Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଆହୁରି ୪ ଟଙ୍କା ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଯେଉଁ ପେଟ୍ରୋଲ ଓ ଡିଜେଲ ଦର ପାଇଁ ଭାରତବର୍ଷ ମହଙ୍ଗା ମାଡ଼କୁ ସାମ୍ନା କରୁଛି । ଏବେ ସେହି ପେଟ୍ରୋଲ ଓ ଡିଜେଲ ଦୀର୍ଘ ଦିନ ଧରି ସ୍ଥିର ରହିବା ପରେ ଏବେ ପୁଣିଥରେ ଦର ବଢିବ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ପେଟ୍ରେଲ ଏବଂ ଡିଜେଲର ଦର ଆହୁରି ୪ ଟଙ୍କା ବଢ଼ିପାରେ।…

ଭାଙ୍ଗିଲା ୮ ବର୍ଷର ରେକର୍ଡ, ଏପ୍ରିଲରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୭.୭୯ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଦୀର୍ଘ ୮ ବର୍ଷର ରେକର୍ଡ ଭାଙ୍ଗିଛି । ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି କ୍ରମାଗତ ଚତୁର୍ଥ ମାସରେ ବୃଦ୍ଧି ପାଇଛି। ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ…

କରୋନା ମହାମାରୀର କ୍ଷତି କେବେ ଭରଣ ହେବ?

ନୂଆଦିଲ୍ଲୀ: କରୋନା ମହାମାରୀ ଦେଶର ଅର୍ଥନୀତିକୁ ଏକ ଶକ୍ତ ଧକ୍କା ଦେଇଛି । ଏହାରି ଭିତରେ ଦୁଇ ବର୍ଷ ବିତିଗଲାଣି । କରୋନାର ପ୍ରକୋପ ପୂର୍ବଭଳି ମଣିଷ କିମ୍ବା ବ୍ୟବସାୟ ଉପରେ ସେପରି ନାହିଁ । ଏପରି ସ୍ଥିତିରେ ଆହୁରି କେତେ ଦିନ ପରେ ଦେଶର ଅର୍ଥନୀତି ଟ୍ରାକକୁ ଫେରିବ ସେ ନେଇ ଆରବିଆଇ ଜବାବ…

୫ ପ୍ରତିଶତ ଟିକସ ସ୍ଲାବରେ ହୋଇପାରେ ପରିବର୍ତନ

ନୂଆଦିଲ୍ଲୀ : ଆସନ୍ତା ମାସରେ ବସିବ ଜିଏସଟି ପରିଷଦ ବୈଠକ।  ଏହି ବୈଠକରେ ୫ ପ୍ରତିଶତ ଟିକସ ସ୍ଲାବରେ ପରିବର୍ତନ ହୋଇପାରେ । କିଛି ସାମଗ୍ରୀକୁ ୫ ପ୍ରତିଶତରୁ ୩ ପ୍ରତିଶତ ସ୍ଲାବକୁ କମାଯାଇପାରେ ଏବଂ ଆଉ କିଛି ୮ ପ୍ରତିଶତକୁ ବଢାଯାଇପାରେ ।  ବିଶେଷଜ୍ଞଙ୍କ ମତରେ ଅଧିକାଂଶ ରାଜ୍ୟ ୫ ପ୍ରତିଶତ…

ଚିନ୍ତାଜନକ: କୋଭିଡ ଦୁର୍ବଳ ବେଳେ ବଢୁଛି ବେରୋଜଗାରୀ

ନୂଆଦିଲ୍ଲୀ: ସୁଧୁରିନି ଦେଶର ବେରୋଜଗାରୀ ସ୍ଥିତି । ଅଧିକାଂଶ ସ୍ଥାନରେ କରୋନା ମହାମାରୀ କଟକଣା ହଟିବା ପରେ ବି ବେରୋଜଗାରୀ ସଂଖ୍ୟା ବଢିବା ଏବଂ ଦେଶର ଶ୍ରମ ଶକ୍ତି ବା ଶ୍ରମିକ ସଂଖ୍ୟା କମିଚାଲିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଏପରି କିଛି…

ରୁଷ ପାଖରୁ ତେଲ କିଣି ଭାରତ ଅନ୍ତର୍ଜାତୀୟ ଚୁକ୍ତି ଉଲ୍ଲଂଘନ କରୁଛି କି ? ଜବାବ ରଖିଲା ଆମେରିକା

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୈଠକ କରିଛନ୍ତି । ଭର୍ଚୁଆଲ ମୋଡରେ କରିଥିବା ଏହି ବୈଠକ ଉପରେ ସାରା ବିଶ୍ୱର ନଜର ଥିଲା । ମୁଖ୍ୟତଃ ରୁଷ-ୟୁକ୍ରେନ ପ୍ରସଙ୍ଗରେ ଦୁଇ ନେତାଙ୍କ ଆଭିମୁଖ୍ୟ କଣ ହେବା ତା ଉପରେ ଦୁନିଆର ନଜର ଥିଲା । ଏହି…

ଓଡ଼ିଶାରେ ଗ୍ରୀନଫିଲ୍ମ କ୍ରୁଡ୍ ଷ୍ଟିଲ୍ ପ୍ଲାଣ୍ଟ ପାଇଁ JSW ଉତ୍କଳ ଷ୍ଟିଲକୁ ପରିବେଶ ମଞ୍ଜୁରୀ

ମୁମ୍ବାଇ:  ଓଡ଼ିଶାରେ ଗ୍ରୀନଫିଲ୍ମ କ୍ରୁଡ୍ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପରିବେଶ ମଞ୍ଜୁରୀ  । ୭୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଜେଏସ୍ଡବ୍ଲ୍ୟୁ ମାଲିକାନାରେ ଥିବା ସହାୟକ କମ୍ପାନୀ ତଥା ୧୩ ବିଲିୟନ୍ ଡଲାର ଜେଏସ୍ଡବ୍ଲ୍ୟୁ ଗ୍ରୁପର ଏକ ଅଂଶ  । ଜେଏସ୍ଡବ୍ଲ୍ୟୁ…

ଦୁଇ ଦିନ ଧରି ତେଲ ଦର ଅପରିବର୍ତ୍ତିତ, କେବେ ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର ?

ନୂଆଦିଲ୍ଲୀ: ଲଗାତର ପାଖାପାଖି ୮୦ ପଇସା ତେଲ ଦର ବଢିଚାଲିଥିଲା । ଏବେ କିନ୍ତୁ ଦୁଇ ଦିନ ହେବ ତେଲ ଦର ଅପରିବର୍ତ୍ତିତ ରହିଛି । ଦର ଏଭଳି ବଢୁଛି ଯେ ଲୋକେ ଗ୍ରୀଷ୍ମ ପ୍ରବାହରେ ଖରାର ତାତି ତୁଳନାରେ ତେଲର ତାତିକୁ ଅଧିକ ଭୟ କରୁଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ୪୪ ଦିନରେ ପହଞ୍ଚିଛି । ଯୁଦ୍ଧ…

ପକେଟ ଉପରେ ବୋଝ ବଢ଼ାଉଛି ପେଟ୍ରୋଲ ଓ ଡିଜେଲ, ଆଜି ପୁଣି ବଢ଼ିଲା

ନୂଆଦିଲ୍ଲୀ: ଅଶୋଧିତ ତେଲ ଦର ବୃଦ୍ଧି ସହିତ ଘରୋଇ ବଜାରରେ ତେଲର ଦର ରକେଟ୍ ଭଳି ବଢି ଚାଲିଛି। ଶୁକ୍ରବାର ଦର ଅପରିବର୍ତ୍ତିତ ରହିବା ପରେ ଶନିବାର ପୁଣି ଥରେ ତେଲ ପାଇଁ ଅଧିକ ଟଙ୍କା ପକେଟରୁ ଗଣିବାକୁ ହେବ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୮୦-୮୦ ପଇସା ବୃଦ୍ଧି ହୋଇଥିବା ତେଲ…

୧୧ ଦିନରେ ଦ୍ୱିତୀୟ ଥର ତେଲ ଦର ଅପରିବର୍ତ୍ତିତ, ବଢ଼ିଲା ରୋଷେଇ ଗ୍ୟାସର ଦାମ

ଭୁବନେଶ୍ୱର: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ବ୍ୟବସାୟୀଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡ଼ିବ । ନିକଟରେ ଘରୋଇ ସିଲିଣ୍ଡର ଦାମ ବଢ଼ିଥିଲା ଆଜି ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀରେ…