Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ସମାଜର ବିପରୀତ ସ୍ରୋତରେ ନେହା ଓ ଜ୍ୟୋତି !

ବାରିକ ଦୋକାନ ଅବା ସେଲୁନରେ (ପାର୍ଲର ନୁହେଁ) ଖାସ କରି ପୁରୁଷମାନଙ୍କୁ ଦୋକାନୀ ଭାବେ ଆପଣ ନିଶ୍ଚିୟ ଦେଖିଥିବେ । ପାର୍ଲରକୁ ବାଦ୍ ଦେଲେ କେଉଁଠି ବି ଆପଣ ସେଲୁନ୍‌ରେ ଯୁବତୀ କିମ୍ବା ମହିଳାଙ୍କୁ କାମ କରିବାରେ ଦେଖିନଥିବେ । ହେଲେ ଉତ୍ତରପ୍ରଦେଶର ଦୁଇ ଭଉଣୀ ବହୁବର୍ଷ ଧରି ଚାଲିଆସିଥିବା ଏହି…

ବଦଳିଗଲା ମାଝୀଙ୍କ ଜୀବନ, ଡିଜିଟାଲ ପରାମର୍ଶ ଫସଲ ଅମଳ ପାଇଁ ଦେଖାଇଲା ନୂଆ ବାଟ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମାଲିକ ବ୍ଲକର ନୂଆଗାଁର ଅମର ମାଝୀ । ପିଲାଦିନରୁ ନିଜ ଜେଜେ ବାପାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେ ଏହି ଚାଷ କାମ କରିଆସୁଛନ୍ତି । ସବୁବେଳେ ଚାଷ କାମରେ ସେ ନୂଆ ନୂଆ ପ୍ରଣାଳୀ ଆପଣାଇ ଅଧିକ ଫସଲ ଅମଳ ପାଇଁ ଚେଷ୍ଟା କରିଥାନ୍ତି । ଏଥି ପାଇଁ ସ୍ଥାନୀୟ ଅଞ୍ଚଳରେ…

ଜାଆଁଳା ପଞ୍ଚାୟତ ଅଧୀନସ୍ଥ ଗ୍ରାମଗୁଡିକୁ ସଶକ୍ତ କରୁଛି ଏବିଏଫଆରଏଲ

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଫାଶନ ଆଣ୍ଡ ରିଟେଲ (ଏବିଏଫଆରଏଲ) ପକ୍ଷରୁ ଓଡ଼ିଶାରେ ଏକ ଅନନ୍ୟ ଗ୍ରାମ ବିକାଶ ପ୍ରକଳ୍ପ ହାତକୁ ନିଆଯାଇଛି, ଯାହା ଅବହେଳିତ ବର୍ଗଙ୍କ ନିକଟରେ ପହଞ୍ଚିବା ସହିତ ‘ସଶକ୍ତ ଗୋଷ୍ଠୀସମୁଦାୟ’ ଉତ୍ଥାହନରେ ସହାୟକ ହେଉଛି । ଏହି ପ୍ରୟାସ ସ୍ୱାବଲମ୍ବୀ ଗୋଷ୍ଠୀଗୁଡିକୁ…

ଖୁବଶୀଘ୍ର ସବୁ ପଂଚାୟତକୁ ପହଂଚିବ ବ୍ରୋଡବ୍ୟାଣ୍ଡ !

ଭୁବନେଶ୍ଵର: ହାତଗଣତି ରାଜ୍ୟ ଭାବେ ଏକଦା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ଚାରିଟି ଆଇଟି କମ୍ପାନୀ ଆସିଥିଲେ ହେଁ ସେତେବେଳେ ଆଇଟି କ୍ଷେତ୍ର ଭାବେ ଆମ ରାଜ୍ୟର ଭିତ୍ତିଭୂମି ଓ ପରିବେଶ ନ ଥିବାରୁ ଆମେ କିଛିଟା କ୍ଷେତ୍ରରେ ପଛୁଆ ରହିଗଲୁ । ଏବେ ଆଇଟି ଏବଂ ଆଇଟିଇଏସ୍ କ୍ଷେତ୍ରକୁ ବେଶ୍ ପ୍ରାଧାନ୍ୟ…

ବୟସ ୧୦୪, ଜାଳି ଚାଲିଛନ୍ତି ଶିକ୍ଷାର ଦୀପ !

ଯାଜପୁର: ଦେହରେ ବଳ ନାହିଁ ଚାଲିବାକୁ । ଜୀବନ ବୟସରେ ଖେଳିଛନ୍ତି ଶତକୀୟ ଇନିଂସ୍ । ତଥାପି ଦେଶର ଭବିଷ୍ୟତଙ୍କୁ ଗଢି ତୋଳିବାରେ ତାଙ୍କ ନିଷ୍ଠା ସମସ୍ତଙ୍କୁ ତାଜୁବ କରିଛି । ବିନା ପାଉଣାରେ ପିଲାମାନଙ୍କୁ ପାଠ ପଢାଇ ଚାଲିଛନ୍ତି । ଦିନେ କି ବର୍ଷେ ନୁହେଁ, ଦୀର୍ଘ ୭୫ ବର୍ଷ ଧରି ନିଜ ତପସ୍ୟାକୁ…

ଭାରତରେ ଖୋଲିବ ଚାଉଳ ଏଟିଏମ୍ !

କର୍ଣ୍ଣାଟକ: ପ୍ରଥମ ଥର ପାଇଁ ଭାରତୀୟଙ୍କ ପାଇଁ ଖୋଲିବ ଚାଉଳ ଏଟିଏମ୍ । ଶୁଭାରମ୍ଭ ହେବ କର୍ଣ୍ଣାଟକ ରାଜ୍ୟରେ । ଖାସ କରି ବେଙ୍ଗାଳୁରୁର ବସ୍ତି ଅଂଚଳରେ ଗରିବ ଲୋକଙ୍କ ପାଇଁ ଏହାକୁ ସ୍ଥାପନା କରାଯିବ । କେନ୍ଦ୍ରୀୟ ଯୋଜନା ଅନୁଯାୟୀ ପ୍ରଥମେ କର୍ଣ୍ଣାଟକ ପରେ ଉତ୍ତରପ୍ରଦେଶ, ହରିୟାଣା,…

ସେଲ ରାଉରକେଲା ଇସ୍ପାତ କାରଖାନାକୁ ଗ୍ରୀନଟେକ ପୁରସ୍କାର

ରାଉରକେଲା: ସେଲ ରାଉରକେଲା ଇସ୍ପାତ କାରଖାନା ଶିକ୍ଷାର ପ୍ରୋତ୍ସାହନରେ ଉଲ୍ଲେଖନୀୟ ସଫଳତା ପାଇଁ ଗ୍ରୀନଟେକ୍ ଫାଉଣ୍ଡେସନ୍ ତରଫରୁ ସମ୍ମାନଜନକ ସିଏସଆର ପୁରସ୍କାର ଲାଭ କରିଛି। ଗତ ଅକ୍ଟୋବର ୧ ତାରିଖରେ ଅନଲାଇନରେ ଆୟୋଜିତ ହୋଇଥିବା 'ସପ୍ତମ ବାର୍ଷିକ ସିଏସ୍ଆର୍ ଭାରତ ସମ୍ମିଳନୀ- ୨୦୨୦'ରେ…

ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍‌କୁ ଗ୍ରୀନ୍ ଟେକ୍ ସିଏସ୍ଆର୍ ଇଣ୍ଡିଆ ୨୦୨୦ ପୁରସ୍କାର

ନୂଆଦିଲ୍ଲୀ : ସିଏସଆର କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)କୁ ଗ୍ରୀନ୍ ଟେକ୍ ସିଏସ୍ଆର୍ ଇଣ୍ଡିଆ ୨୦୨୦ ପୁରସ୍କାର ପ୍ରଦାନ କରାଯାଇଛି । ଗ୍ରୀନ୍ ଟେକ୍ ଫାଉଣ୍ଡେସନ୍ ଦ୍ୱାରା ଅନଲାଇନ ଆୟୋଜିତ ସପ୍ତମ…

ମହିଳା ଚାଷୀ ମୀନତିଙ୍କ ପାଇଁ ନୂଆ ସୁଯୋଗ ଆଣିଦେଲା ରିଲାଏନ୍ସ ଫାଉଣ୍ଡେସନର କୃଷି ପରାମର୍ଶ

ବାଲେଶ୍ୱର: ବାଲିଆପାଳ ପୁରୁଲିଆ ଗାଁର ମହିଳା ଚାଷୀ ମୀନତି ପ୍ରଧାନ । ପ୍ରାୟ ଦୁଇ ଏକର ଜମିରେ ଖରିଫ ଋତୁରେ ଧାନ ଓ ରବି ଋତୁରେ ବାଦାମ ଓ ବିଭିନ୍ନ ପନିପରିବା ଚାଷ କରିଥାନ୍ତି । ଗତ ଖରିଫ ଋତୁରେ ପ୍ରାୟ ଏକ ଏକର ଧାନ କ୍ଷେତରେ ହଠାତ୍ ରୋଗପୋକ ଲାଗିଲେ । ପତ୍ରଗୁଡିକ ହଳଦିଆ ହୋଇଗଲା ।…

ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ ଦେଖିଲା ତିନି ମାସର ଶିଶୁକନ୍ୟା; ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଲେ…

ସୁନ୍ଦରଗଡ଼: ‘‘ଜନ୍ମ ହେଲା ବେଳେ ମୋ’ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା। ପରୀକ୍ଷା ହେଲାରୁ ଜଣାପଡ଼ିଲା ଯେ ତା’ ଆଖିରେ କିଛି ଅସୁବିଧା ଅଛି। ଅପରେସନ କରିବାକୁ ପଡ଼ିବ। ଝିଅକୁ କେମିତି ଭଲ କରିବୁ ଆମେ ଚିନ୍ତାରେ…