମ୍ମଦାବାଦକୁ ସିଧାସଳଖ ବିମାନ ଚଳାଚଳ ସେପ୍ଟେମ୍ବର ୧ରୁ ଆରମ୍ଭ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ଲାଗି ଖୁସିର ଖବର । ଭୁବନେଶ୍ୱରରୁ ଅହମ୍ମଦାବାଦ ମଧ୍ୟରେ ସିଧାସଳଖ ବିମାନ ସେବା ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧ରୁ ଆରମ୍ଭ ହେଉଛି । ଏହି ବିମାନ ଚଳାଚଳ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ବିମାନର ଉଡ଼ାଣ ସମ୍ପର୍କରେ ସମୟ ନିର୍ଘଣ୍ଟ ସୂଚୀ ବିଜୁ ପଟ୍ଟନାୟକ…

ଆଇସିଏସ୍ଆଇ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର: ଆଇସିଏସଆଇ (ଇନଷ୍ଟିଚ୍ୟୁଟ୍ ଅଫ କମ୍ପାନୀସେକ୍ରେଟେରୀଜ୍ ଅଫ ଇଣ୍ଡିଆ) ଏହାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ଏହାର ସ୍ଥାପନାର ୫୦ ବର୍ଷରେ ବହୁ ମାଇଲ ଖୁଂଟ ସ୍ଥାପନ କରିବାରେ ସକ୍ଷମ ହୋଇପାରିଛି । କମ୍ପାନୀ ସେକ୍ରେଟେରୀଙ୍କ ବୃତିକୁ ବିକଶିତ ତଥା ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟ ନେଇ…

୨% ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ବଢିଲା ମହଙ୍ଗା ଭତ୍ତା । ଏହି ସୁବିଧା କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ପାଇପାରିବେ । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆଜି ସରକାର ୨% ମହଙ୍ଗା ଭତ୍ତ ବୃଦ୍ଧି କରିଛନ୍ତି । ଏହି ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରିଥିବାବେଳେ…

ପାରାଦୀପ: ‘ଜମିହରା କୃଷକ ଏକତା ମଞ୍ଚ’ ଦ୍ୱାରା ‘ତୈଳ ବିଶୋଧନାଗାର’ ମୁଖ୍ୟ ରାସ୍ତା ଅବରୋଧ

ପାରାଦୀପ : ଜମିହରାମାନଙ୍କୁ କମ୍ପାନୀରେ ନିଯୁକ୍ତି ଦାବୀ କରି ପାରଦୀପ ବନ୍ଦର ‘ତୈଳ ବିଶୋଧନାଗାର’ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ‘ଜମିହରା କୃଷକ ଏକତା ମଞ୍ଚ’ । ଏକତା ମଞ୍ଚ ଜମିହରା ମାନଙ୍କୁ କମ୍ପାନୀରେ ସ୍ଥାୟି ନିଯୁକ୍ତି ଦାବିକରି ଆନ୍ଦୋଳନ କରିଛନ୍ତି | ଦିର୍ଘଦିନ…

ପାରାଦୀପ: ଷ୍ଟିଭେଡୋର କମ୍ପାନୀ ବିରୋଧରେ ଆନ୍ଦୋଳନ, ବନ୍ଦର କାର୍ଯ୍ୟରେ ଅଚଳାବସ୍ଥା

ପାରାଦୀପ ବନ୍ଦରରେ ପୁଣି ଅଚଳାବସ୍ଥା । ଲୋଡର ଅପରେଟର ଓ ହେଲପରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁ ଦେଖା ଦେଇଛି ଅଚଳାବସ୍ଥା। ଗତ କିଛିଦିନ ତଳେ ଷ୍ଟିଭେଡୋର କମ୍ପାନୀ ଓ ଅପରେଟରଙ୍କ ମଧ୍ୟ ରେ ହୋଇଥିବା ଚୁକ୍ତି, ପୁରୁଣା ଲୋଡର ହେଲପରଙ୍କୁ ଅପରେଟର ନିଯୁକ୍ତିରେ ଅଗ୍ରାଧିକାର ଓ ଦରମା…

ହକି ବିଶ୍ୱ କପ ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୨୮ ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୪ତମ ପୁରୁଷ ହକି ବିଶ୍ୱ କପ୍ ଯୋଗୁଁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ପର୍ତୁଗାର୍ଲ ଆଣ୍ଡ ଲାଓସ୍ର ପୂର୍ବତନ ଭାରତୀୟ…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଗ୍ରୁପ୍ ଜିତିଲା ‘ବିଶ୍ୱ ଶିକ୍ଷା ପୁରସ୍କାର ୨୦୧୮’

ଭୁବନେଶ୍ୱର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାସନାଲ ରେସିଡ଼େନ୍ସିଆଲ ସ୍କୁଲ (ଏସଆଇଆରଏସ) ୨୦୧୮ ମସିହାର ସମ୍ମାନଜନକ ‘ୱାର୍ଲଡ ଏଜୁକେସନ ଆୱାର୍ଡ’ ର ବିଜେତା ହେବାର ଗୌରବ ଅର୍ଜନ କରିଛି । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ‘ଇନୋଭେସନ ଇନ ଗ୍ଲୋବାଲ କୋଲାବରେଟିଭ ଲର୍ଣ୍ଣିଂ’ ନିମନ୍ତେ…

ମୁମ୍ବାଇ: ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇଠାରେ ଅନୁଷ୍ଠିତ ହୋଇଥିବା ଏକ ପୁଞ୍ଜି ନିବେଶକ ସମ୍ମିଳନୀରେ କହିଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ପର୍ଯ୍ୟାପ୍ତ ପରିମାଣର ସୁଯୋଗ ରହିଛି ବୋଲି ଏହି ସମ୍ମିଳନୀରେ କହିଛନ୍ତି…

ଦେଶବ୍ୟାପୀ ଟ୍ରାନ୍ସପୋର୍ଟ ସଂଗଠନ ପକ୍ଷରୁ ଧର୍ମଘଟ, ଓଡିଶାରେ ଯାତ୍ରୀ ପ୍ରଭାବିତ

ଭୁବନେଶ୍ୱର : ଦେଶବ୍ୟାପୀ ଟ୍ରାନପୋର୍ଟ ଫେଡ଼େରେସନ ପକ୍ଷରୁ ଚକାବନ୍ଦ ଧର୍ମଘଟ ଚାଲିଥିବା ବେଳେ ଓଡ଼ିଶାରେ ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡ଼େରେସନ (ଏଓଟିଡ଼ବ୍ଲ୍ୟୁଏଫ) ମଧ୍ୟ ବନ୍ଦ ଡ଼ାକରା ଦେଇଛି । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବସ, ଟ୍ରକ, ଅଟୋ, ଟ୍ୟାକ୍ସି ବନ୍ଦ ଯୋଗୁଁ ଯାତ୍ରୀମାନେ…

ଏସବିଆଇ ଫିକ୍ସଡ଼ ଡ଼ିପୋଜିଟ ଉପରେ ସୁଧହାର ବୃଦ୍ଧି କଲା

ନୂଆଦିଲ୍ଲୀ : ଦେଶର ବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ସ୍ଥାୟୀ ମିଆଦି ଜମାରାଶି (ଫିକ୍ସଡ଼ ଟର୍ମ ଡ଼ିପୋଜିଟ) ଉପରେ ୧୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ ସୁଧହାର ବଢାଇଛି । ଏସବିଆଇ ସୂତ୍ରରୁ ଜଣାପଡ଼ିଛି, ନୂତନ ସୁଧହାର ଜୁଲାଇ ୩୦ ତାରିଖଠାରୁ ଚାଲୁ ହେବ ଏବଂ ଏହା ୧କୋଟିରୁ କମ୍…