Latest Odisha News
Browsing Category

ବିଦାୟ ୨୦୧୯

Bidaya 2019

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

୨୦୧୯ ଭାରତୀୟ କ୍ରୀଡ଼ା: ଅନେକ ସଫଳତା ଅନେକ ଆଶା

୨୦୧୯ ସରିବାକୁ ଯାଉଥିଲା ବେଳେ ଭାରତୀୟ କ୍ରୀଡ଼ା ଉପରେ ନଜର ପକାଇଲା ବେଳେ ସଫା ବାରିହୋଇପଡେ ଏକାଧିକ ଖେଳରେ ଅପୂର୍ବ ଚମକର କଥା । ବିଶେଷ କରି ଅଲିମ୍ପିକ୍‍ କ୍ରୀଡ଼ାର ଏକାଧିକ ଇଭେଣ୍ଟରେ ଆମ ଖେଳାଳିମାନଙ୍କର ସଫଳତା ଏଥର ଆକାଶ ଛୁଆଁ ହେବା ସାଙ୍ଗକୁ ମନରେ ଅନେକ ଆଶା ଭରିଛି । କେବଳ ପି.ଭି…

ବିଦାୟ ୨୦୧୯: କେଉଁସବୁ ପରିବର୍ତ୍ତନ କରିଥିଲେ ଭାରତ ସରକାର, ଜାଣନ୍ତୁ

ନୂଆଦିଲ୍ଲୀ: ୨୦୧୯ର ବିଦାୟ ନିକଟତର ହୋଇଯାଇଛି । ଆଗକୁ ଏହି ବର୍ଷ ଘଟିଥିବା କେତେକ କଥା ଆମ ପାଇଁ ସ୍ମରଣୀୟ ହୋଇ ରହିଯିବ । ଆସନ୍ତୁ ଜାଣିବା ୨୦୧୯ର ଭାରତ ସରକାର ନେଇଥିବା ୧୦ ବଡ ପରିବର୍ତନ ସମ୍ପର୍କରେ... ୱାନ ନେଶନ ୱାନ ରାଶନ କାର୍ଡ: ଏହି ଯୋଜନା ଅନୁସାରେ ୧୪ ରାଜ୍ୟରେ ପିଓଏସ…

ବିଦାୟ ୨୦୧୯: କ୍ରୀଡ଼ା ପ୍ରଚ୍ଛଦପଟ୍ଟରେ ରାଜୁତି କଲେ ପ୍ରମୋଦ ଓ ଦୂତୀ ଚାନ୍ଦ !

ଭୁବନେଶ୍ୱର: କ୍ରୀଡ଼ା ଜଗତର ଜାତୀୟ ଦୃଶ୍ୟପଟ୍ଟରେ ଓଡ଼ିଆ ଖେଳାଳିଙ୍କ ଜିତାପଟ ୨୦୧୯ ବର୍ଷରେ ନିଶ୍ଚିତ ରୂପେ ସୃତିବହନ କରିବ । ବିଦାୟୀ ବର୍ଷରେ ଓଡ଼ିଶା କ୍ରିକେଟ ଆସୋସିଏସର ନୂତନ ସମ୍ପାଦକ ଭାବେ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ନିର୍ବାଚିତ ହୋଇଥିଲେ । ସେହିପରି…

ବିଦାୟ ୨୦୧୯: ରାଜନୀତି ଚର୍ଚ୍ଚିତ ବୟାନବାଜି, ଶୀର୍ଷରେ ରହିଲେ ରାହୁଲ୍ !

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ବିଦାୟ ନେବାକୁ ଯାଉଛି ୨୦୧୯ । ଏହା ଲୋକଙ୍କ ମଧ୍ୟରେ ଛାଡିଯିବ ବିଭିନ୍ନପ୍ରକାରର ଛାପ । ଚଳିତ ୨୦୧୯ ମସିହାରେ ଘଟିଥିବା ଏଭଳି କିଛି ଘଟଣା ମଧ୍ୟରୁ ରାଜନେତାଙ୍କ ବିଭିନ୍ନ ବିବାଦୀୟ ବୟାନବାଜି ଅନ୍ୟତମ । ଯାହା ଜାତୀୟ ରାଜନୀତିରେ ବେଶ୍ ହଟ୍ଟଚମଟ ସୃଷ୍ଟି…

ବିଦାୟ ୨୦୧୯: ଚର୍ଚ୍ଚିତ ଫିଲ୍ମ ଭାବେ ସମସ୍ତଙ୍କୁ ପଛରେ ପକାଇଲା ‘ୱାର୍’ ଓ ‘କବୀର ସିଂ’ !

ମୁମ୍ବାଇ: ୨୦୧୯ରେ ବଲିଉଡର କେତେକ ଫିଲ୍ମ ବେଶ୍ ଚର୍ଚ୍ଚିତ ରହିଥିଲା । ଏଥର ବିଭିନ୍ନ ଧରଣର ଫିଲ୍ମ ଦର୍ଶକମାନେ ଦେଖିବାକୁ ପାଇଲେ । ଚିରାଚରିତ ବ୍ୟବସାୟିକ ଫିଲ୍ମରୁ ଦର୍ଶକଙ୍କ ରୁଚି ବଦଳିବାରେ ଲାଗିଛି । ଯାହା କି ଏକ ଶୁଭ ସଙ୍କେତ । ଆସନ୍ତୁ ଏହି ଫିଲ୍ମଗୁଡିକ ବିଷୟରେ ଆଲୋଚନା କରିବା ।…

ବିଦାୟ ୨୦୧୯: ଐତିହାସିକ ଅଯୋଧ୍ୟା ରାୟ ବର୍ଷର ସବୁଠୁ ଚର୍ଚ୍ଚିତ ଘଟଣା…

ଭୁବନେଶ୍ୱର: ୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ଦୀର୍ଘ ୭୦ ବର୍ଷରୁ ଅଧିକ ଦିନ ଧରି ଚାଲିଥିବା ଶ୍ରୀରାମ ଜନ୍ମଭୂମି-ବାବରୀ ମସଜିଦର ଅଯୋଧ୍ୟା ବିବାଦୀୟ ମାମଲାର ଚୂଡ଼ାନ୍ତ ରାୟ ଘୋଷଣା କରିଥିଲେ । ଏହା ହେଉଛି ବିଗତ ୨୦୧୯ର ସବୁଠୁ ଅଧିକ ସମ୍ବେଦନଶୀଳ ତଥା ଚର୍ଚ୍ଚିତ ଘଟଣା ।…

ବିଦାୟ ୨୦୧୯: କ’ଣ ଥିଲା ଏଥରର ଚର୍ଚ୍ଚିତ ଘଟଣାବଳୀ…

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ବର୍ଷ ୨୦୧୯ ବିଦାୟ ନେବାକୁ ଯାଉଥିବା ବେଳେ ଏକ ନୂଆ ଉତ୍ସାହ ଉନ୍ମାଦନାର ସହ ନବବର୍ଷକୁ ପ୍ରାୟ ସମସ୍ତେ ଆଗଭର ହୋଇପଡିଲେଣି । କ୍ୟାଲେଣ୍ଡରେ ପୁଣି ଏକ ପୁରୁଣା ବର୍ଷ ଭାବେ ଯୋଡିହେବାକୁ ଯାଉଥିବା ବର୍ଷ ୨୦୧୯ କାହା ଜୀବନରେ ସୁଖ ଭରିଦେଇଥିଲା ତ ଆଉ କାହା…

ଜାଣନ୍ତୁ, ୨୦୧୯ରେ ଭାରତ ହରାଇଛି ଏହିସବୁ ଲୋକପ୍ରିୟ ଜନନେତାଙ୍କୁ

ଭୁବନେଶ୍ୱର: ଭାରତୀୟ ରାଜନୀତି ପାଇଁ ୨୦୧୯ ଏକ ଦୁଃଖଦ ବର୍ଷ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଖ୍ୟତଃ ବିଜେପି ପାଇଁ । କାହିଁକି ନା ବିଜେପି ଚଳିତ ବର୍ଷ ଲଗାତାର ନିଜର ୩ ଦିଗଜ୍ଜ ନେତା ସୁଷମା ସ୍ୱରାଜ ଓ ଅରୁଣ ଜେଟଲି ତଥା ମନୋହର ପାରିକରଙ୍କୁ ହରାଇଛି । ଯାହା ବିଜେପି ତଥା ଭାରତୀୟ…

୨୦୧୯: କ୍ରିକେଟର ୬ ବଡ଼ ବିବାଦୀୟ ମୂହୁର୍ତ୍ତ…

ଭୁବନେଶ୍ୱର: ୨୦୧୯ ସରିବାକୁ ବସିଛି । ଭାରତୀୟ କ୍ରିକେଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜରେ ବିଜୟ ହାସଲ କରିବା ସହ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଶେଷ କରିବାକୁ ଯାଉଛି । ତେବେ ଆମେ ୨୦୧୯ରେ କ୍ରିକେଟର ଘଟିଥିବା ୬ ବିବାଦ ବିଷୟରେ ନିମ୍ନରେ ଉଲ୍ଲେଖ କରୁଛୁ । କଫି ୱିଥ କରଣ ବିବାଦ:…