Latest Odisha News

BREAKING NEWS

Browsing Category

ଛତିଶଗଡ଼

Chhatishgarh

ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ମାଓ ହିଂସା

ମାଲକାନଗିରି : ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ମାଓ ହିଂସା । ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ଦୁମାଗୁଡେମଠାରେ ଚାଲିଥିବା ଏକ ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ସାତଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ଏହା ସହ ତିନୋଟି ଟ୍ରାକ୍ଟରକୁ ନକ୍ସଲ ମାନେ ନିଜ ସାଥିରେ…

[ଭିଡିଓ] ବିବାହ ଭୋଜିରେ ବିନା ନିମନ୍ତ୍ରଣରେ ପହଂଚିଥିଲେ ଛୁଆ ସହ ମାଆ ଭାଲୁ

ଭୁବନେଶ୍ୱର: ଜନବସତି ଇଲାକାରେ ବନ୍ୟଜନ୍ତୁ ଦେଖାଯିବା ଆଜିକାଲି କିଛି ନୂଆକଥା ନୁହେଁ । ହ୍ରାସ ପାଉଥିବା ସବୁଜିମା ଓ ବଢିଚାଲିଥିବା କଂକ୍ରିଟ୍ ଜଙ୍ଗଲ ପାଇଁ ସହରମୁହାଁ ହେଉଛନ୍ତି ଜଙ୍ଗଲି ପଶୁ । ନିକଟରେ ଏକ ବିବାହ ଭୋଜିରେ ଗୋଟିଏ ମାଆ ଭାଲୁ ନିଜ ଛୁଆଙ୍କ ସହ ଘୁରିବୁଲିବା ଭଳି ଭିଡିଓ ସୋସିଆଲ୍…

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ହାର୍ଡକୋର୍ ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ଼ ସୁକୁମା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ-ମାଓବାଦୀ ମୁହାଁମୁହିଁ । ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି । ସୁକୁମା ଜିଲ୍ଲା ଚିନ୍ତଲନାର ଥାନା ଅନ୍ତର୍ଗତ ତିମାପୁରମ ଅଞ୍ଚଳରେ ମାଓ କ୍ୟାମ୍ପ ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଡିଆରଜି…

ଛତିଶଗଡରେ ସଶସ୍ତ୍ର ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି: ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ୍ । ବାରମ୍ବାର କୁମ୍ବିଂ ଅପରେସନ୍ ଓ ଏନକାଉଣ୍ଟର୍ ପରେ ବି ସାବାଡ୍ ହେଉନାହାଁନ୍ତି ମାଓବାଦୀ । ଆଜି ଛତିଶଗଡ ବିଜାପୁର ଜିଲ୍ଲାରେ ଅଗ୍ନିକାଣ୍ଡ ଘଟାଇ ତାଣ୍ଡବ ରଚିଛନ୍ତି ସଶସ୍ତ୍ର ମାଓବାଦୀ । ଆଜି ବିଜାପୁର ଜିଲ୍ଲା…

ମକର ସଂକ୍ରାନ୍ତିରେ ଜନ୍ମ ନେଲା ତିନି ଆଖିଆ ବାଛୁରୀ, ଦେଖିବାକୁ ଲୋକଙ୍କ ଭିଡ଼…

ରାଜନନ୍ଦଗାଁ: ଆମ ଚାରିପଟେ କିଛି ନା କିଛି ଅଲୌକିକ ଚମତ୍କାର ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ମଣିଷ ବିଶ୍ୱାସ ଓ ଅନ୍ଧ ବିଶ୍ୱାସ କଥାକୁ ନେଇ ଦ୍ୱନ୍ଦରେ ରହିଥାଏ । ଛତିଶଗଡ଼ର ରାଜନନ୍ଦଗାଁ ଜିଲ୍ଲାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଜିଲ୍ଲାର…

ଛତିଶଗଡ଼ର କାଁକେର ଜିଲ୍ଲାରେ ଯବାନ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରି: ବର୍ବରତାର ସମସ୍ତ ସୀମା ଲଂଘିଲେ ଲାଲ ବାହିନୀ । ପୁଣିଥରେ ଗୁଳି ବିନିମୟରେ ଜଣେ ଯବାନ ଗୁରୁତର । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଁକେର ଜିଲ୍ଲାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ରହିଛି । ଏପରିକି ଜିଲ୍ଲାର ତୋଡ଼କି ଥାନା ଅନ୍ତର୍ଗତ କୋଷରଣ୍ଡା…

ମାଓବାଦୀ ପ୍ରଜାକୋର୍ଟରେ ତିନିଜଣଙ୍କୁ ମୃତ୍ୟୁଦଣ୍ଡ

ମାଲକାନଗିରି: ପ୍ରତିଦିନ ସାମ୍ନାକୁ ଆସୁଛି ମାଓ ଶିବିର ଠାବ ଖବର ସାଙ୍ଗକୁ ଏନ୍‌କାଉଣ୍ଟର୍ ଘଟଣା । ତଥାପି ଚୁପ୍ ବସିନାହାଁନ୍ତି ମାଓ ସଙ୍ଗଠନ । ଖାସ କରି ଓଡିଶାର ମାଲକାନଗିରି ଓ ଛତିଶଗଡ ରାଜ୍ୟରେ ସକ୍ରିୟ ରହିଛନ୍ତି ଲାଲ ବାହିନୀ । ଆଜି ପ୍ରଜାକୋର୍ଟରେ ତିନିଜଣଙ୍କୁ ଇନ୍‌ଫର୍ମର୍ ସନ୍ଦେହରେ…

ନୂଆବର୍ଷରେ ଲାଲବାହିନୀ ହାତ ଛାଡିଲେ ୪୪ ମାଓବାଦୀ

ମାଲକାନଗିରି: ନୂଆବର୍ଷରେ ନୂଆ ସଂକଳ୍ପ । ନକ୍ସଲ ବାହିନୀର ହାତ ଛାଡିଲେ ୪୪ ମାଓବାଦୀ । ଲାଲଗଡର ଅନ୍ଧାରି ଦୁନିଆକୁ ତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି ୯ ମହିଳାଙ୍କ ସମେତ ୪୪ ଜଣ ନକ୍ସଲପନ୍ଥୀ । ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲା ପୋଲିସ ନିକଟରେ ସେମାନେ…

କାଳିଚରଣ ମହାରାଜ ଗିରଫ, ମହାତ୍ମାଗାନ୍ଧିଙ୍କ ବିରୋଧରେ ଦେଇଥିଲେ ବିବାଦୀୟ ଟିପ୍ପଣୀ

ରାୟପୁର: ମହଙ୍ଗା ପଡ଼ିଲା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବିରୋଧରେ ବିବାଦୀ ଟିପ୍ପଣୀ ଦେବା । ଗିରଫ ହୋଇଛନ୍ତି ସନ୍ଥ କାଳିଚରଣ ମହାରାଜ । ତାଙ୍କୁ ଖୁଜୁରାହୋରୁ ରାୟପୁର ପୋଲିସ ଗିରଫ କରିଛି । କାଳିଚରଣ ମହାରାଜଙ୍କ ନାଁରେ ରାୟପୁରର ୨ଟି ଥାନାରେ ମାମଲା ରୁଜୁ ହୋଇଥିଲା । ତାଙ୍କୁ ଗିରଫ…

ନାଥୁରାମକୁ ପ୍ରଶଂସା, ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା; ସନ୍ଥ କାଳୀଚରଣ ବିରୋଧରେ ଥାନାରେ ମାମଲା

ଭୁବନେଶ୍ୱର: ମହାରାଷ୍ଟ୍ରର ସନ୍ଥ କାଳୀଚରଣ ମହାରାଜଙ୍କ ବିରୋଧରେ ଥାନାରେ ମାମଲା ଦାୟର । ଛତିଶଗଡ ରାୟପୁରଠାରେ ଚାଲିଥିବା ଧର୍ମ ସଂସଦର ଦ୍ୱିତୀୟ ଦିନରେ ସେ ଖୋଲାଖୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ । ଏଏନ୍‌ଆଇ ରିପୋର୍ଟ ଅନୁଯାୟୀ ହିନ୍ଦୁ ରାଷ୍ଟ୍ର ଦାବି ନେଇ…