Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଶସ୍ତା ହେଲା ଖାଇବା ତେଲ, ଲିଟର ପିଛା କମିଲା ୧୦ରୁ ୧୫ ଟଙ୍କା

ଭୁବନେଶ୍ୱର: ମହଙ୍ଗାମାଡ଼ରେ ସନ୍ତୁଳି ହେଉଥିବା ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । କମିଲା ଖାଇବା ତେଲର ଦାମ । ପାମ୍ ଓଏଲ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ୍ ତେଲ ଦର ଲିଟର ପିଛା ୧୫ ଟଙ୍କା ପର୍ୟ୍ୟନ୍ତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ତେଲ ଦର କମିବା ପରେ ଏହି ସବୁ ତେଲର ଦର ହ୍ରାସ…

ପୁଣି ମହଙ୍ଗା ମାଡ଼, ନୂଆ ଗ୍ୟାସ୍ ସଂଯୋଗ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ନୂଆଦିଲ୍ଲୀ: ଦିନକୁ ଦିନ ବିଭିନ୍ନ ସାମଗ୍ରୀର ଦର ବଢ଼ି ଚାଲିଛି । ଗତ କିଛିମାସ ମଧ୍ୟରେ ରୋଷେଇ ଘରେ ବ୍ୟବହୃତ ବିଭିନ୍ନ ଜିନିଷର ଦର ବଢ଼ିଥିବା ବେଳେ ଏବେ ନୂଆ ଘରୋଇ ଗ୍ୟାସ୍ ସଂଯୋଗ ନେବା ମଧ୍ୟ ମହଙ୍ଗା ହୋଇଛି । ଆସନ୍ତାକାଲି ଜୁନ୍ ୧୬ ତାରିଖରୁ ତୈଳ କମ୍ପାନୀ ଗ୍ୟାସ୍ ସଂଯୋଗ କ୍ଷେତ୍ରରେ…

୦.୫୦ ପ୍ରତିଶତ ରେପୋ ରେଟ୍ ବଢ଼ାଇଲା RBI, ମହଙ୍ଗା ହେବ ଋଣ ଓ ଇଏମ୍ଆଇ

ମୁମ୍ବାଇ: ପୁଣି ବଢ଼ିଲା ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛନ୍ତି । ବୁଧବାର ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୪.୯୦ ପ୍ରତିଶତ ହୋଇଛି । ମାସକ ମଧ୍ୟରେ ଲଗାତାର ଦ୍ୱିତୀୟ ଥର ପାଇଁ ରେପୋ ରେଟ୍ ବଢ଼ିଛି ।…

RBIର ଘୋଷଣା ପୂର୍ବରୁ ଏହି ବ୍ୟାଙ୍କ ସବୁ ବଢ଼ାଇଲେ ସୁଧହାର

ମୁମ୍ବାଇ: ଆହୁରି ମହଙ୍ଗା ହେବ ଋଣ । ମେ ମାସରେ ଆରବିଆଇର ଜରୁରୀ ଏମପିସି ବୈଠକ ପରେ ରେପୋ ରେଟ୍ ବଢ଼ିଥିଲା । ଏଥିସହ ସବୁ ବ୍ୟାଙ୍କ ସୁଧହାର ବଢ଼ାଇଥିଲେ । ପୁଣି ଚଳିତ ମାସରେ ରେପୋ ରେଟ୍ ବଢ଼ିବା ଆଶଙ୍କା କରାଯାଉଛି । ରେପୋ ରେଟ୍ ବଢ଼ିବା ପୂର୍ବରୁ କେତେକ ବ୍ୟାଙ୍କ ସୁଧହାର ବୃଦ୍ଧି କରିଛନ୍ତି…

ଆସନ୍ତା ମାସରେ ଦୁଇ ରାଷ୍ଚ୍ରାୟତ ବ୍ୟାଙ୍କକୁ ଘରୋଇ କରଣ ପାଇଁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ଆର୍ଥିକ କ୍ଷତି କମ୍ କରିବାକୁ ଯାଇ ଅନେକ ରାଷ୍ଟ୍ରାୟତ ବ୍ୟାଙ୍କ ବିଭିନ୍ନ ବ୍ୟାଙ୍କ ସହ ବିଲୟ ହେବା ପରେ ଆହୁରି ଦୁଇ ରାଷ୍ଟ୍ରାୟତ ବ୍ୟାଙ୍କ ଘରୋଇ କରଣ ହେବ ବୋଲି ସୂଚନା ରହିଛି। ମୋଦୀ ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଗାମୀ ମାସରେ ସରକାର ଏ ଦିଗରେ ଉପଯୁକ୍ତ…

ଆହୁରି ୪ ଟଙ୍କା ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଯେଉଁ ପେଟ୍ରୋଲ ଓ ଡିଜେଲ ଦର ପାଇଁ ଭାରତବର୍ଷ ମହଙ୍ଗା ମାଡ଼କୁ ସାମ୍ନା କରୁଛି । ଏବେ ସେହି ପେଟ୍ରୋଲ ଓ ଡିଜେଲ ଦୀର୍ଘ ଦିନ ଧରି ସ୍ଥିର ରହିବା ପରେ ଏବେ ପୁଣିଥରେ ଦର ବଢିବ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ପେଟ୍ରେଲ ଏବଂ ଡିଜେଲର ଦର ଆହୁରି ୪ ଟଙ୍କା ବଢ଼ିପାରେ।…

ଭାଙ୍ଗିଲା ୮ ବର୍ଷର ରେକର୍ଡ, ଏପ୍ରିଲରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୭.୭୯ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଦୀର୍ଘ ୮ ବର୍ଷର ରେକର୍ଡ ଭାଙ୍ଗିଛି । ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି କ୍ରମାଗତ ଚତୁର୍ଥ ମାସରେ ବୃଦ୍ଧି ପାଇଛି। ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ…

କରୋନା ମହାମାରୀର କ୍ଷତି କେବେ ଭରଣ ହେବ?

ନୂଆଦିଲ୍ଲୀ: କରୋନା ମହାମାରୀ ଦେଶର ଅର୍ଥନୀତିକୁ ଏକ ଶକ୍ତ ଧକ୍କା ଦେଇଛି । ଏହାରି ଭିତରେ ଦୁଇ ବର୍ଷ ବିତିଗଲାଣି । କରୋନାର ପ୍ରକୋପ ପୂର୍ବଭଳି ମଣିଷ କିମ୍ବା ବ୍ୟବସାୟ ଉପରେ ସେପରି ନାହିଁ । ଏପରି ସ୍ଥିତିରେ ଆହୁରି କେତେ ଦିନ ପରେ ଦେଶର ଅର୍ଥନୀତି ଟ୍ରାକକୁ ଫେରିବ ସେ ନେଇ ଆରବିଆଇ ଜବାବ…

୫ ପ୍ରତିଶତ ଟିକସ ସ୍ଲାବରେ ହୋଇପାରେ ପରିବର୍ତନ

ନୂଆଦିଲ୍ଲୀ : ଆସନ୍ତା ମାସରେ ବସିବ ଜିଏସଟି ପରିଷଦ ବୈଠକ।  ଏହି ବୈଠକରେ ୫ ପ୍ରତିଶତ ଟିକସ ସ୍ଲାବରେ ପରିବର୍ତନ ହୋଇପାରେ । କିଛି ସାମଗ୍ରୀକୁ ୫ ପ୍ରତିଶତରୁ ୩ ପ୍ରତିଶତ ସ୍ଲାବକୁ କମାଯାଇପାରେ ଏବଂ ଆଉ କିଛି ୮ ପ୍ରତିଶତକୁ ବଢାଯାଇପାରେ ।  ବିଶେଷଜ୍ଞଙ୍କ ମତରେ ଅଧିକାଂଶ ରାଜ୍ୟ ୫ ପ୍ରତିଶତ…

ଚିନ୍ତାଜନକ: କୋଭିଡ ଦୁର୍ବଳ ବେଳେ ବଢୁଛି ବେରୋଜଗାରୀ

ନୂଆଦିଲ୍ଲୀ: ସୁଧୁରିନି ଦେଶର ବେରୋଜଗାରୀ ସ୍ଥିତି । ଅଧିକାଂଶ ସ୍ଥାନରେ କରୋନା ମହାମାରୀ କଟକଣା ହଟିବା ପରେ ବି ବେରୋଜଗାରୀ ସଂଖ୍ୟା ବଢିବା ଏବଂ ଦେଶର ଶ୍ରମ ଶକ୍ତି ବା ଶ୍ରମିକ ସଂଖ୍ୟା କମିଚାଲିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଏପରି କିଛି…