Latest Odisha News

BREAKING NEWS

Browsing Category

ବ୍ୟକ୍ତିତ୍ୱ

ବାଲୁକା କଳାର ଅନନ୍ୟ ପ୍ରତିଭା ସୁଦର୍ଶନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ, ଜାଣନ୍ତୁ ତାଙ୍କ ବିଷୟରେ କିଛି କଥା

ଭୁବନେଶ୍ୱର: ବାଲୁକା କଳା କଥା ଶୁଣିଲେ ପ୍ରଥମେ ମନକୁ ଆସେ ଓଡ଼ିଶାର ସୁଦର୍ଶନ ପଟ୍ଟନାୟକଙ୍କ କଥା । ଅଦିତ୍ୟିୟ କଳାର ସମ୍ଭାର ଥାଏ ତାଙ୍କ ହାତରେ । ପୁରୀ ବେଳାଭୂମି ହେଉ କିମ୍ବା ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ, ସବୁଆଡେ ତାଙ୍କରି କଳା ଓ ତାଙ୍କରି ଛାପ । ତାଙ୍କ ସ୍ପର୍ଶରେ ପ୍ରାଣ ହୀନ…

ବିଶିଷ୍ଟ ଶ୍ରମିକ ନେତା ସୌରୀବନ୍ଧୁ କରଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା, ସାମ୍ୟବାଦୀ ଚିନ୍ତକ ତଥା ସାହିତ୍ୟିକ ସୌରୀବନ୍ଧୁ କରଙ୍କର ସୋମବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଗତ ଗୁରୁବାରଠାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି…

ଲେଫ୍ଟନାଣ୍ଟ ଜେନେରାଲ କେ.ପି ଧଳସାମନ୍ତଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପରଲୋକରେ ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତ । ସୋମବାର ସକାଳ ୬ଟା ୪୫ ମିନିଟ୍ ସମୟରେ ନୂଆଦିଲ୍ଲୀରେ ତାଙ୍କର ପରଲୋକ ଘଟିଛି। ସେ ମସ୍ତିଷ୍କ କର୍କଟ ରୋଗରେ ଆକ୍ରାନ୍ତ ଥିବା ବେଳେ ପ୍ରାୟ ୧ ମାସ ଧରି ସେ ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।…

ପିଏମ୍ କେୟାର୍ସ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ପାଞ୍ଚଟି ବାଲୁକା କଳା ପେଣ୍ଟିଙ୍ଗ୍ ନିଲାମ ଘୋଷଣା କଲେ…

ପୁରୀ: କରୋନା ମୁକାବିଲା ପାଇଁ ଗଠିତ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ୍ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସାହାଯ୍ୟ କରିବାକୁ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଗେଇ ଆସିଛନ୍ତି । ତାଙ୍କ ଦ୍ୱାରା ପ୍ରସ୍ତୁତ ପାଞ୍ଚଟି ସ୍ୟାଣ୍ଡ ଆର୍ଟ କାନଭାସ ପେଣ୍ଟିଂକୁ ନିଲାମ କରି ଏଥିରୁ…

ଲକ୍‌ଡାଉନ ଡାଏରୀ: ନୃତ୍ୟ ଶିଳ୍ପୀ କବିତା ଦ୍ୱିବେଦୀ ପୁରୁଣା ଅନୁଭୂତିକୁ କଲମରେ ସାଁଉଟିବାରେ ବ୍ୟସ୍ତ

ଭୁବନେଶ୍ୱର: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁଁ ସାଧାରଣ ଜୀବନରେ ବ୍ୟସ୍ତତା ମଧ୍ୟରେ ରହୁଥିବା ଲୋକଙ୍କୁ ନିଜ ପାଇଁ ସମୟ ମିଳିଛି । ନିତିଦିନିଆଁ ଧାଁ ଦୌଡ ଭିତରୁ ବାହାରି ଆସି ସେମାନେ ଦୀର୍ଘଦିନରୁ ଅଟକି ରହିଥିବା ନିଜର…

ଲକ୍‌ଡାଉନ୍ ଡାଏରୀ: ସବୁବେଳେ ବ୍ୟସ୍ତ ରହୁଥିବା ସଂଜୟ ହଂସ୍‌ଙ୍କ ଫୋକସ୍ ଏବେ ଫିଟନେସ୍ ଉପରେ

ଭୁବନେଶ୍ୱର: ବର୍ତ୍ତମାନର ଦେଶବ୍ୟାପୀ ଲକ୍‌ଡାଉନ୍ ଜାରି ହୋଇଥିବା ବେଳେ ସମସ୍ତେ ଏବେ ଘରେ । ତେବେ ବ୍ୟସ୍ତବହୂଳ ଜୀବନରେ ନିଜ ପାଇଁ ସମୟ ପାଉନଥିବା ଅନେକ ବ୍ୟକ୍ତି ଏବେ ନିଜ ପସନ୍ଦର କାର୍ଯ୍ୟକୁ ସମୟ ଦେବା ଆରମ୍ଭ କରିଛନ୍ତି । ଆଜିର ଲକ୍‌ଡାଉନ୍ ଡାଏରୀରେ ଆସନ୍ତୁ ଜାଣିବା ପ୍ରସିଦ୍ଧ…

ଲକ୍‌ଡାଉନ ଡାଏରୀ : ମନ ପସନ୍ଦର ବ୍ୟଞ୍ଜନ ରୋଷେଇରେ ଫୋକସ୍ କରୁଛନ୍ତି ଶିକ୍ଷାବିତ୍ ବିଜୟ ସାହୁ

ଭୁବନେଶ୍ୱର: ଦେଶବ୍ୟାପୀ ଏବେ ୨୧ ଦିନିଆ ଲକ୍‌ଡାଉନ ଚାଇିଥିବାରୁ ସମସ୍ତେ ଘରେ ରହୁଛନ୍ତି । ତେବେ ସବୁବେଳେ ସମସ୍ତେ କାମ ପାଇଁ ଅଣନିଶ୍ୱାସୀ ହୋଇ ଦୌଡୁଥିବା ବେଳେ ଏବେ ସମସ୍ତଙ୍କ ପାଖେ ସମୟ ହିଁ ସମୟ । ତେବେ ଏହି ସମୟରେ କେମିତି କଟୁଛି ଦିନ ଜାଣିବା ଓଡିଶାର ଜଣେ ଜଣାଶୁଣା ଶିକ୍ଷାବିତ୍ ବିଜୟ…

କରୋନା ଯୁଦ୍ଧରେ ଓଡ଼ିଶାର ମଙ୍ଗ ଧରିଥିବା ସୁବ୍ରୋତ ବାଗଚିଙ୍କ ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: କରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ୱ । ଏହାର ସଫଳ ମୁକାବିଲା ପାଇଁ କେନ୍ଦ୍ର ସମେତ ସମସ୍ତ ରାଜ୍ୟର ସରକାର ଅଣ୍ଟା ଭିଡିଛନ୍ତି । ତେବେ ଏହି କରୋନା ଯୁଦ୍ଧରେ ଓଡ଼ିଶା ମଙ୍ଗ ଧରିଛନ୍ତି ସୁବ୍ରୋତ ବାଗଚି । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସାଜିଥିବା ଏହି…

ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ ତଥା ମଞ୍ଚ କଳାକାର ଜୟଦେବ ଦାସଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ

କଟକ: ମଞ୍ଚ, ଟେଲିଭିଜନ, ଚଳଚ୍ଚିତ୍ର ଓ ରେଡିଓର ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର, ଷ୍ଟେଜ କ୍ରାଫ୍ଟ ଓ ଆଲୋକ ଡିଜାଇନ ଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜୟଦେବ ଦାସଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଗତ ୧୨ ତାରିଖରୁ ଜୟଦେବ ଅସୁସ୍ଥ ଥିଲେ । କଟକ…

କଳା ଜଗତରେ ଅପୁରଣୀୟ କ୍ଷତି: ଆଖି ବୁଜିଲେ ପ୍ରସିଦ୍ଧ ଚିତ୍ରକାର ସତୀଶ ଗୁଜରାଲ

ନୂଆଦିଲ୍ଲୀ: ଆଖି ବୁଜିଲେ ପ୍ରସିଦ୍ଧ ଚିତ୍ରକାର ପଦ୍ମ ବିଭୂଷଣ ସତୀଶ ଗୁଜରାଲ। ଏକାଧାରରେ କଳାକାର, ଚିତ୍ରକାର, ମୂର୍ତ୍ତିକାର ଏବଂ ବାସ୍ତୁକାର ଏବଂ ଲେଖକ ଭାବେ ପ୍ରସିଦ୍ଧି ଲାଭ କରିଥିବା ସତୀଶ ଗୁଜରାଲଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି । କଳା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ…