Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ରେଳ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧିଯୋଗୁଁ ବର୍ତ୍ତିଗଲା ଏକ ବଡ଼ ଟ୍ରେନ୍ ଆକ୍ସିଡ଼େଣ୍ଟ !

ଭୁବନେଶ୍ୱର: ନିଜର କର୍ତ୍ତବ୍ୟନିଷ୍ଠା ତଥା ଉପସ୍ଥିତ ବୁଦ୍ଧିଯୋଗୁଁ ଏକ ବିରାଟ ରେଳ ଦୁର୍ଘଟଣାକୁ ରୋକି ପାରିଛନ୍ତି ରେଳ ଫାଟକ ଦାୟିତ୍ୱରେ ଥିବା ଜଣେ ରେଳକର୍ମଚାରୀ । ଏହି ଘଟଣାଟି ଘଟିଛି ଶନିବାର ଦିନ ଭୁବନେଶ୍ୱର-ଆନନ୍ଦ ବିହାର ସୁପରଫାଷ୍ଟ ଏକ୍ସେପ୍ରେସ ଚଳାଚଳ କରୁଥିବା ସମୟରେ ।…

ମୋବାଇଲରୁ ପରାମର୍ଶ ନେଇ ବଲାଙ୍ଗୀରର ଏହି ଚାଷୀ କିପରି ଅଧିକ ଅମଳ କରି ଭଲ ଉପାର୍ଜନ କଲେ, ଜାଣନ୍ତୁ…

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡମହୁଲ ଗ୍ରାମର ଦିଲ୍ଲେଶ୍ୱର ସାହୁ ଏବେ ଜଣେ ସଫଳ ଚାଷୀ । ଦିଲ୍ଲେଶ୍ୱରଙ୍କର ୯ ଏକ ଚାଷଜମି ଅଛି । ସେ ତାଙ୍କର ତିନି ଏକର ଚାଷଜମିରେ ଧାନ ଚାଷ କରି ଅବଶିଷ୍ଟ ଜମିରେ ପରିବା ଚାଷ କରିଥାଆନ୍ତି । “ଆମ ପରିବାର କହିଲେ ସମୁଦାୟ…

ମଣିଷର ପ୍ରକୃତ ବନ୍ଧୁ କୁକୁର: ମାଲିକର ପିଲାଙ୍କୁ ବଞ୍ଚାଇବାକୁ ଯାଇ କୁକୁର ଦେଲା ପ୍ରାଣବଳି

ଭୁବନେଶ୍ୱର: ବଲିଉଡ ଚଳଚ୍ଚିତ୍ର ତେରୀ ମେହେରବାନିଆର କାହାଣୀ ମନେ ପଡିଲେ ଆଖିଆଗରେ ନାଚି ଯାଏ ମଣିଷର ପ୍ରକୃତ ବନ୍ଧୁ କୁକୁରର ବିଶ୍ୱସ୍ଥନିୟତା କଥା । ଭୁବନେଶ୍ୱରର ବାହାରେ ଥିବ ଯାଆଁଳା ପୋଲିସ ଷ୍ଟେସନ ଅନ୍ତର୍ଗତ ମୁଣ୍ଡମୁହାଁଣ ଗ୍ରାମରେ ଘଟି ଯାଇଛି ଏଭଳି ଏକ ଘଟଣା, ଯାହା କୁକୁର ଯେ ମଣିଷର…

‘ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ’ ପାଇଲେ ଓଡିଆ ପୁଅ ଶ୍ରୀତମ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରମପୁର ଗ୍ରାମର ମୂଳ ବାସିନ୍ଦା ଶ୍ରୀତମ କୁମାର ସେଠୀ ଫଟୋଗ୍ରାଫିରେ ଅନ୍ତର୍ଜାତୀୟ ପୁରସ୍କାର ଜିତିଛନ୍ତି । ନିକଟରେ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ଇଭେଣ୍ଟ ଫଟୋଗ୍ରାଫର ଅଫ୍ ଦ ଇୟର’ରେ ସେ ସମ୍ମାନିତ ହୋଇଛନ୍ତି । ଏଥିସହିତ ପୁରସ୍କାର ରାଶି…

ମାତ୍ର ୩ ବର୍ଷର ବାଳିକା, ୫ ମିନିଟରେ ଦେଉଛି କିପରି ୨୦୦ ପ୍ରଶ୍ନର ଉତ୍ତର ଜାଣନ୍ତୁ…

କେନ୍ଦୁଝର: ସ୍କୁଲକୁ ଯାଇନଥିବା ତିନି ବର୍ଷର କୁନି ବାଳିକାଟିଏ । ଯଦି ତାକୁ ଆପଣ ଭାରତର କୌଣସି ରାଜ୍ୟ, ବିଶ୍ୱର କୌଣସି ବି ଦେଶ ଅଥବା ପୃଥିବୀର ଯେକୌଣସି ରାଷ୍ଟ୍ର ସମ୍ପର୍କରେ ପ୍ରଶ୍ନଟିଏ ପଚାରିଦେବେ ତେବେ ନିଶ୍ଚିତ ତାହାର ସଠିକ୍ ଉତ୍ତର ଦେବ ଏହି କୁନିଝିଅଟି । କେନ୍ଦୁଝର ଜିଲ୍ଲା…

ପିଚୁରାସ୍ତାରେ ଖାଲିହାତରେ ଚାଲୁଛନ୍ତି ଏହି ଯୁବକ; ଲକ୍ଷ୍ୟ ରହିଛି ‘ଲିମକା ବୁକ୍’ ରେକର୍ଡ଼ !

ଭୁବନେଶ୍ୱର: ଦୋକାନକୁ ପାନଟିଏ କିଣିବାକୁ ଗଲେ ବାଇକ୍ ନହେଲେ ଗୋଡ଼ ଚାଲୁନି । ଆଜିକାଲିକା ଯୁଗରେ ବାଇକ୍, କାର୍ କିମ୍ବା ସ୍କୁଟି ବିନା କେହି ପଦାକୁ ବାହାରିବାକୁ ଚାହୁଁନାହାନ୍ତି । ଆମେ ଆଜିକାଲି କଷ୍ଟକରିବାକୁ କିମ୍ବା ଟିକେ ଗୋଡ଼ରେ ଚାଲିବାକୁ ମଧ୍ୟ କୁଣ୍ଠାବୋଧ କରିଚାଲିଛନ୍ତି । ମାତ୍ର,…

ନାସା ଯିବେ ଓଡିଆ ପୁଅ; ପ୍ରଦର୍ଶିତ କରିବେ ଅଭିନବ ଡ୍ରୋନ୍ ପ୍ରୋଜେକ୍ଟ

ଅନୁଗୁଳ: ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ନ୍ୟାସନାଲ୍ ଏରୋନେଟିକ୍ସ ଆଣ୍ଡ ସ୍ପେଶ୍ ଆଡମିନିଷ୍ଟ୍ରୋସନ୍ (ନାସା) ଯିବେ ଓଡିଆ ପୁଅ ଶୁଭ୍ରାଂଶୁ ନାୟକ । ଯାହା ଓଡିଶା ପାଇଁ ଆଉ ଏକ ଗୌରବ ଆଣିଦେଇଛି । ନିଜର ଅଭିନବ ଜ୍ଞାନକୌଶଳରେ ନିର୍ମାଣ କରିଥିବା ଡ୍ରୋନ୍ ପ୍ରୋଜେକ୍ଟକୁ ସେଠାରେ ପ୍ରଦର୍ଶିତ…

ବୁଲା ପଶୁପକ୍ଷୀଙ୍କ ଜୀବନଦାତ୍ରୀ ‘ଅଭିପ୍ସା’…

କଟକ: କଟକ ସହରର ରାସ୍ତା କଡରେ ପରିତ୍ୟକ୍ତ ଅବସ୍ଥାରେ ତଥା ଏଣେତେଣେ ବୁଲୁଥିବା ଅସହାୟ କୁକୁରଙ୍କୁ ନୂଆ ଜୀବନ ଦେଇ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧୟନରତ ଜଣେ ଛାତ୍ରୀ ଅଭିପ୍ସା ମିଶ୍ର । ବୁଲା କୁକୁରଙ୍କ ସେବା ଲାଗି ସମର୍ପିତ ଅଭିପ୍ସା ଜଣେ…

କିପରି ‘ଅଡ଼ିଓ ଟିପ୍ସ’ରୁ ଚାଷ ଜାଣି ଚାରିଗୁଣା ଆୟ ବୃଦ୍ଧି କରିପାରିଲେ ଏହି ଚାଷୀ, ଜାଣନ୍ତୁ…

ଦେବଗଡ଼: ଦେବେନ୍ଦ୍ର କୁମାର ଧଳ, ଏ ହେଉଛନ୍ତି ଦେବଗଡ଼ ଜିଲ୍ଲାର ଏବେ ଅଧିକ ଆୟ କରୁଥିବା ଜଣେ ସଫଳ ଚାଷୀ । ଏହି ସଫଳ ଚାଷୀ ଜଣକ ତାଙ୍କର ଥିବା ମାତ୍ର ୪ ଏକର ଚାଷଜମିରୁ ଚଳିତ ବର୍ଷ ୨ ଲକ୍ଷ ଟଙ୍କାରୁ ଅଧିକ ଆୟ କରିବା ନିଶ୍ଚିତ ହୋଇଥିବା ଜାଣି ଏବେ ସେ ବେଶ୍ ଖୁସି ଅଛନ୍ତି । ଦେବଗଡ଼ ଜିଲ୍ଲା…

ହିନ୍ଦୁ ଓ ମୁସଲମାନଙ୍କୁ ଏକାଠି କରିଛି ଓଡ଼ିଶାର ଏହି ସ୍ଥାନର କାଳୀପୂଜା, ଜାଣନ୍ତୁ…

ରାଜକନିକା: ମଙ୍ଗଳମୟୀ, ଶତ୍ରୁସଂହାରିଣୀ ମହାମାୟା ମା’ କାଳୀଙ୍କ ପୂଜା ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଆସୁଛି । ଏହି ପୃଥିବୀ ପୃଷ୍ଠରୁ ଦୁଷ୍ଟ, ଦୂରାଚାରୀ ବା ରାକ୍ଷସ ଶକ୍ତିକୁ ସମ୍ପୂର୍ଣ୍ଣ ନାଶ କରିବାକୁ ମା’ କାଳୀଙ୍କ ଆବିର୍ଭାବ । ସର୍ବଶକ୍ତିମୟୀ ମା’କାଳୀଙ୍କୁ ଉପାସନା କରିବା…