Latest Odisha News

BREAKING NEWS

Browsing Category

ବ୍ୟକ୍ତିତ୍ୱ

ସ୍ୱାଧୀନତା ଦିବସ: ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କର ବି ରହିଛି ପ୍ରମୁଖ ଯୋଗଦାନ

ଭୁବନେଶ୍ୱର: ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇବା ତଥା ଇଂରେଜଙ୍କ କବଳରୁ ମୁକ୍ତ କରିବା ପାଇଁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଯୋଗଦାନ ଖୁବ୍ ରହିଛି । ଯେଉଁମାନେକି ଏକଜୁଟ୍ ହୋଇ ଭାରତୀୟ ମାଟିରୁ ବ୍ରିଟିଶ ମାନଙ୍କୁ ତଡିବାରେ ସଫଳ ହୋଇଥିଲେ । ସ୍ୱାଧୀନତା ପାଇବା ପାଇଁ ପୁରୁଷ ମାନଙ୍କ ସହ…

ସାହିତ୍ୟ ପିଲାମାନଙ୍କୁ ରୁଦ୍ଧିମନ୍ତ କରେ ବୋଲି ଗଣେଶ୍ୱର ମିଶ୍ରଙ୍କ ବିଶ୍ୱାସ ରହିଥିଲା : ଦାଶ ବେନହୂର

ଭୁବନେଶ୍ୱର: ‘ସାହିତ୍ୟ ପିଲାମାନଙ୍କୁ ଗଢେ, ସଂସ୍କାର ଦିଏ, ଦିଗ୍‌ଦର୍ଶନ ଦିଏ ଓ ଏଥି ସହିତ ମୌଳିକ ପରିଚୟ ଦେଇଥାଏ । ତେଣୁ ପିଲାମାନଙ୍କ ସାହିତ୍ୟ ଅବହେଳିତ ହେବା କଥା ନୁହେଁ । ଓଡିଶାରେ ପିଲାଙ୍କ ସାହିତ୍ୟର କିପରି ଉନ୍ନତି ହୋଇପାରିବ ସେ ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଏହି…

ସରଳ କବିତା

(ଭାବାନୁବାଦ - ପ୍ରଶାନ୍ତ କୁମାର ଦାଶ) ଦିନେ ମୁଁ ଲେଖିଲି, ଏକ ସରଳ କବିତା। ବିଜ୍ଞାନୀ ଭାବିଲେ, ଏହା କେତେ ଜଟିଳ ! ଅଗୁଁଆର ପାଠକ କହିଲେ, ଭାରି ସହଜିଆ। ଏମିତି ........... କେହିବି ପଢିଲେନି ତାହାକୁ। କବିତାଟି ଏତେ ସହଜ ଥିଲାଯେ , ଶବ୍ଦରାଜି ମୋ ମୁହଁରେ ଝଲସି…

ଗାନ୍ଧୀଙ୍କୁ ‘ମହାତ୍ମା’ ଉପାଧି ଦେଇଥିବା ରବୀନ୍ଦ୍ରନାଥ ଟାଗୋରଙ୍କ ଆଜି ପୁଣ୍ୟତିଥି

ଭୁବନେଶ୍ୱର: ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କର ଆଜି ହେଉଛି ୭୯ତମ ପୁଣ୍ୟତିଥି । ୧୯୪୧ ମସିହା ଅଗଷ୍ଟ ୭ରେ ତାଙ୍କର ଦେହାନ୍ତ ଘଟିଥିଲା । କବିତା, ସାହିତ୍ୟ, ଦାର୍ଶନ, ନାଟକ, ସଙ୍ଗୀତ ଓ ଚିତ୍ରକର ଭଳି ବହୁଗୁଣ ପ୍ରତିଭାର ଅଧିକାରୀ ଥିଲେ ସେ । ତାଙ୍କୁ ‘ବଙ୍ଗଳାର ପକ୍ଷୀ’ ବୋଲି ମଧ୍ୟ…

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ କଥା…

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନନ୍ଦିନୀ ଶତପଥୀ। ଜଣେ ଚର୍ଚ୍ଚିତ ରାଜନେତ୍ରୀ ଓ ଲେଖିକା ଭାବେ ପରିଚିତ ନନ୍ଦିନୀ ଦେବୀ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଖୁବ୍ ଘନିଷ୍ଠ ଥିଲେ । ଯିଏକି ଛାତ୍ରୀ ଜୀବନରୁ ହିଁ ରାଜନୀତି ତଥ୍ୟା ସାହିତ୍ୟ ସର୍ଜନା ପ୍ରତି…

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କର ଆଜି ଜନ୍ମ ତିଥି; ଜାଣନ୍ତୁ ତାଙ୍କ ସମ୍ପର୍କରେ

ଭୁବନେଶ୍ୱର: ଆଜି ଶ୍ରାବଣ ପୂର୍ଣ୍ଣିମା । ମାତୃ ଭାଷାର ମହାନ ଉପାସକ ଗଙ୍ଗାଧର ମେହେରଙ୍କର ଆଜି ଜନ୍ମ ତିଥି। ସେ ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ୯ ଅଗଷ୍ଟ ୧୮୬୨ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ…

ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ; ଜାଣନ୍ତୁ, ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ହିନ୍ଦୁ ରାଷ୍ଟ୍ର ବାଦର ଜନକ ବୋଲାଉଥିବା ବାଲ ଗଙ୍ଗାଧର ତିଲକ ମଧ୍ୟ ‘ଲୋକମାନ୍ୟ ତିଲକ’ ଭାବେ ଜନମାନସରେ ଖୁବ୍ ପରିଚିତ । “ସ୍ୱରାଜ ମୋର ଜନ୍ମଗତ ଅଧିକାର; ଏହାକୁ ମୁଁ ନିଶ୍ଚିତ ଭାବେ ନେବି” ବୋଲି କହିଥିବା ଏହି ଜନ ନାୟକ ୧୯୨୦ ମସିହା ଅଗଷ୍ଟ ୧ ତାରିଖରେ ଦେହ ତ୍ୟାଗ କରିଥିଲେ…

ବାଲ ଗଙ୍ଗାଧର ତିଲକଙ୍କ ଆଜି ଜନ୍ମଜୟନ୍ତୀ; ଜାଣନ୍ତୁ, ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ହିନ୍ଦୁ ରାଷ୍ଟ୍ର ବାଦର ଜନକ ବୋଲାଉଥିବା ବାଲ ଗଙ୍ଗାଧର ତିଲକ ମଧ୍ୟ ‘ଲୋକମାନ୍ୟ ତିଲକ’ ଭାବେ ଜନମାନସରେ ଖୁବ୍ ପରିଚିତ । ୧୮୫୬ ମସିହା ଆଜିର ଦିନରେ ମହାରାଷ୍ଟ୍ର ଅନ୍ତର୍ଗତ ରତ୍ନଗିରୀ ଜିଲ୍ଲାର ଚିଖଲୀ ଗ୍ରାମର ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ସେ…

ହଠାତ ପାଉଁଶ ପାଲଟି ଯାଇଥିବା ମନୋଜ କୁମାର ପଣ୍ଡାଙ୍କ ଗପକୁ ନେଇ କେତୋଟି ଛୋଟ ଛୋଟ କଥା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଗପର କାରିଗରୀ ବଲାଙ୍ଗୀର ଭଳି ଗୋଟେ ଉତ୍ତପ୍ତ ସହରରେ ସେ ନିଜ ଘରର ନାମ ରଖିଥିଲେ “ଇଗଲୁ”। ଇଟା ପଥରର ଏ ଘର ଭିତରେ ସେ ଥିଲେ ଏକ ବିଚିତ୍ରକର୍ମା ଏସ୍କିମୋ। ଏଇ ଇଗଲୁ ଭିତରେ ତାଙ୍କର ଶବ୍ଦର ଜଗତ। ମୋର ମନେ ଅଛି, ୧୯୯୨-୯୩ରେ ଯେତେବେଳେ ତାଙ୍କର…

ବିଶିଷ୍ଟ ଓଡିଆ ଲେଖକ ମନୋଜ କୁମାର ପଣ୍ଡାଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ଲେଖକ ମନୋଜ କୁମାର ପଣ୍ଡାଙ୍କର ଗୁରୁବାର ଦିନ ବଲାଙ୍ଗିର ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲେ। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱର୍ଗତଃ ପଣ୍ଡା ଗତକାଲି ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା…