Latest Odisha News

BREAKING NEWS

Browsing Category

ବ୍ୟକ୍ତିତ୍ୱ

ଆନ୍ଧ୍ରର ଅଧିକାର ଓଡ଼ିଶା ଛଡ଼ାଉଛି : ରାଜାନ୍ନା 

କୋଟିଆ: କୋଟିଆରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ବିଧାୟକ ରାଜାନ୍ନା ଦୋରା ପ୍ରତିକ୍ରିୟା ରଖିଛନ୍ତି । ଏଇ ମାମଲା ସୁପ୍ରିମକୋର୍ଟ ବି ଯାଇଛି । ସୁପ୍ରିମକୋର୍ଟ ସେ ସଂପର୍କରେ ସ୍ଥିତାବସ୍ଥା ଜାରି କରିଛନ୍ତି । ସେଠାରେ ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି…

କୋଟିଆରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବ ବିଜେପି ଟିମ୍ 

କୋଟିଆ : କୋଟିଆରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ ବିଜେପି ଟିମ୍ । ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ, ବରିଷ୍ଠ ବିଜେପି ନେତା ଭ୍ରୁଗୁ ବକ୍ସିପାତ୍ର କୋଟିଆ ଯାଇଛନ୍ତି । ସମୀର ମହାନ୍ତିଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍ କୋଟିଆ…

ଆମେ ଗାନ୍ଧିଜୀଙ୍କ ପୂଣ୍ୟତିଥି ପାଳନ କରିବୁ, କଂଗ୍ରେସକୁ ଅଟକାଇଲେ ଆନ୍ଦୋଳନ ହେବ: ବାହିନୀପତି 

ବ୍ରହ୍ମପୁର : ଆସନ୍ତାକାଲି ବ୍ରହ୍ମପୁର ଠାରେ କଂଗ୍ରେସ ଦଳ ପକ୍ଷରୁ ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ ପାଳନ କରାଯିବ । ଖଲିକୋଟ କଲେଜ ଷ୍ଟାଡିୟମରେ ପୂର୍ବାହ୍ନ ୧୧ଟାରେ ଏହି କାର୍ଯ୍ୟକ୍ରମ ହେବ । କାର୍ଯ୍ୟକ୍ରମରେ ଆସିବାକୁ ଥିବା କଂଗ୍ରେସ କର୍ମୀଙ୍କୁ ରାସ୍ତାରେ ଅଟକାଗଲେ ରାଜ୍ୟ ସାରା…

ଅତିବଡି ପୁରସ୍କାର : ସାଧାରଣ ଜୀବନର ଅସାଧାରଣ କଥାକାର ରାମଚନ୍ଦ୍ର ବେହେରା

ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ି ପୁରସ୍କାର ଦିଆଯିବ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ଘୋଷଣା କରିବା ସାହିତ୍ୟ ଜଗତ ପାଇଁ ହୁଏତ ଏକ ବଡ ଖବର, ହେଲେ ଏ ଖବର ମୋ ଲାଗି ଖୁବ ଉତ୍ସାହଜନକ ନୁହେଁ।ବରଂ ଏ ପୁରସ୍କାର ତାଙ୍କୁ ଏତେ ଡେରିରେ କେମିତି ମିଳିଲା, ତାହା ହିଁ ଖବର ହେବା ଉଚିତ।  ୨୦୦୫…

ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କର ସ୍ମୃତିରେ କଟକ ସହର

“ଗତ ଶତାବ୍ଦୀର ଅଶି ଦଶକରେ ମୋ ବାପା ଜାନକୀନାଥ ବୋଷ କଟକରେ ନିଜକୁ ଜଣେ ଓକିଲ ଭାବରେ ପ୍ରତିଷ୍ଠିତ କରିଥିଲେ। ସେଇଠି ୨୩ ଜାନୁଆରୀ, ୧୮୯୭ରେ ମୋର ଜନ୍ମ। ମୋ ବାପା ମହୀନଗର ସ୍ଥିତ ବୋଷ ପରିବାରର ବଂଶଧର। ,ମା ପ୍ରଭାବତୀ ହାଟଖୋଲା ଦତ୍ତ ପରିବାରର ଝିଅ। ମୁଁ ମୋ ବାପାଙ୍କର ଷଷ୍ଠ ସନ୍ତାନ ଓ ଭାଇ…

ଫକୀର ମୋହନ ସେନାପତି ; ଗତକାଲି, ଆଜି ଓ ଆସନ୍ତାକାଲି

“ଛ ମାଣ ଆଠ ଗୁଣ୍ଠ” ଧୋଇ ମରୁଡି କାହିଁରେ ନଷ୍ଟ ହେବନାହିଁ”- ୟେ ଥିଲା ୧୯୧୮ ମସିହାରେ ଫକୀର ମୋହନ ସେନାପତିଙ୍କ ମୃତ୍ୟୁ ପରେ “ସତ୍ୟବାଦୀ” ପତ୍ରିକା-ଏପ୍ରିଲ-ଜୁନ ସଂଖ୍ୟାରେ ପ୍ରକାଶିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶୋକ ଆଲେଖ୍ୟର ଶେଷ ଧାଡି। ୭୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା…

ମୃତ୍ୟୁର ବର୍ଷେ ପରେ ମନମୋହନ ମହାପାତ୍ର ଓ ଓଡିଆ ସିନେମାର ବାସ୍ତବ ଚେହେରା

ମୃତ୍ୟୁ ପରେ ସେ ଅଧିକ ପ୍ରାଣବନ୍ତ ଲାଗୁଛନ୍ତି। ହୁଏତ ଏମିତି ହୋଇପାରେ ଯେ, ସେ ଯେଉଁ ସିନେମା ତିଆରି କରିଥିଲେ, ତାହା ତାଙ୍କ ଜୀବନକାଳରେ ହୁଏତ, ଲୋକଙ୍କ ପାଖରେ ପହଞ୍ଚି ପାରିଲା ନାଇଁ, କିନ୍ତୁ ଦିନେ ନା ଦିନେ ସେ ସିନେମା ଲୋକଙ୍କ ପାଖରେ ପହଞ୍ଚିବ। କାରଣ ସେ ସିନେମା ତିଆରି କରିଥିଲେ।…

ଓଡିଶାର ପ୍ରଥମ କଥାକୁହା ସିନେମା ଓ ମୋହନ ସୁନ୍ଦର ଦେବ ଗୋସ୍ଵାମୀ

ଏପ୍ରିଲ ମାସ ୧୯୩୬ ମସିହା, ଓଡିଶା ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନ। ଏପ୍ରିଲ ୧ ତାରିଖ ଦିନ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହୋଇଥିବା ବେଳେ ୨୮ ଏପ୍ରିଲରେ ଓଡିଶାର ପ୍ରଥମ କଥାକୁହା ସିନେମା “ସୀତା ବିବାହ” ମୁକ୍ତିଲାଭ କରିଥିଲା। ରାଜନୈତିକ ଇତିହାସରେ ରାଜ୍ୟ ଗଠନ ଯେମିତି ଏକ…

ଓଡିଶୀ ନୃତ୍ୟର ସାର୍ବକାଳୀନ ମହାନାୟକ, ଗୁରୁ କେଳୁଚରଣ ମହାପାତ୍ର

ବଞ୍ଚିଥିଲେ,ସରକାରୀ କାଗଜପତ୍ର ଅନୁଯାୟୀ ଆଜି ଗୁରୁ କେଲୁଚରଣ ମହାପାତ୍ରଙ୍କ ବୟସ ୯୫ ହୋଇଥାନ୍ତା। ତେବେ ଗତ ୧୭ ବର୍ଷ ହେଲା ସେ ଆମଠୁ ସବୁଦିନ ପାଇଁ ବିଦାୟ ନେଇସାରିଛନ୍ତି। ୮, ଜାନୁଆରୀ, ୧୯୨୬ରେ ତାଙ୍କର ଜନ୍ମ ଓ ୭, ଏପ୍ରିଲ, ୨୦୦୪ରେ ତାଙ୍କର ତିରୋଧାନ। ଅବଶ୍ୟ ତାଙ୍କ ଜନ୍ମଦିନକୁ ନେଇ ଟିକେ…

ସୁନାବେଡାର ସୁନା ଝିଅ

ସୁନାବେଡା: ସମୁଦ୍ର ପତନରୁ ତିନି ହଜାର ଫୁଟ ଉପରେ ଅବସ୍ଥିତ ସୁନାବେଡା ଅଭୟାରଣ୍ୟ। ଏଠି ବସବାସ କରୁଥିବା ବ୍ୟକ୍ତିଙ୍କ ପାଇଁ ବିଜୁଳି , ପାନୀୟ ଜଳ, ଶିକ୍ଷା ଭଳି ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ଏହି ପରିସ୍ଥିତିରେ ଜଣେ ଆଦିବାସୀ ଝିଅ ଶିକ୍ଷାର ଶୀର୍ଷରେ ପହଞ୍ଚି ପିଏଚଡି ଶିକ୍ଷା ଗ୍ରହଣ…