Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବା ୫୯ଟି ପିଟିସନର ଶୁଣାଣି ନେଇ ଅଦାଲତ କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତି । CJI Bobde calls Attorney General (AG) KK Venugopal & says there is “unusual…

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ କରିବାକୁ ପଡିବ ଭେରୀଫିକେସନ, ସରକାର ଆଣୁଛନ୍ତି ନିୟମ !

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ କରିବାକୁ ପଡିବ ଭେରୀଫିକେସନ, ସରକାର ଆଣୁଛନ୍ତି ନିୟମ | ଭୁବନେଶ୍ୱର: ସୋସିଆଲ ମିଡ଼ିଆ ଆପ୍ସ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଖବର, କୋଟି କୋଟି ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ ଏଥର କରିବାକୁ ପଡିବ ନିଜର ଭେରୀଫିକେସନ | ସରକାର ଏଥିପାଇଁ…

ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନ୍ଟେକ୍ ଓ ଷ୍ଟାର୍ଟଅପ ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀଙ୍କ ପ୍ରଥମ ପ୍ରାକ୍-ବଜେଟ୍…

ନୂଆଦିଲ୍ଲୀ: ୨୦୨୦ ସାଧାରଣ ବଜେଟ ପୂର୍ବରୁ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀ ଠାରେ ବିଭିନ୍ନ ଅଂଶୀଦାରଙ୍କ ସହିତ ପ୍ରାକ-ବଜେଟ ଆଲୋଚନା କରିଛନ୍ତି । ତାଙ୍କର ପ୍ରଥମ ବୈଠକରେ ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନଟେକ ଓ ଷ୍ଟାର୍ଟଅପ୍ସ ଜଗତର…

ଆଜିଠାରୁ ବ୍ୟାଙ୍କ ଉପଭୋକ୍ତା ପାଇପାରିବେ କେଉଁ ସବୁ ସୁବିଧା, ଜାଣନ୍ତୁ…

ଭୁବନେଶ୍ୱର: ଆରବିଆଇର ନିର୍ଦେଶ ଅନୁସାରେ ଆଜିଠାରୁ ବ୍ୟାଙ୍କ କଷ୍ଟମର୍ସକୁ କୌଣସି ଦିନ ଓ କୌଣସି ସମୟରେ ଏନଇଏଫଟି ଦ୍ୱାରା ଗୋଟିଏ ଖାତାରୁ ଅନ୍ୟ ଖାତାକୁ ଟଙ୍କା ପଠାଇବାର ସୁବିଧା ମିଳିବ | କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ କହିଥିଲା ଯେ, ୧୬ ଡ଼ିସେମ୍ବରରୁ ବ୍ୟାଙ୍କ ନିଜର ଉପଭୋକ୍ତାଙ୍କୁ…

ସରକାର ଆର୍ଥିକ ବୃଦ୍ଧିରେ ଅଗ୍ରଗତି କରିବା ପାଇଁ ବଜାର ଚାହିଦା ବଢାଇବା ଉପରେ ଧ୍ୟାନ ଦେଉଛନ୍ତି: ମୁଖ୍ୟ ଆର୍ଥିକ…

ଭୁବନେଶ୍ୱର: ମୁଖ୍ୟ ଆର୍ଥିକ ପରାମର୍ଶଦାତା ବି ସୁବ୍ରମନ୍ୟମ ଶୁକ୍ରବାର ଦିନ କହିଲେ ଯେ ସରକାର ଆର୍ଥିକ ବୃଦ୍ଧିରେ ଅଗ୍ରଗତି କରିବା ପାଇଁ ବଜାର ଚାହିଦା ବଢାଇବା ଉପରେ ଧ୍ୟାନ ଦେଉଛନ୍ତି | ସେ ଅର୍ଥବ୍ୟବସ୍ଥା କୁ ଛଅ ବର୍ଷରେ ନିମ୍ନ ଆର୍ଥିକ ବୃଦ୍ଧି ରୁ ଉପରକୁ ନେବା ପାଇଁ ଉଠାଯାଉଥିବା ପଦକ୍ଷେପ…

ଇନକମ ଟ୍ୟାକ୍ସରେ ରିହାତି ମିଳିବାର ସମ୍ଭାବନା; ଟ୍ୟାକ୍ସ ରେଟରେ ହୋଇପାରେ ପରିବର୍ତ୍ତନ !

ଭୁବନେଶ୍ୱର: ବିତ୍ତ ମନ୍ତ୍ର ନିର୍ମଳା ସୀତାରମଣ ନିକଟରେ ଇନକମ ଟ୍ୟାକ୍ସରେ କମ କରିବା ପାଇଁ ସଂକେତ ଦେଇଛନ୍ତି | ବିସ୍ଲେଷକ କହିବାନୁସାରେ ବିତ୍ତ ବର୍ଷ ୨୦୨୦-୨୧ ର ବଜେଟ୍ ରେ ଆୟକର ରିହାତି ଘୋଷଣା ହୋଇପାରେ | ଏହି ସୁବିଧା କୋଟି କୋଟି ବେତନଭୋଗୀ ଙ୍କୁ ସିଧା ଫାଇଦା ହେବ | ଯେଉଁ ମାନେ…

ଫାଶୀଦଣ୍ଡ ଲାଗି ଚାଲିଛି ଜହ୍ଲାଦ ଖୋଜା; ଖୁବଶିଘ୍ର ଝୁଲିବେ ନିର୍ଭୟାକାଣ୍ଡର ଦୋଷୀ !

ନୂଆଦିଲ୍ଲୀ: ଲୋମହର୍ଷକ ତଥା ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଖୁବଶିଘ୍ର ଫାଶି ହେବାନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆସନ୍ତା ଡ଼ିସେମ୍ବର ୧୬ ତାରିଖରେ ଏହି ଦୋଷୀମାନଙ୍କୁ ଫାଶିଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି ସୋସିଆଲ୍ ମିଡ଼ିଆରେ ଗୁଜବ ପ୍ରସାରିତ ହେବାରେ…

କ୍ୟାବିନେଟ ବୈଠକ: ତିନି ସରକାରୀ ବୀମା କମ୍ପାନୀ ହୋଇପାରେ ବିଲୟ !

ଭୁବନେଶ୍ୱର: ଦେଶର ତିନି ପ୍ରମୁଖ ସରକାରୀ ବୀମା କମ୍ପାନୀ ଯଥା- ଓରିଏଣ୍ଟାଲ ଇଂନସୁରାନ୍ସ, ନେସନାଲ ଇଂନସୁରାନ୍ସ ଓ ୟୁନାଇଟେଡ଼ ଇଂନସୁରାନ୍ସ କୁ କେନ୍ଦ୍ର ସରକାର ବିଲୟ କରିପାରନ୍ତି | ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ସପ୍ତାହରେ ଆୟୋଜିତ ବୈଠକରେ…

ନାଗରିକତା ସଂଶୋଧନ ବିଲ୍ ୨୦୧୯: ଚର୍ଚ୍ଚିତ ନେହରୁ-ଲିୟାକତ୍ ସମଝୌତା

ଭୁବନେଶ୍ୱର: ଭାରତ ଓ ପାକିସ୍ତାନ ମଧ୍ୟରେ ୬ ଦିନ ଧରି ଘମାଘୋଟ ଆଲୋଚନା ପରେ ୮ ଏପ୍ରିଲ ୧୯୫୦ ମସିହାରେ ଦିଲ୍ଲୀରେ ଏକ ରାଜିନାମା ସ୍ୱାକ୍ଷର ହୋଇଥିଲା, ଯାହା ନେହରୁ-ଲିୟାକତ୍ ସମଝୌତା ନାମରେ ପରିଚିତ । ଦୁଇ ଦେଶରେ ଅବସ୍ଥାନ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାରକୁ ନେଇ ଏହି ରାଜିନାମା…

ଖୁବ୍ ଚର୍ଚ୍ଚାରେ ‘ନାଗରିକତା ବିଲ୍’; ରାଜ୍ୟସଭା ଉପରେ ଆଜି ସମସ୍ତଙ୍କ ନଜର…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ (ସିଏବି) ଲୋକସଭାରେ ପାରିତ ହୋଇଯିବା ପରେ ଏବେ ସମସ୍ତଙ୍କ ନଜର ରାଜ୍ୟସଭା ଉପରେ । ସୋମବାର ଦିନ ଲୋକସଭାରେ ଏହି ବିଲଟି ପାଶ୍ ହେବା ପରେ ଏନଡ଼ିଏ ସରକାର ଏହି ବିଲଟିକୁ ଆଜି ରାଜ୍ୟସଭାରେ ଆଗତ କରିଛନ୍ତି । ଆଜି ଏହି ବିଲଟିକୁ ନେଇ ରାଜ୍ୟସଭାରେ ଚାଲିଛି…