Latest Odisha News

BREAKING NEWS

Browsing Category

ବ୍ୟକ୍ତିତ୍ୱ

କବିତା ମୋତେ ବଞ୍ଚିବାର ବାଟ ଦେଖେଇଛି : ଶୁଭଶ୍ରୀ ମହାରଣା

ସମକାଳୀନ ଓଡ଼ିଆ ସାହିତ୍ୟରେ ଶୁଭଶ୍ରୀ ମହାରଣା ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ । ,…

ସାହିତ୍ୟ ରଚନା ପାଇଁ ଅନୁଭୂତି ଓ କଳ୍ପନା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ : ପ୍ରଶାନ୍ତ ନନ୍ଦ

ଏକାଧାରରେ ସେ ଜଣେ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ, ସଂଳାପ ଲେଖକ, ଗୀତିକାର, ରାଜନୀତିଜ୍ଞ ତଥା ସାହିତ୍ୟିକ। ନିଜର ବହୁମୂଖୀ ପ୍ରତିଭା ସହ ସେ ଅନନ୍ୟ ଏବଂ ଅସାଧାରଣ। ଯେଉଁ କ୍ଷେତ୍ରରେ ସେ ପାଦ ଦେଇଛନ୍ତି ସେଇଠି ସଫଳତାର ଶୀର୍ଷରେ ପହଞ୍ଚି ଉଦାହରଣ ସୃଷ୍ଟି କରିଛନ୍ତି। ଓଡ଼ିଆ ଭାଷା…

ଆଶାର କିରଣ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ମୋବାଇଲ୍ ସ୍କ୍ରିନରେ ପ୍ରତିଫଳିତ ହେଉଥିବା ୟୁ ପି ଏସ୍ ସି ପରୀକ୍ଷା ଫଳକୁ ତନ୍ନ ତନ୍ନ କରି ଆଉଥରେ ଆଖି ବୁଲାଇ ଆଣିଲା ଆଶା। ହଠାତ୍ ତା’ର ଆଖି ଅଟକିଗଲା ଗୋଟିଏ ନମ୍ବର ଉପରେ । ସେଇଟିକୁ ଜୁମ୍ କରି ଆଉଥରେ ପଢିଲା ପରେ ମନକୁ ମନ ଗୁଣୁଗୁଣେଇଲା ଏବଂ ଖଟ…

ସାହିତ୍ୟ, ନିଜ ଗତିପଥ ନିଜେ ନିର୍ଦ୍ଧାରଣ କରେ : ଶତ୍ରୁଜିତ

ଓଡ଼ିଶା ସାହିତ୍ୟରେ ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶତ୍ରୁଜିତ ( ଦିଲୀପ ମିଶ୍ର )। ସ୍ତମ୍ଭ , ଗଳ୍ପ , କବିତା, ଫିଚର, ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ତାଙ୍କ…

ସାହିତ୍ୟ ସର୍ଜନା ପାଇଁ ଗୋଟିଏ ଜନ୍ମ ଯଥେଷ୍ଟ ନୁହେଁ : ଅର୍ଚ୍ଚନା

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଅର୍ଚ୍ଚନା । ଗଳ୍ପ, ଉପନ୍ୟାସ, କବିତା ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ…

ଉତ୍କଳର ଧର୍ମପଦ ଉତ୍କଳମଣି 

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ         ବିଶ୍ୱହିତେ  ଦୀନ,  ଦୁଃଖୀ,  ରଙ୍କୀର  ଆଖି  ଲୁହ  ଯାହାଙ୍କୁ  ବ୍ୟଥା  ମୂର୍ଚ୍ଛିତ   କରେ,  ଦଧିଚୀ  ଭଳି  ଯେ  ଆତ୍ମବଳୀ  ଦେଇଥିଲେ,  ସେ  ହେଉଛନ୍ତି  ଉତ୍କଳର  ଚଳନ୍ତି  ଦେବତା,  ଦୀନ  ଦରିଦ୍ରର  ବନ୍ଧୁ  ଉତ୍କଳରମଣି ଗୋପବନ୍ଧୁ  ଦାସ  । …

ଗୁରବେ ନମଃ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ସେଦିନ ଅଫିସରେ କିଛି ଜରୁରୀ କାମ ସାରି ଘରକୁ ଫେରିବା ବେଳକୁ ରାତି ଆଠଟା ବାଜିଲାଣି। ଏଇ ସମୟଟା ବେଙ୍ଗାଲୁରୁରେ ଟ୍ରାଫିକ୍‌ ଜାମର ସମୟ। ପ୍ରତି ଟ୍ରାଫିକରେ ଅତି କମରେ ପନ୍ଦର ମିନିଟ୍ ଅଟକିବା ପାଇଁ ପଡିବ। ପଚିଶ କିଲୋମିଟର ଦୂରରେ ତା’ର ଘରମାନେ…

ପରଲୋକରେ ଗାୟିକା ନିର୍ମଳା ମିଶ୍ର

ଭୁବନେଶ୍ୱର : ବିଶିଷ୍ଟ ଗାୟିକା ନିର୍ମଳା ମିଶ୍ରଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଲାଙ୍କୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ହୃଦ୍‌ଘାତ ଯୋଗୁ କଲିକତାର ସଲ୍ଟଲେକସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିଲା । ସ୍ୱର୍ଗତଃ ମିଶ୍ର ପ୍ରଥମ କରି ୧୯୬୦ ମସିହାରେ ଶ୍ରୀ ଲୋକନାଥ ଚଳଚ୍ଚିତ୍ରରେ…

ଗର୍ବିତ ପିତୃତ୍ବ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ସଂସାରରେ ସବୁ ବାପାମାନେ ଚାହାଁନ୍ତି କି ତାଙ୍କ ପିଲାମାନେ ତାଙ୍କଠାରୁ ଆହୁରି ଆଗକୁ ଯାଆନ୍ତୁ, ଜୀବନରେ ଖୁବ୍ ଉନ୍ନତି କରି ତାଙ୍କର ନାଆଁ ରଖନ୍ତୁ । ଶାସ୍ତ୍ର କହେ “ ବାପାଟିଏ ସେତିକିବେଳେ ବିଜୟୀ ହୁଏ ଯେତେବେଳେ ସିଏ ନିଜ ସନ୍ତାନଠାରୁ ହାରିଯାଏ ।…

ସାଧନା ବିଜୟୀ : ଲାଉଙ୍ଗୀ ଭୂୟାଁ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ମଣିଷ ଶରୀର ନେଇ ଜନ୍ମ ହୋଇଥିବା ସମସ୍ତ ପ୍ରାଣୀ ମଣିଷ ନୁହଁନ୍ତି । ଶାସ୍ତ୍ର କହେ ବୁଦ୍ଧି ବିବେକ ନଥିବା ମଣିଷ ପଶୁ ସହିତ ସମାନ।ପୁଣି ବୁଦ୍ଧି ମଧ୍ୟ ଦୁର୍ବୁଦ୍ଧି କିମ୍ବା ସୁବୁଦ୍ଧି ହୋଇପାରେ । କେହି କେହି ସୁବୁଦ୍ଧିଯୁକ୍ତ ହୋଇଥିଲେ ମଧ୍ୟ ନିଜର ଆଉ…