Latest Odisha News

BREAKING NEWS

Browsing Category

ବାଣିଜ୍ୟ

କମାଲ କଲା ସ୍ୱଦେଶୀ ରାକ୍ଷୀ, ଚୀନର କ୍ଷତି ହେଲା ୫୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ସ୍ୱଦେଶୀ ମନୋଭାବ ଯୋଗୁ ଆଜି ରାକ୍ଷୀ ପୂର୍ଣ୍ଣିମାରେ ଭାରତୀୟ ବ୍ୟବସାୟୀମାନେ ଚୀନକୁ ଶକ୍ତ ଧକ୍କା ଦେଇଛନ୍ତି । ସ୍ୱଦେଶୀ ରାକ୍ଷୀ ଯୋଗୁ ଚୀନ ୫୦୦୦ କୋଟି ଟଙ୍କାର କ୍ଷତି ସହିଛି । କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଚୀନରୁ ରାକ୍ଷୀ ନ ଆଣି ସ୍ୱଦେଶୀ ଶୈଳୀ ରାକ୍ଷୀ ବ୍ୟବସାୟ…

ଜୀବନକୁ ବିପଦରେ ପକାଇ ଜୀବିକା; ତଥାପି ଖଣି ଓ ଇସ୍ପାତ କର୍ମଚାରୀଙ୍କୁ ନାହିଁ କୋଭିଡ୍ ସହାୟତା

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ମହଲରେ ଭୟ ପ୍ରଭାବୀ ଢଙ୍ଗରେ ପ୍ରତିବାଦ କରୁନାହାନ୍ତି ଶ୍ରମିକ ସଂଗଠନ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ପ୍ରତିଷ୍ଠା ଉପରେ ପ୍ରଶ୍ନବାଚୀ କର୍ମଚାରୀଙ୍କ ଆସ୍ଥା ଫେରିବା ଜରୁରୀ ରାଉରକେଲା: କରୋନାର ପ୍ରଥମ ଲହର ହେଉ କି ଏବେ ଚାଲିଥିବା ଦ୍ଵିତୀୟ ଲହର; …

ଜୁଲାଇରେ ୧୫ ଦିନ ବ୍ୟାଙ୍କ ବନ୍ଦ

ମୁମ୍ବାଇ: ଜୁଲାଇ ମାସରେ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଦ୍ଵାରା ଜାରି ଛୁଟି ତାଲିକାରେ ବିଭିନ୍ନ ଧାର୍ମିକ ଉତ୍ସବ ପାଇଁ ୯ଟି ଛୁଟି ଦିନ ରହିଛି। ଅବଶ୍ୟ ଏଗୁଡ଼ିକ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ରହିଛି। କିନ୍ତୁ ସମୁଦାୟ ଛୁଟିକୁ ହିସାବ କଲେ ୧୫…

ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ସ୍ଵାଧୀନ ନିର୍ଦ୍ଦେଶକ ନିଯୁକ୍ତି କେତେ ସ୍ଵାଧୀନ?

 -ରାଜନୈତିକ ସମ୍ପୃକ୍ତିକୁ ଗୁରୁତ୍ଵ, ଅଧା ନିଯୁକ୍ତି ବିଜେପିରୁ! ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ବହୁ ରାଷ୍ଟ୍ରାୟତ୍ତ ସଂସ୍ଥା ଉଦ୍ୟୋଗ ରହିଛି। ଏଥିରେ ବିଭିନ୍ନସ୍ତର ଓ ପଦବୀରେ କର୍ମଚାରୀ ଅଛନ୍ତି। ଏହାବାଦ୍ ପରିଚାଳନା ବୋର୍ଡରେ ବିଭିନ୍ନ ସମୟରେ ଇଣ୍ଡିପେଣ୍ଡଣ୍ଟ ଡାଇରେକ୍ଟର ବା…

ବଜାରକୁ ଆସିଲା କରୋନା ଔଷଧ ‘ଟୁ-ଡିଜି’

ହାଇଦ୍ରାବାଦ: କରୋନା ଯୁଦ୍ଧରେ ଏକ ଅମୋଘ ଅସ୍ତ୍ର ହେବ ବୋଲି ଆଶା କରାଯାଉଥିବା  ଔଷଧ ‘୨-ଡିଜି’ର ବଜାରରେ ଉପଲବ୍ଧ ହେବା ଆମ୍ଭ ହୋଇଛି। ତେବେ ପ୍ରଥମେ ଏହା କେବଳ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ଯୋଗାଣ ହେବ। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଉପଲବ୍ଧ ହେବ ବୋଲି ଏହା…

ଶିଘ୍ର କରାଇ ନିଅନ୍ତୁ ଆଧାର ଲିଙ୍କ୍; ନହଲେ ଅକ୍ଟୋବରରୁ ପ୍ୟାନ୍ ଅଚଳ

ନୂଆଦିଲ୍ଲୀ: ଆଧାର ସହ ପ୍ୟାନ୍ କାର୍ଡ୍ ଲିଙ୍କର ଅବଧ୍ ଶେଷ ତାରିଖକୁ ଜୁନ୍ ୩୦ରୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। କରୋନା ମହାମାରୀ ସମୟରେ ଅପଡେଟ୍ କରିବା ପାଇଁ ହିତାଧିକାରୀମାନେ ହଇରାଣ ହେଉଥିବାରୁ ଏହାର ଶେଷ ତାରିଖକୁ ଆଉ ୩ ମାସ ଘୁଞ୍ଚଇ ଦେଇଛନ୍ତି କେନ୍ଦ୍ର ସରକାର। ତେବେ ଏହି…

ଗଣେଶ ପୂଜାରେ ଆସିବ ଜିଓ’ର ସ୍ମାର୍ଟ ଫୋନ୍ ‘ଜିଓ ଫୋନ୍ ନେକ୍ସଟ’

ଗୁଗଲ ଓ ଜିଓ ଦ୍ଵାରା ବିକଶିତ ଏହି ୪- ଜି ସ୍ମାର୍ଟ ଫୋନ୍ ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଜିଓ ଓ ଗୁଗୁଲ ମିଳିତ ଭାବେ ପ୍ରସ୍ତୁତ କରୁଥିବା ଏକ ୪-ଜି ସ୍ମାର୍ଟ ଫୋନ୍ ସମ୍ପର୍କରେ ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୦ ଗଣେଶପୂଜାରେ ଏହି…

ଖୁବଶୀଘ୍ର ପୁଣି ଉଡ଼ିବ ଜେଟ୍ ଏୟାରଓ୍ଵେଜ୍

-ପୁନରୁଦ୍ଧାର ଯୋଜନାକୁ ଏନସିଏଲଟିର ମଞ୍ଜୁରୀ ନୂଆଦିଲ୍ଲୀ: ଖୁବ ଶୀଘ୍ର ପୁଣି ଆକାଶରେ ଉଡ଼ିବ ଜେଟ୍ ଏୟାରଓ୍ଵେଜ ବିମାନ। ଏହାର ପୁନରୁଦ୍ଧାର ଯୋଜନାକୁ ନ୍ୟାସନାଲ କମ୍ପାନିଜ୍ ଲ ଟ୍ରିବ୍ୟୁନାଲ ମଞ୍ଜୁରୀ ଦେବା ପରେ ପୁଣି ଜେଟ୍ ଏୟାରଓ୍ଵେଜର ବିମାନ ସେବା ଆରମ୍ଭ ହେବା ନେଇ ସମ୍ଭାବନା ସୃଷ୍ଟି…

କୋଭିଡ୍‌ ପରିଚାଳନାରେ ବ୍ୟବହୃତ ସାମଗ୍ରୀ ଉପରୁ ହ୍ରାସ ପାଇଲା ଜିଏସ୍‌ଟି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ୪୪ତମ ଜିଏସ୍‌ଟି ପରିଷଦ ବୈଠକ ହୋଇଥିଲା। ଭିଡିଓ କନ୍‌ଫରେନିସଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଏହି ବୈଠକରେ କରୋନା ଲଢ଼େଇକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାମାରୀ ବ୍ଲାକ ଫଙ୍ଗସର…

ଆଜି ୪୩ତମ ଜିଏସଟି ପରିଷଦ ବୈଠକ, ଅଧ୍ୟକ୍ଷତା କରିବେ ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ୪୩ ତମ ଜିଏସଟି ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। https://twitter.com/ANI/status/1398096611864088578?s=19 ପ୍ରାୟ ଆଠ ମାସ ମଧ୍ୟରେ ପ୍ରଥମ ଥର ପାଇଁ ବୈଠକ ଅନୁଷ୍ଠିତ…