Latest Odisha News
Browsing Category

ଆସାମ

Assam

ରିୟଲ ଲାଇଫରେ ଆଇପିଏସ୍ ଅଫିସରଙ୍କ ଡବଲ ରୋଲ୍ !

ଆସାମ: ପାହ୍ୟା ପୋଲିସ ଅଫିସର । ହେଲେ ଲୋକଙ୍କ ପାଖରେ ପାଲଟିଛନ୍ତି ଡାକ୍ତର । ରିୟଲ୍ ଲାଇଫରେ ଡବଲ୍ ରୋଲ୍ । ଗୋଟେପଟେ ଏସ୍‌ପି ଭାବେ ନିଯୁକ୍ତି । ହେଲେ କରୋନା କାଳରେ ସଂକ୍ରମିତଙ୍କୁ ମଧ୍ୟ ଚିକିତ୍ସା କରୁଛନ୍ତି । ଏପରି ମହତ କାମ କରି ସମସ୍ତଙ୍କ ପାଖରେ ଉଦାହରଣ ପାଲଟିଛନ୍ତି ଏସ୍‌ପି ରବିନ୍…

ଅଗଷ୍ଟ ୧୫’ ପୂର୍ବରୁ ଟଳିଲା ବଡ ଧରଣର ଆତଙ୍କବାଦୀ ହମ୍‌ଲା !

ଆସାମ: ପୁଣିଥରେ ନିଜ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ ସଙ୍ଗଠନ । ସ୍ୱାଧୀନତା ଦିବସ ପାଳନ ଅବସରରେ ହୋଇଥାନ୍ତା ବଡ ଧରଣର ଆତଙ୍କବାଦୀ ହମ୍‌ଲା । ହେଲେ ଭାରତୀୟ ପୋଲିସ୍‌କୁ ଚକ୍‌ମା ଦେବା ଏତେଟା ସହଜ ନଥିଲା । ଖସିଗଲେ ଆତଙ୍କବାଦୀ, ହେଲେ ଜବତ ହେଲା ବିପୁଳ ପରିମାଣର…

ଆସାମ ରାଜଭବନ କ୍ୟାମ୍ପସ୍ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଗୁଆହାଟୀ: ଆସାମ ରାଜଭବନ କ୍ୟାମ୍ପସ ପରିସରକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କ୍ୟାମ୍ପସ ଭିତରୁ କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । ଗତକାଲି କାମରୁପ୍ ମହାନଗର ନିଗମ ଡେପୁଟୀ କମିଶନର ଏସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଥିଲେ । ରାଜଭବନ ପରିସର…

ଆସାମରେ ଆଫ୍ରିକାନ୍ ସ୍ୱାଇନ ଫ୍ଲୁର ପ୍ରଥମ ଘଟଣା , ସଂକ୍ରମଣରେ ୨୫୦୦ ଘୁଷୁରୀ ମୃତ

ଗୁଆହାଟୀ: ଆଫ୍ରିକାନ୍ ସ୍ୱାଇନ ଫ୍ଲୁର ପ୍ରଥମ ଘଟଣା ଆସାମରେ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଅନୁସାରେ ୩୦୬ ଗ୍ରାମରେ ୨୫୦୦ ଘୁଷୁରୀ ମୃତ୍ୟୁବରଣ କରିଲେଣି । ଘୁଷୁରୀଙ୍କୁ ମାରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆସାମର ପଶୁପାଳନ ମନ୍ତ୍ରୀ ଅତୁଲ ବୋରା ଆଉ କିଛି ଦିନ…

କରୋନା ଅପଡେଟ୍‌; କାହିଁକି ଚର୍ଚ୍ଚାରେ ଆସାମ୍ ଟ୍ରାଫିକ ପୋଲିସ୍ ?

ଆସାମ: ସୋସିଆଲ୍ ମିଡିଆରେ ଭାଇରାଲ୍ ଆସାମ୍ ଟ୍ରାଫିକ ପୋଲିସଙ୍କ ଭିଡିଓ । ଲକ୍‌-ଡାଉନ୍ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ପାରମ୍ପରିକ ରୋଙ୍ଗାଲି ବିହୁ ଉତ୍ସବ ପାଳନ କରିବାରେ ନଜର ଆସିଥିଲେ ଆସାମ ଟ୍ରାଫିକ୍ ପୋଲିସ । #WATCH Assam: Traffic Police personnel in Guwahati…