Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

କଂଗ୍ରେସର ଘୋଷଣାପତ୍ର ଜାରୀ: ମାଗଣା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଆଗାମୀ ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣାପତ୍ର ଜାରି କରିଛି । ପୂର୍ବରୁ ବିଜେପି ଏବଂ ଆପ୍ ସେମାନଙ୍କ ଘୋଷଣାପତ୍ର ଜାରୀ କରି ସାରିଛନ୍ତି । ଏଥିରେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଓ ୨୦ ହଜାର ଲିଟର ପର୍ଯ୍ୟନ୍ତ ପାଣି ମାଗଣା ରହିଛି । ସେହିପରି ସରକାରୀ…

ଭୋଟର୍ସଙ୍କ ଲାଗି ସ୍ପାଇସଜେଟରେ ମାଗଣା ବିମାନ ଯାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି । ଏମିତିରେ ଯେଉଁ ଲୋକମାନେ ଦିଲ୍ଲୀ ବାହାରେ ରହୁଛନ୍ତି, ସେମାନଙ୍କୁ ଭୋଟ୍ ଦେବାରେ ଅସୁବିଧା ହେବ । ଲୋକଙ୍କ ଏହି ଅସୁବିଧାକୁ ସୁବିଧାରେ ପରିଣତ କରିଛି ସ୍ପାଇସଜେଟ୍ ବିମାନ । ଦିଲ୍ଲୀ ବାହାରେ ରହୁଥିବା ଲୋକଙ୍କ ପାଇଁ…

ଜାମିୟା ପରେ ଶାହୀନବାଗରେ ଗୁଳି ଫୁଟିଲା

ନୂଆଦିଲ୍ଲୀ: ସିଏଏ ଓ ଏନଆରସିକୁ ନେଇ ଚାଲିଥିବା ବିବାଦ ଏବେ ନୂଆ ରୂପ ନେଇଛି । ଜାମିୟା ପରେ ଶାହୀନବାଗରେ ଆଜି ଗୁଳି ଫୁଟିଛି । କପିଳ ଗୁଜ୍ଜର ନାମକ ବ୍ୟକ୍ତି ଶାହୀନବାଗରୁ ୧୫୦ ମିଟର ଦୂରତାରେ ୨ଟି ଫାଙ୍କା ଗୁଳିଚାଳନା କରିଥିଲା ।ଫଳରେ ସେଠାକାର ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଗୁଳି…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଡିଆର ରିପୋର୍ଟରେ ପ୍ରକାଶ ପାଇଲା ଦାଗି ନେତାଙ୍କ ସୂଚୀ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୭୦ଟି ବିଧାନସଭା ସିଟର ନିର୍ବାଚନ ଫଳାଫଳ ଫେବୃୟାରୀ ୧୧ରେ ବାହାରିବ ବୋଲି ସୂଚନା ମିଳିଛି । ଏହି ସମୟରେ ଆସୋସିଏସନ ଫର ଡେମୋକ୍ରେଟିକ୍ ରିଫର୍ମ(ଏଡିଆର)ପ୍ରମୁଖ ପ୍ରାର୍ଥୀଙ୍କ…

ବଜେଟରେ ପର୍ଯ୍ୟଟନକୁ ଫୋକସ୍‌; ପ୍ରତିଷ୍ଠା ହେବ ଆଇକନିକ୍ ମ୍ୟୁଜିୟମ, ୨୫୦୦ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୦-୨୧ ଆର୍ଥିକ ବଜେଟ ଉପସ୍ଥାପନ କରୁଥିବା ବେଳେ ଏଥର ପର୍ଯ୍ୟଟନକୁ ମଧ୍ୟ ବେଶ୍ ଗୁରୁତ୍ୱ ଦେଇଛନ୍ତି । ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟରେ ୨୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କୌଶଳ ବିକାଶ ଲାଗି ୯୯.୩୦୦ କୋଟି…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ବିନୟର ରାଜକ୍ଷମା ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ବିନୟର ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରାପ୍ତ ସୂଚନାନୁଯାୟୀ ସୁପ୍ରିମକୋର୍ଟରୁ ଫାଶୀଦଣ୍ଡ ମିଳିବା ପରେ ସେ ରାଜକ୍ଷମା ଲାଗି ଗତ ବୁଧବାର ଦିନ ରାଷ୍ଟ୍ରପତିଙ୍କ ନିକଟରେ…

ଦିଲ୍ଲୀ ନିର୍ବାଚନ: ସ୍କୁଲ, ମୋଦି, ଶାହୀନବାଗକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ପ୍ରତ୍ୟେକ ଦଳର ପ୍ରଚାର ଜୋର ଧରିଛି । ଏହି ପ୍ରଚାରର ରଣନୀତି ନେଇ ପ୍ରତ୍ୟେକ ଦଳ ମୈଦାନକୁ ଓହ୍ଲାଇଛନ୍ତି । ବିଜେପିର ପ୍ରଚାରକୁ ଅନୁଧ୍ୟାନ କଲେ ଅମିତ ଶାହ ପ୍ରତ୍ୟେକ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମକୁ ଗୁରୁତ୍ୱ ଦେଉଛନ୍ତି ।…

କରୋନା ଭାଇରସ୍ ଆତଙ୍କ: ସଂକ୍ରମଣ ରୋକିବ ହୋମିଓପ୍ୟାଥି !

ନୂଆଦିଲ୍ଲୀ:ଆୟୁଷ ମନ୍ତ୍ରାଳୟ ବୁଧବାର ଦିନ ସ୍ୱାସ୍ଥ୍ୟ ସମ୍ପର୍କିତ ଆଡଭାଇଜରି ଜାରି କରି କହିଛି କି, ହୋମିଓପାଥିକ ଓ ୟୁନାନୀ ଔଷଧ କରୋନା ଭାଇରସ ସଂକ୍ରମଣକୁ ରୋକିବାରେ ସହାୟତା କରିପାରେ । ହୋମିଓପାଥିକ ଗବେଷଣାର କେନ୍ଦ୍ରୀୟ ପରିଷଦର ବୈଜ୍ଞାନିକ ଓ ପରାମର୍ଶଦାତାଙ୍କ ସହ ମଙ୍ଗଳବାର ଦିନ…

ବସର ମହିଳା ସିଟରେ ପୁରୁଷ ବସିଲେ ଫାଇନ୍‌

ଭୁବନେଶ୍ୱର: ଏଣିକି ବସରେ ମହିଳା ସିଟରେ ପୁରୁଷ ବସିଲେ ଭରିବେ ଫାଇନ୍ । ବସରେ ମହିଳାଙ୍କ ଉପରେ ହେଉଥିବା ଦୁର୍ବ୍ୟବହାରକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଚାଲୁଥିବା ବସରେ ମହିଳାଙ୍କ ସିଟରେ ପୁରୁଷ ବସିଥିବାର ଦେଖାଗଲେ, ସେମାନଙ୍କ ଠାରୁ…

ଗର୍ଭପାତ ସଂଶୋଧନ ପ୍ରସ୍ତାବକୁ ମିଳିଲା ମଂଜୁରୀ

ନୂଆଦିଲ୍ଲୀ: ଏଣିକି ମହିଳାମାନେ ୨୪ ସପ୍ତାହର ଗର୍ଭକୁ ନଷ୍ଟ କରିପାରିବେ । ଏନେଇ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗର୍ଭପାତ ସଂଶୋଧନ ନିୟମ ୨୦୨୦କୁ ଆଜି ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ନିୟମ ଅନୁସାରେ, ଗର୍ଭପାତ କରାଇବାର ସମୟ ସୀମାକୁ ୨୦ ସପ୍ତାହରୁ ବଢ଼ାଇ ୨୪ ସପ୍ତାହ କରିବାର ବ୍ୟବସ୍ଥା…