Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଜିଓ ପୋଷ୍ଟପେଡ୍ ପ୍ଲସ୍ ଆରମ୍ଭକଲା ପ୍ରଥମ ମାଗଣା “କ୍ୟାରି-ଫରୱାର୍ଡ କ୍ରେଡିଟ୍ ଲିମିଟ୍ ବ୍ୟବସ୍ଥା”

ଭୁବନେଶ୍ୱର: ଗ୍ରାହକମାନଙ୍କୁ ସର୍ବୋତ୍ତମ ସେବାଭିତିକ ସୁଲଭ ମୂଲ୍ୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ରିଲାଏନ୍ସ ଜିଓ ପୋଷ୍ଟପେଡ୍‌ପ୍ଲସ ଯୋଜନା ଘୋଷଣା କରିଥିବା ବେଳେ ବର୍ତମାନ ଏହା ଜିଓ ପୋଷ୍ଟପେଡ୍‌ପ୍ଲସ ଆପଣାଉଥିବା ଅନ୍ୟ ଅପରେଟରଙ୍କ ପୋଷ୍ଟପେଡ୍ ଗ୍ରାହକମାନଙ୍କ ପାଇଁ ଅଭିନବ “କ୍ୟାରି ଫରୱାର୍ଡ…

ଫୋବର୍ସ ଧନୀ ତାଲିକାରେ ମୁକେଶ ଅମ୍ବାନି ପ୍ରଥମ

ନୂଆଦିଲ୍ଲୀ: ପ୍ରସିଦ୍ଧ ଫୋର୍ବସ୍‌ ମାଗାଜିନ୍‌ ପକ୍ଷରୁ ୨୦୨୦ ବର୍ଷର ଧନୀ ତାଲିକା ପ୍ରକାଶ ପାଇଛି। ରିଲାଏନ୍ସ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନି କ୍ରମାଗତ ଭାବେ ୧୩ ବର୍ଷ ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଅଦାନି ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଅଦାନି ଦ୍ୱିତୀୟ ସ୍ଥାନରେ ରହିଥିବା…

ରାଜ୍ୟରେ ୮୭୯୬.୬୧ କୋଟି ମୂଲ୍ୟର ୧୨ ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ଟି ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଏବଂ ୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପର ଗୁଡିକର ଅଟକଳ ପ୍ରାୟ ୮୭୯୬.୬୧ କୋଟି ଟଙ୍କା ରହିଛି । ଏହାଦ୍ୱାରା ରାଜ୍ୟରେ ନୂତନ ଭାବେ…

ଜିମେଲ୍‌ ଏନ୍‌ଭଲପ୍‌ ଲୋଗୋରେ ପରିବର୍ତ୍ତନ ଆଣିଲା ଗୁଗୁଲ୍

ମୁମ୍ବାଇ: ଆଇକନିକ୍‌ ଜିମେଲ୍‌ ଆପ୍ ଏନଭଲପ୍‌‌ ଲୋଗୋକୁ ପରିବର୍ତ୍ତନ କଲା ଗୁଗୁଲ୍‌। ଗୁଗୁଲ୍‌ ଆଇକନିକ୍‌ ଜିମେଲ୍‌ ଏନଭଲପ୍ ଲୋଗୋକୁ ଏକ ନୂଆ ଡିଜାଇନ୍‌ ସହିତ ବଦଳାଇଛି। ପୂର୍ବରୁ ଜିମେଲ୍‌ ଲୋଗୋରେ ଧଳା ଓ ନାଲି ରଙ୍ଗର ବ୍ୟବହୃତ ହୋଇଥିବା ବେଳେ ଏଥିରେ ପରିବର୍ତ୍ତନ ଅଣାଯାଇ…

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ୧ ଲକ୍ଷ ଟଙ୍କିଆ ନୋଟ୍!

କାରାକାଶ: ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ୧ ଲକ୍ଷ ଟଙ୍କିଆ ନୋଟ୍। ତେବେ ଏହା ଭାରତରେ ନୁହେଁ ବରଂ ଭେନେଜୁଏଲାରେ ଏହି ନୋଟ୍‌ ଆସିବାକୁ ଯାଉଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଏକ ଲକ୍ଷ ଟଙ୍କିଆ ନୋଟ୍‌ ନେଇ ବଜାର‌କୁ ଗଲେ ଆପଣ କେବଳ ୨ କିଲୋ ଆଳୁ କିଣିପାରିବେ।…

ଏଣିକି ଏସ୍‌ବିଆଇ ଏଟିଏମ୍‌ କାର୍ଡରେ ବି ପାଇପାରିବେ ଇଏମ୍‌ଆଇ ସୁବିଧା

ମୁମ୍ବାଇ: ଯଦି ଆପଣ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକାଉଣ୍ଟଧାରୀ ଅଛନ୍ତି ତେବେ ଆପଣ ନିଜର ଏଟିଏମ୍‌ କାର୍ଡ ବା ଡେବିଟ୍‌ କାର୍ଡରେ ଇଏମ୍‌ଆଇ ସୁବିଧା ପାଇପାରିବେ। ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟଧାରୀମାନଙ୍କୁ ଦିଆଯାଇଥିବା ଡେବିଟ୍‌ କାର୍ଡ ଏସ୍‌ବିଆଇ ଏକ ସ୍ବତନ୍ତ୍ର ସୁବିଧା…

ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍ ୧୭ରୁ ଆରମ୍ଭ!

ନୂଆଦିଲ୍ଲୀ: ଅକ୍ଟୋବର ୧୭ରେ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ବିକ୍ରି ଆରମ୍ଭ ହେବାକୁ ଯାଉଛି। ଏ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତେବେ ବିକ୍ରିର ୨୪ ଘଣ୍ଟା ପୂର୍ବରୁ ଆମାଜନ୍‌ର ପ୍ରାଇମ୍‌ ସଦସ୍ୟମାନେ ପ୍ରବେଶ କରିପାରିବେ। ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌…

ଦୀନେଶ କୁମାର ଖରା ହେଲେ ଏସ୍‌ବିଆଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦୀନେଶ କୁମାର ଖରା ଏସ୍‌ବିଆଇର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଅର୍ଥ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଏସ୍‌ବିଆଇର ସମ୍ପ୍ରତି ଅଧ୍ୟକ୍ଷ ରଜନୀଶ କୁମାରଙ୍କ ସ୍ଥାନରେ ଦୀନେଶ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ଅକ୍ଟୋବର ୭ ଅର୍ଥାତ୍ ଆଜି ରଜନୀଶ କୁମାରଙ୍କ…

୧୬ଟି କମ୍ପାନୀକୁ ଭାରତରେ ମୋବାଇଲ୍ ର୍ନିମାଣ ପାଇଁ ମିଳିଲା ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: ୧୧୦୦୦ କୋଟି ଟଙ୍କା ବିନିଯୋଗରେ ୧୬ଟି ଘରୋଇ ଏବଂ ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକୁ ଭାରତରେ ମୋବାଇଲ୍‌ ବିର୍ନିମାଣ ପ୍ରସ୍ତାବକୁ ଭାରତ ସରକାର ଅନୁମୋଦନ କରିଛନ୍ତି। ଏହା ଅଧୀନରେ ଥିବା କମ୍ପାନୀଗୁଡ଼ିକ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୦.୫ ଲକ୍ଷ କୋଟି ଟଙ୍କା ମୂଲ୍ୟର…

ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳରେ ୨୧ଟି ଏମଏସଏମଇ ୟୁନିଟ ପ୍ରତିଷ୍ଠା ଲାଗି ମଞ୍ଜୁରୀ, ନିଯୁକ୍ତି ସୁଯୋଗ

ସୁନ୍ଦରଗଡ଼: ରାଉରକେଲାର କଲୁଙ୍ଗା ଶିଳ୍ପାଞ୍ଚଳରେ ଆଗାମୀ ଦିନରେ ୨୧ଟି ଏମଏସଏମଇ ୟୁନିଟ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପଗୁଡ଼ିକୁ ଜିଲ୍ଲା ସ୍ତରୀୟ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା…