Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

କାହିଁକି ମହାନ ଆମ ଦେଶ ଭାରତ: ପଢିଲେ ଗର୍ବରେ ଛାତି ଫୁଲି ଉଠିବ..

ଭୁବନେଶ୍ୱର: ଭାରତ, କାହିଁକି ମହାନ ଏହି ଦେଶ? ୨୦୨୫ ମଧ୍ୟରେ ଏହା ଚାଇନାର ୧.୪ ବିଲିଅନ ଜନସଂଖ୍ୟାକୁ କାଟି ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଯିବ କଣ ସେଇଥିପାଇଁ ଏହା ମହାନ ଅଟେ? ନା, ଯାହା ପାଇଁ ପୁରା ସଂସାରଟା ଏକ ପରିବାର ସଦୃଶ । 'ବସୁଧୈବ କୁଟୁମ୍ବକମ୍' । ଏପରି…

ଉଦ୍ଧାର ହେଲା ‘ଫିସିଂ କ୍ୟାଟ୍‌’; ଲୋକଙ୍କ ପ୍ରଶଂସନୀୟ ଉଦ୍ୟମ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ !

ଭୁବନେଶ୍ୱର: ଆଜି କାଲି କେହି କାହାରିକୁ ସାହାଯ୍ୟ କରିବା ଲାଗି କୁଣ୍ଠାବୋଧ କରୁଥିଲେ ମଧ୍ୟ ଏକ ବିରଳ ଯନ୍ତୁକୁ କୂଅ ମଧ୍ୟରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଭୁବନେଶ୍ୱର ଉପକଣ୍ଠରେ ଏହି ଫିସିଂ କ୍ୟାଟକୁ ଲୋକମାନେ ବହୁ କଷ୍ଟ ସ୍ୱୀକାର କରି ଉଦ୍ଧାର କରିଛନ୍ତି । ଏହି ଉଦ୍ଧାର କାର୍ଯ୍ୟର ଭିଡ଼ିଓ…

‘ଓଡ଼ିଶା ମୋ ପରିବାର’ ଦ୍ୱାରା ଉଦ୍ଧାର ହେଲେ ଦୁବାଇରେ ଫସିରହିଥିବା ୪ ଓଡ଼ିଆ ଯୁବକ

ଭୁବନେଶ୍ୱର: ଦୀର୍ଘ ଦୁଇ ମାସ ଉଦ୍ୟମ ପରେ ଦୁବାଇରେ ଫସିରହିଥିବା ଯାଜପୁର ଅଞ୍ଚଳର ୪ଜଣ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ‘ଓଡ଼ିଶା ମୋ ପରିବାର’ ତରଫରୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ଦିନ ଭୋର୍ ୨ଟା ୧୫ ମିନିଟରେ କୋଲକାତା ଏୟାରପୋର୍ଟରେ ପହଞ୍ଚିବା ପରେ…

ରାଜଧାନୀ ଏକ୍ସପ୍ରେସରେ ସିଟିଆଇଙ୍କ ମହତ କାର୍ଯ୍ୟ; ଯାତ୍ରୀଙ୍କୁ ଫେରାଇଲେ ଜ୍ୟାକେଟ ସହ ୯୨ ହଜାର ଟଙ୍କା !

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସରେ ଜନୈକ ଯାତ୍ରୀ ଛାଡ଼ିଯାଇଥିବା ଏକ ଜ୍ୟାକେଟ୍ ଓ ସେଥିରେ ଥିବା ନଗଦ ୯୨ ହଜାର ଟଙ୍କା ଫେରିପାଇଛନ୍ତି । ଏତେ ପରିମାଣର ନଗଦ ଟଙ୍କା ଓ ଜ୍ୟାକଟଟିକୁ ଫେରାଇ ବହୁ ମହଲରେ ପ୍ରଶଂସିତ ହୋଇଛନ୍ତି ମୁଖ୍ୟ ଟିକେଟ ଇନିସପେକ୍ଟର (ସିଟିଆଇ) ଏସ କେ ବେହେରା ।…

ନିଆରା ବାହାଘର: ସମ୍ବିଧାନକୁ ସାକ୍ଷୀ ରଖି ପଡିଲା ହାତଗଣ୍ଠି

ଭୁବନେଶ୍ୱର: କାହିଁ କେତେ ଯୁଗରୁ ଅଗ୍ନୀକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ବନ୍ଧନରେ ବାନ୍ଧି ହୁଅନ୍ତି ପତିପତ୍ନୀ। ଦଶ ଦିଗପାଳ, ବେଦ ମନ୍ତ୍ର ପଠାରେ ବନ୍ଧା ହୁଏ ଦୁଇଟି ଜୀବନ । ବାଜା ବାଣ ରୋଷଣୀ କରି ସାଙ୍ଗସାଥିଙ୍କ ମେଳରେ ବର ଆସେ କନିଆ ନେବା ପାଇଁ । ଜାତି ଜାତକ କର୍ମକାଣ୍ଡ ସହ…

ସୁଆଣ୍ଡୋରେ ୫-ଟି ସଚିବ ଭି କେ ପାଣ୍ଡିଆନ; ଐତିହ୍ୟ ସମ୍ପନ୍ନ ଗ୍ରାମର ବିକାଶ ଲାଗି ସରକାରଙ୍କ ଯୋଜନା

ଭୁବନେଶ୍ୱର: ନିକଟରେ ପୁରୀ ଓ କୋଣାର୍କ ପରି ଆଧ୍ୟାତ୍ମିକ ଓ ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନସ୍ଥଳୀ ପ୍ରତି ଗୁରୁତ୍ୱ ଦିଆଯାଇଥିବା ବେଳେ ଏବେ ରାଜ୍ୟ ସରକାର ସାଂସ୍କୃତିକ ପ୍ରାଚୁର୍ଯ୍ୟ ତଥା ଐତିହ୍ୟ ସମ୍ପନ୍ନ ଗ୍ରାମଗୁଡ଼ିକ ବିକାଶ ଲାଗି ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରୁଛନ୍ତି । ରବିବାର…

ଭୁବନେଶ୍ୱରରେ ଉଦଘାଟିତ ହେଲା ଦେଶର ପ୍ରଥମ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟ

ଭୁବନେଶ୍ୱର: ବର୍ଜ୍ୟବସ୍ତୁ ପରିଚାଳନା ଓ ଅପସାରଣ କ୍ଷେତ୍ରରେ ଇତିହାସ ରଚିଲା ପୂର୍ବତଟ ରେଳପଥ। ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ସରକାରୀ ପ୍ରକଳ୍ପ କାର୍ଯ୍ୟକ୍ଷମ। ପଲିକ୍ରାକ ବୈଷୟିକ ଓ ପ୍ରଯୁକ୍ତି ପ୍ରଣାଳୀ ବ୍ୟବହୃତ । ଭିତ୍ତିପ୍ରସ୍ତର ଠାରୁ କାର୍ଯ୍ୟକ୍ଷମ…

ସାକାର ହେଲା ସ୍ୱପ୍ନ: ଆକାଶରେ ଉଡିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସାକାର ହେଲା ସ୍ୱପ୍ନ, ଆକାଶରେ ଉଡିଲେ ଦିବ୍ୟାଙ୍ଗ । ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ୪୮ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉଡାଣ ଭରିଛନ୍ତି । ଆଲିଆନ୍ସ ଏୟାର ପକ୍ଷରୁ ସ୍ୱତନ୍ତ୍ର ବିମାନରେ ସେମାନେ ଉଡାଣ ଭରିଛନ୍ତି । ଏହି ୪୮ ଜଣଙ୍କ ମଧ୍ୟରେ ଅଛନ୍ତି ଦିବ୍ୟାଙ୍ଗ, ଆଦିବାସୀ ଓ…

ଜାତୀୟ ସାହସିକତା ପୁରସ୍କାର ଘୋଷଣା: ଦିଲ୍ଲୀରେ ସମ୍ମାନିତ ହେବେ ୩ ଓଡ଼ିଆ ଝିଅ

ଭୁବନେଶ୍ୱର: ୩ ଓଡ଼ିଆ ସାହାସୀ ଝିଅଙ୍କୁ ମିଳିବ ସମ୍ମାନ । ଦିଲ୍ଲୀ ଦରବାରରେ କରାଯିବ ପୁରସ୍କୃତ । କେନ୍ଦ୍ରାପଡାର ଦୁଇ ସାହସୀ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରି ଓ ଅନୁଗୁଳର ଝିଅ ଶ୍ରୀମତି ବଦ୍ରାଙ୍କୁ ସାଧାରଣତନ୍ତ୍ର ଦିବସରେ ସାହସିକତା ପୁରସ୍କାରରେ ପୁରସ୍କୃତ କରାଯିବ । ଭାରତୀୟ…

ଯାଜପୁରର ଏହି ଚାଷୀ ମୋବାଇଲରୁ ପାଇଲେ ପରାମର୍ଶ; କିପରି ପ୍ରଚୁର ଧାନ ଅମଳ କଲେ ଜାଣନ୍ତୁ…

ଯାଜପୁର: ଏହା ହେଉଛି ହାଇ-ଟେକର ଯୁଗ । ଯଦି ହାଇ-ଟେକ୍ ଦ୍ୱାରା ସବୁକିଛି ସମ୍ଭବ ହୋଇପାରୁଛି ତେବେ କୃଷିକ୍ଷେତ୍ରରେ ଏହି ହାଇ-ଟେକ୍ ପଦ୍ଧତି କାହିଁକି ଉପଯୋଗ ହୋଇ ନ’ପାରିବ? ଆଜିକାଲି ବର୍ଷର୍ା, ବନ୍ୟା ଏପରିକି ପାଣିପାଗ ପରିସ୍ଥିତି ଚାଷ କାର୍ଯରେ ଅନେକ ବାଧା ସୃଷ୍ଟି କରିବା ଦେଖାଯାଉଛି ।…