Latest Odisha News

BREAKING NEWS

Browsing Category

ବିହାର

Bihar

ସୁଶୀଲ ମୋଦିଙ୍କୁ ମାରିବା ପାଇଁ ଲାଲୁ ତନ୍ତ୍ର ପୂଜା କରୁଥିଲେ !

ପାଟନା: ବିହାର ନିର୍ବାଚନରେ ଧିରେ ଧିରେ ଆରୋପ ପ୍ରତ୍ୟାରୋପ ବ୍ୟକ୍ତିଗତ ସ୍ତରକୁ ଆସିଯାଇଛି । ବିଭିନ୍ନ ସର୍ଭେରେ ଏନଡିଏ ଆଗୁଆ ରହୁଥିବାରୁ ଏହାର ଫାଇଦା ଉଠାଇବା ପାଇଁ ବିଜେପି ଆକ୍ରମଣାତ୍ମକ ମୁଡକୁ ଆସି ଯାଇଛି । ରବିବାର ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଏକ ଚାଂଚଲ୍ୟକର ଅଭିଯୋଗ…

ବିହାର ନିର୍ବାଚନ: ତେଜସ୍ୱୀ କହିଲେ ୯ ନଭେମ୍ବର ଲାଲୁଜୀ ଆସିବେ, ୧୦ରେ ନୀତିଶ ବିଦା ହେବେ

ପାଟନା: ବିହାର ନିର୍ବାଚନରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଶୁକ୍ରବାର ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ୯ ନଭେମ୍ବରରେ ଲାଲୁ ପ୍ରସାଦ ଯାଦବ ଜେଲରୁ ମୁକ୍ତ ହେବେ ଏବଂ ଏହାର ପର ଦିନ ନୀତିଶ କୁମାର ବିଦା ହେବେ । ନିର୍ବାଚନ ପ୍ରଚାର…

ଆଜିଠୁ ବିହାରରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦି

ପାଟନା: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ପାଣିପାଗ ସରଗରମ । ହେଭିଓ୍ୱେଟ୍ କ୍ୟାମ୍ପେନ୍ ଚାଲିଛି । ଆଜିଠୁ ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନାରେ ଥିବା ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍ ମାଗିବେ ।…

ବିହାର କଂଗ୍ରେସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ

ପାଟନା: ବିହାରର ପାଟନାରେ ଥିବା କଂଗ୍ରେସ କାର୍ଯ୍ୟାଳୟରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି । ପରିସର ମଧ୍ୟରେ ଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ୮.୫ ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ କୌଣସି ଟଙ୍କା ଜବତ ହୋଇ ନାହିଁ ବୋଲି କହିଛି । ପରିସର ବାହାରେ ଥିବା ଏକ…

ବିହାର ନିର୍ବାଚନ ପ୍ରଚାରରେ ବିଜେପିକୁ ଶକ୍ତ ଧକ୍କା, ସୁଶୀଲ ମୋଦିଙ୍କୁ କରୋନା

ପାଟନା: ବିହାର ନିର୍ବାଚନ ପ୍ରଚାରରେ ଗୁରୁବାର ବିଜେପିକୁ ଶକ୍ତ ଧକ୍କା ଲାଗିଛି । ବରିଷ୍ଠ ନେତା ସୁଶୀଲ ମୋଦି କରୋନା ଆକ୍ରାନ୍ତ ହୋଇଛନ୍ତି । ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରାଦାର ଚାଲିଛି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି । ଆଜି…

ବିହାରବାସୀଙ୍କୁ ବିଜେପିର ପ୍ରତିଶ୍ରୁତି: ମାଗଣାରେ କରୋନା ଟିକା ଓ ୧୯ ଲକ୍ଷ ନିଯୁକ୍ତି

ପାଟନା: ବିହାର ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣାରେ କରୋନା ଟିକା ଦେବ ବିଜେପି । ଲୋକଙ୍କ ଘରେ ପହଞ୍ଚିଇବ । ନିର୍ବାଚନ ଇସ୍ତାହରରେ ଏଭଳି ପ୍ରତିଶ୍ରୁତି ଦେଇଛି ବିଜେପି । ଆଜି ପାଟନାରେ ବିଜେପି ନେତ୍ରୀ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦଳର ନିର୍ବାଚନ…

ଆସନ୍ତୁ ଜାଣିବା ବିହାର ନିର୍ବାଚନ ପ୍ରଚାର ବେଳେ ହଠାତ୍ କାହିଁକି ସାର୍ଟ ଚିରି ପକାଇଲେ କଂଗ୍ରେସ ପ୍ରାର୍ଥୀ

ସମସ୍ତୀପୁର: ବିହାର ନିର୍ବାଚନର ପ୍ରଚାର ଜୋର ଧରିବାରେ ଲାଗିଛି । ବିଭିନ୍ନ ଦଳ ମତଦାତାଙ୍କ ମନ ଜିଣିବା ପାଇଁ ବିଭିନ୍ନ ପ୍ରକାର ରଣନୀତି ଆପଣାଉଛନ୍ତି । ବୁଧବାର ରୋସଡା ବିଧାନସଭା ଅଂଚଳର କଂଗ୍ରେସ ପ୍ରାର୍ଥୀ ନାଗେନ୍ଦ୍ର କୁମାର ବିକଳ ପ୍ରଚାର ବେଳେ ହଠାତ୍ ତାଙ୍କ ସାର୍ଟ ଚିରି ପ୍ରତିଜ୍ଞା…

ବିହାର ଭୋଟରଙ୍କୁ କଂଗ୍ରେସର ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ମାସିକ ୧୫ଶହ ଟଙ୍କା ବେରୋଜଗାରୀ ଭତ୍ତା

ପାଟନା: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ସରଗରମ । ସରକାରକୁ ଆସିଲେ ନିଯୁକ୍ତି ନମିଳିବା ଯାଏ ମାସିକ ୧୫ ଶହ ଟଙ୍କା ଲେଖାଏ ବେରୋଜଗାରୀ ଭତ୍ତା ଦେବ କଂଗ୍ରେସ । ପ୍ରଥମ କ୍ୟାବିନେଟ୍ ବୈଠକରେ ୧୦ ଲକ୍ଷ ନିଯୁକ୍ତି ନେଇ ଫୈସଲା ନିଆଯିବ । ବିହାର ଭୋଟରଙ୍କୁ ଏହି ଦଳ ପ୍ରତିଶ୍ରୁତି ଦେଇଛି…

‘ମୁଁ ମୋଦିଙ୍କ ହନୁମାନ,ମୋ ଛାତି ଚିରିଲେ ମୋଦି ଜୀ ବାହାରିବେ’: ଚିରାଗ ପାସୱାନ୍

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମାଲୋଚନାକୁ ନେଇ ସହଯୋଗୀ ବିଜେପି ଠାରୁ ବିମୁଖୀ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଛନ୍ତି ଚିରାଗ ପାସୱାନ୍ । ଚିରାଗ ପାସୱାନ୍ ଆଜି କହିଛନ୍ତି ଯେ ବିଜେପି ନେତାଙ୍କ ମନ୍ତବ୍ୟ ତାଙ୍କୁ ଆଘାତ କରିଛି । କିନ୍ତୁ ତାଙ୍କ ଲକ୍ଷ୍ୟ ବିଜେପି ସହିତ…

ରାଜନୀତି ମୈଦାନକୁ ଓହ୍ଲାଇଲେ ବିହାରୀ ବାବୁଙ୍କ ପୁଅ

ପାଟନା: ବିହାର ନିର୍ବାଚନ ଯେତେ ପାଖେଇ ଆସୁଛି ଏଥିପ୍ରତି ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ବଲିଉଡର ପ୍ରତିଷ୍ଠିତ ଅଭିନେତା ତଥା ବିହାରୀ ବାବୁ ଭାବେ ପରିଚିତ ଶତ୍ରୁଘ୍ନ ସିହ୍ନା ରାଜନୀତି ମୈଦାନରେ ନିଜ ଭାଗ୍ୟ ପରଖି ସାରିଛନ୍ତି । ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି । ଏଥର ବିହାର ନିର୍ବାଚନରେ…