Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଭାରତର ପ୍ରଥମ ‘ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ’ ଭାବେ ନିଯୁକ୍ତ ହେଲେ ଜେନେରାଲ୍ ବିପିନ୍ ରାୱତ

ନୂଆଦିଲ୍ଲୀ: ସେନାମୁଖ୍ୟ ଜେନେରାଲ୍ ବିପିନ୍ ରାୱତ ଭାରତର ସର୍ବପ୍ରଥମ ‘ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ’ ବା ପ୍ରତିରକ୍ଷା ବିଭାଗର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଆସନ୍ତା ଡିସେମ୍ବର ୩୧ ତାରିଖ ଦିନ ଚାକିରୀରୁ ଅବସର ଗ୍ରହଣ କରୁଛନ୍ତି । ‘ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ’ ନିଯୁକ୍ତ ହୋଇଥିବା…

ବିଦାୟ ନେଲା କାର୍ଗିଲ ଯୁଦ୍ଧର ‘ବାହାଦୂର’; ମିଗ୍-୨୭ର କିଛି ରୋଚକ କଥା ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ବାହାଦୂର ଲଢୁଆ ଯୁଦ୍ଧ ବିମାନ ମିଗ୍-୨୭ । ୧୯୯୯ କାର୍ଗିଲ ଯୁଦ୍ଧରେ ଏହି ବିମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଆଜିଠାରୁ ମିଗ୍-୨୭ ବିମାନ କାର୍ଯ୍ୟମୁକ୍ତ ହୋଇଛି, ଅର୍ଥାତ୍ ଆଉ ଭାରତୀୟ ବାୟୁ ସେନାରେ ମିଗ୍-୨୭ ଯୁଦ୍ଧ ବିମାନକୁ ଦେଖିବାକୁ…

ଘୋଷିତ ହେଲା ୟୁପିଏସସି ସିଏମଏସ ପରୀକ୍ଷା ଫଳାଫଳ

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପକ୍ଷରୁ ୨୦୧୯ କମ୍ବାଇନଡ ମେଡ଼ିକାଲ ସର୍ଭିସ ପରୀକ୍ଷା ଫଳାଫଳ ଶୁକ୍ରବାର ଦିନ ପ୍ରକାଶିତ ହୋଇଛି । ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଖାଲି ପଡ଼ିଥିବା ସମୁଦାୟ ୯୧୯ଟି ପଦବୀ ମଧ୍ୟରୁ ୭୯୮ ଜଣ ପ୍ରାର୍ଥୀଙ୍କୁ ଏହି ସବୁ ପଦରେ ନିଯୁକ୍ତି…

ଦମଦାର ଫିଚର୍ସ ସହ ୨୦୨୦ରେ ‘ମହିନ୍ଦ୍ରା ଥର୍’ ଖୁବଶୀଘ୍ର ଭାରତରେ ହେବ ଲଞ୍ଚ…

ଭୁବନେଶ୍ୱର: ଭାରତୀୟ ଅଟୋମୋବାଇଲ ବଜାରରେ ମହିନ୍ଦ୍ରା ଗାଡିର ଅଲଗା କ୍ରେଜ ଅଛି | ଯେତେବେଳେ ବି ଅଫ ରୋଡ଼ ଗାଡି କଥା ଉଠେ ସବୁଠୁ ପ୍ରଥମେ ମହିନ୍ଦ୍ରା ଥର ନାଁ ଆଗକୁ ଆସେ | ଏବେ ମହିନ୍ଦ୍ରା ନିଜର ଏହି ଅଫ ରୋଡ଼ ଗାଡି କୁ ଆଗାମୀ ବର୍ଷ ୨୦୨୦ ରେ ନୂଆ ଅବତାର ସହ ଗ୍ରାହକଙ୍କୁ ଭେଟିଦେଵ |…

ଜନ୍ମଦିବସରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି…

ଅଟଳ ବିହାରୀ ବାଜପେୟୀ ଦେଶ, ଜାତି ଓ ସମାଜ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ । ଏକାଧାରରେ ଜଣେ ସୃଜନଧର୍ମୀ କବି, ଉଚ୍ଚକୋଟୀର ସ୍ତମ୍ଭକାର, ପ୍ରଜ୍ଞାଦୀପ୍ତବାଗ୍ମୀ, ଜାତୀୟବାଦୀ ସାଂସଦ, ସର୍ବୋତ୍ତମ ଶାସକ ଓ ଜାତିପ୍ରାଣ ରାଷ୍ଟ୍ରନାୟକ । ଛାତ୍ରାବସ୍ଥାରେ ୧୯୩୯ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର…

‘ଇ-ଗାଡି’ ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ପଦକ୍ଷେପ; କ୍ରୟ ଉପରେ ମିଳିବ ୩୦ ହଜାର ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର: ବିଦ୍ୟୁତ ଚାଳିତ ବାହାନ କିଣୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଏଥର ବିଦ୍ୟୁତ ଚାଳିତ ଗାଡି କିଣିଲା ବେଳେ ସରକାର ଦେବେ ରିହାତି । ଅବଶ୍ୟ ଏହା ଦିଲ୍ଲୀବାସୀଙ୍କ ପାଇଁ । ଦିଲ୍ଲୀ ସରକାର ଙ୍କ କ୍ୟାବିନେଟ ଇଲେକ୍ଟ୍ରିକ ଭେଇକିଲ ପଲିସି ପାସ କରିଦେଇଛି । ଏହି ପଲିସ ଲାଗୁ ହେଲାପରେ…

ଭାରତୀୟ ରେଳର ବଡ଼ ଉପଲବ୍ଧି; ୨୧୬ ଦିନରେ ତିଆରିକଲେ ୩୦୦ ଇଞ୍ଜିନ !

ନୂଆଦିଲ୍ଲୀ:ସାଧାରଣତଃ ସରକାରୀ କାମ ଡେରି ରେ ହୋଇଥାଏ ବୋଲି ସମସ୍ତଙ୍କ ଧାରଣା ଥାଏ | ହେଲେ ଭାରତୀୟ ରେଳ ବିଭାଗ ଏହାକୁ ଭୁଲ ପ୍ରମାଣିତ କରିଛି ଓ ନିଜ ନାଁ ରେ ଥିବା ରେକର୍ଡ ଭାଙ୍ଗିଛି | ଭାରତୀୟ ରେଳ ପାଇଁ ଇଞ୍ଜିନ ତିଆରିକରୁଥିବା ଶାଖା ଚିତରଂଜନ ଲୋକୋମୋଟିବ ୱାକର୍ସ ଏହି ରେକର୍ଡ ସ୍ଥାପନ…

ଦିଲ୍ଲୀରେ ଭୂକମ୍ପ; ଆଫଗାନିସ୍ଥାନରେ ତୀବ୍ରତା ୬.୩

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କେତେକ ଅଞ୍ଚଳ, ପଞ୍ଜାବ, ହରିୟାଣାରେ ଶୁକ୍ରବାର ଦିନ ସନ୍ଧ୍ୟା ୫ଟା ୧୨ରେ ଭୂକମ୍ପ ଅନୁଭୂତ ହୋଇଛି । ଆଜି ଘଟିଥିବା ଭୂକମ୍ପର ମୁଖ୍ୟ କେନ୍ଦ୍ରସ୍ଥଳୀ ଥିଲା ଆଫଗାନିସ୍ଥାନ, ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରହିଛି ।…

ବିଶ୍ୱର ୨୬ତମ ସବୁଠୁ ବଡ଼ ବ୍ୟାଙ୍କ ହେଲା ଏଚଡିଏଫସି; ଏମ-କ୍ୟାପ ୧୦୦ ଆରବ ଡଲାର ଟପିଲା !

ନୂଆଦିଲ୍ଲୀ: ଘରୋଇ ବ୍ୟାଙ୍କ କ୍ଷେତ୍ରରେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏଚଡିଏଫସି ବିଶ୍ୱର ୨୬ତମ ସବୁଠୁ ବଡ଼ ବ୍ୟାଙ୍କ ହୋଇଗଲା | ଗୁରୁବାରକୁ ବ୍ୟାଙ୍କର ମାର୍କେଟ କ୍ୟାପ (ବଜାର ପୁଞ୍ଜିକରଣ) ୧୦୦ ଆରବ ଡଲାର ରୁ ଉର୍ଦ୍ଧ୍ବ ରେ ପହଂଚି ଯାଇଛି | ବ୍ୟାଙ୍କ ଏଥିସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ…

ଅଦାଲତରେ ଖାରଜ ହେଲା ନିର୍ଭୟା ଦୋଷୀ ପବନଙ୍କ ଯାଚିକା; ଖୁବଶିଘ୍ର ପାଇବେ ଫାଶୀ !

ନୂଆଦିଲ୍ଲୀ: ସମସ୍ତ ନୃଶଂସତାକୁ ଟପିଯାଇଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପାଶୀଦଣ୍ଡରେ ଦଣ୍ଡିତ ହୋଇଥିବା ଅନ୍ୟତମ ଅଭିଯୁକ୍ତ ପବନ କୁମାର ଗୁପ୍ତାଙ୍କ ଏକ ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣା ୨୦୧୨…