Latest Odisha News

BREAKING NEWS

Browsing Category

ବ୍ୟକ୍ତିତ୍ୱ

ପଞ୍ଚଭୂତରେ ବିଲୀନ ସୁର ସାମ୍ରାଜ୍ଞୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନେଲେ ବିଦାୟ

ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହେଲେ ଭାରତର ନାଇଟଆଙ୍ଗଲ୍ ଲତା ମଙ୍ଗେସକର । ରବିବାର ମୁମ୍ବାଇସ୍ଥିତ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ସମ୍ମାନ ସହିତ ଲତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଲତାଙ୍କୁ ତାଙ୍କ ଭାଇ ହୃଦୟନାଥ ଆଖିରେ ମୁଖାଗ୍ନି ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଉପସ୍ଥିତ ପରିବାର…

ନୀରବିଗଲେ ସ୍ୱର ଜଗତର ସରସ୍ୱତୀ ଲତା ମଙ୍ଗେସକର

ଭୁବନେଶ୍ୱର: ଚାଲିଗଲେ ସଙ୍ଗୀତ ଜଗତର ସରସ୍ୱତୀ । ମାଆ ସରସ୍ୱତୀଙ୍କ ବରଦାନରୁ ପାଲଟିଥିଲେ ସୁରସାମ୍ରାଜ୍ଞୀ । ଆଉ ସଙ୍ଗୀତ ଜଗତରେ ନିଜର କଣ୍ଠ ସ୍ୱର ହିଁ ତାଙ୍କୁ ଦେଇଥିଲା ଅଲଗା ଏକ ପରିଚୟ। ଏବେ ସବୁଦିନ ନିରବୀ ଯାଇଛି ସେଇ ସୁଲଳିତ କଣ୍ଠର ସ୍ୱରା। ସଙ୍ଗୀତ ଜଗତରେ ଅସ୍ତମିତ ହୋଇଯାଇଛି ଉଦୀୟମାନ…

[ଭିଡ଼ିଓ] ହାସ୍ୟ ରସାତ୍ମକ ଲେଖାରେ ସାମାଜିକ ବିପ୍ଲବ

ପୁରୀ : ସେ ଜଣେ ବିପ୍ଲବୀ କବି । ମନରେ ଅନେକ ବୈପ୍ଲବିକ ଚିନ୍ତା ନେଇ ଲେଖନୀ ନିଃସୃତ ଅନେକ ଲେଖା ସାହିତ୍ୟ ପୃଷ୍ଠା ମଣ୍ଡନ କରୁଥିଲା । ଲେଖାର ଧାରା ବଜାୟ ରହିଲା ହେଲେ ବଦଳିଗଲା ଲେଖିବାର ମୋଡ । ହାସ୍ୟରସାତ୍ମକ ବ୍ୟଙ୍ଗ କବିତା ଯୋଗୁ ତାଙ୍କ ମିଳିଲା ନୂଆ ଏକ ପରିଚୟ । କବି ରତ୍ନାକର ବେହେରାରୁ…

ଉପେକ୍ଷିତା ନାୟିକା

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ... ଦୁଇହଜାର ଏକୋଇଶି ମସିହାର ନଭେମ୍ବର ମାସ ନଅ ତାରିଖ । ରାଷ୍ଟ୍ରପତି ଭବନରେ ଚାଲିଥାଏ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ “ ପଦ୍ମ ପୁରସ୍କାର” ପ୍ରଦାନର ବର୍ଣ୍ଣାଢ୍ୟ ମହୋତ୍ସବ । ପଦ୍ମ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ସବୁ ରାଜ୍ୟର…

[ଭିଡିଓ] ଓଡିଶା ଆଇଏଏସ୍‌ ଅଫିସରଙ୍କୁ ସାଂସଦ ଅପରାଜିତାଙ୍କ ଚାଲେଂଜ, ଯଦି ଇଛା ଅଛି ଚାକିରୀ ଛାଡି ରାଜନୀତି କର

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ କଡା ସମାଲୋଚନା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ । ସରକାରୀ ଚାକିରୀରେ ଥାଇ ଆଇଏଏସ୍‌ ଅଫିସରମାନେ ଆଚରଣ ନିୟମର ଉଲ୍ଲଂଘନ କରି ରାଜନୀତିରେ ଯୋଗ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ରୋକ୍‌ଠୋକ୍ ପ୍ରଶ୍ନ କରିଛନ୍ତି । ୨୦୧୮ରେ…

[ଭିଡ଼ିଓ] ମନେ ରହିବେ କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ

ଭୁବନେଶ୍ୱର: ଆଉ ନାହାନ୍ତି କଥକ ସମ୍ରାଟ , କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । କୋଟି କୋଟି ଲୋକଙ୍କ ନିକଟରେ ପଣ୍ଡିତ ଓ ମହାରାଜ ନାମରେ ପରିଚିତ ବିର୍ଜୁ । ୮୩ ବର୍ଷ ବୟସରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ହୃଦଘାତରେ ପ୍ରାଣ ହରାଇଛନ୍ତି ମହାନ୍ ନୃତ୍ୟ ସମ୍ରାଟ । ଏକ ପ୍ରଖ୍ୟାତ କଥକ…

[ଭିଡ଼ିଓ] ସାହିତ୍ୟ ସାଧନାରେ ସମାଜସେବୀ ତୃପ୍ତି

ପୁରୀ : ପୁରୀ ପାଇଁ ସେ ଗର୍ବ ଆଉ ଗୌରବ । ଏକାଧାରରେ ସେ ଜଣେ ସମାଜସେବୀ ଓ କବୟତ୍ରୀ । ସମାଜ ସେବା ସହିତ ସାହିତ୍ୟ ସାଧନାରେ ବ୍ରତୀ ହେଉଛନ୍ତି ତୃପ୍ତି ପଣ୍ଡା । ପୁରୀ ବଳଙ୍ଗାର ବାୟାବର ଗାଁରେ ଜନ୍ମ ଗ୍ରହଣ କରିଛନ୍ତି । ପିଲାବେଳରୁ ଲେଖା ଜୀବନୀ ଆରମ୍ଭ କରିଥିବା ବେଳେ ତାଙ୍କ ଦ୍ୱାରା ଅନେକ…

ବିଶ୍ୱପ୍ରାଣ ଉତ୍କଳମଣି 

ଉତ୍କଳମଣିଙ୍କ ଜୟନ୍ତୀ ଉପଲକ୍ଷେ ........ ବିଶ୍ୱହିତେ  ଦୀନ,  ଦୁଃଖୀ,  ରଙ୍କୀର  ଆଖି  ଲୁହ  ଯାହାଙ୍କୁ  ବ୍ୟଥା  ମୂର୍ଚ୍ଛିତ   କରେ,  ଦଧିଚୀ  ଭଳି  ଯେ  ଆତ୍ମବଳୀ  ଦେଇଥିଲେ,  ସେ  ହେଉଛନ୍ତି  ଉତ୍କଳର  ଚଳନ୍ତି  ଦେବତା,  ଦୀନ  ଦରିଦ୍ରର  ବନ୍ଧୁ  ଉତ୍କଳରମଣି ଗୋପବନ୍ଧୁ  ଦାସ  । …

୫ ଜଣ ପ୍ରତିଭାଙ୍କୁ ମିଳିଲା ପ୍ରାଣନାଥ ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ସ୍ମୃତିରେ , ପ୍ରାଣନାଥ ସ୍ମୃତି କମିଟି ଆନୁକୂଲ୍ୟରେ , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଏକ ସ୍ମୃତି ସଭା ଓ ପ୍ରାଣନାଥ ସମ୍ମାନ ୨୦୨୧ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଙ୍ଘମିତ୍ରା ପତି (ସ୍ୱାସ୍ଥ୍ୟ…

ଚଳିତ ବର୍ଷ ପାଇଁ ଶାନ୍ତି ଦାସ ପାଇଲେ ‘ଜୟକିରଣ ସମ୍ମାନ’

ଭୁବନେଶ୍ୱର : ଜୟ କିରଣ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଦଶମ ଜୟ କିରଣ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହା ସହ ଓଡ଼ିଶୀ ସଙ୍ଗୀତ ଗୁରୁ ଗୋପାଲ ଚନ୍ଦ୍ର ପଣ୍ଡା ଓ ନୃତ୍ୟ ଗୁରୁ ଗଙ୍ଗାଧର ପ୍ରଧାନଙ୍କୁ ସମର୍ପିତ ୨ଟି ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି।…