Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

[ଦେଖନ୍ତୁ ଭିଡିଓ] କାଠମାଣ୍ଡୁ ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀ : ଭିଡିଓ ଜାରି କରି ଘେରିଲା ବିଜେପି

ଦିଲ୍ଲୀ : ମଙ୍ଗଳବାର ଦିନ ଏକ ବିଦେଶୀ ନାଇଟ୍ କ୍ଲବରେ ଦେଖିବାକୁ ମିଳିଛନ୍ତିି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଏକ ନାଇଟ କ୍ଲବ ପବରେ ରାହୁଲଙ୍କୁ ଜଣେ ନେପାଳି ବାନ୍ଧବୀଙ୍କ ସହ ଦେଖିବାକୁ ମିଳିଛି । ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାହୁଲ ଗାନ୍ଧୀଙ୍କୁ ଘେରିଛି ବିଜେପି । ଏହି…

ରାଷ୍ଟ୍ରପତି ନିର୍ବାଚନ: ମୋଦୀ-ଶାହଙ୍କୁ ରୋକିପାରିବେ କି ମମତା-ସୋନିଆ ?

ନୂଆଦିଲ୍ଲୀ: ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ ବିରୋଧୀ ଶିବିରି ଚଳଚଞ୍ଚଳ । କାରଣ ୨୦୧୭ ଭଳି ଏବେ ବିଜେପି ଏକାକୀ ଜିତିବା ସ୍ଥିତିରେ ନାହିଁ । ତେଣୁ ବିରୋଧୀ ଦଳକୁ ଏକାଠି କରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଦଳ ବିଜେପିକୁ ବଡ଼ ଝଟକା ଦେବାକୁ ରଣନୀତି ତିଆରି…

ତୃତୀୟ ସାମ୍ମୁଖ୍ୟକୁ ନେଇ ଏନଡିଟିଭିକୁ ନବୀନଙ୍କୁ ପ୍ରତିକ୍ରିୟା

ନୂୂଆଦିଲ୍ଲୀ: ୟୁପିଏ ଏବଂ ଏନଡିଏ ପାଖରୁ ସମଦୂରତା ଅବଲମ୍ବନ କରୁଥିବା ଏବଂ ବିଭିନ୍ନ ଆଞ୍ଚଳିକ ଦଳ ସହ ସୁସମ୍ପର୍କ ରଖିବାରେ ଚତୁର ନବୀନ ଏନଡିଟିଭିକୁ ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀ ଗସ୍ତରେ ଥିବା ବେଳେ ନବୀନ ଏହି ପ୍ରତିକ୍ରିୟା ରଖିଛନ୍ତି। ଅଣି ବିଜେପି ଏବଂ ଅଣ କଂଗ୍ରେସ ଦଳର ମୁଖିଆଙ୍କ…

ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ସମ୍ମିଳନୀ

ଦିଲ୍ଲୀ: ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗଦେବେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି । ବିଜ୍ଞାନ ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ…

ଟିଭି ବିତର୍କରେ ଅଶାଳୀନ ଭାଷା ବ୍ୟବହାର ଓ ମନଗଢା ଦାବି କରୁଥିବା ସାମ୍ବାଦିକଙ୍କ ପାଇଁ ସୂଚନା ଓ ପ୍ରସାରଣ…

ଦିଲ୍ଲୀ : ଟିଭି ବତର୍କରେ ଆଶାଳୀନ ଭାଷା ବ୍ୟବହାର ଓ ମନଗଢା ଦାବି କରୁଥିବା ସାମ୍ବାଦିକ ମାନଙ୍କ ପାଇଁ ମନ୍ତ୍ରାଳୟର ଜରୁରୀ ପରାମର୍ଶ । ଚାଞ୍ଚଲ୍ୟକର ଓ ଶୀର୍ଷକ ବ୍ୟବହାର ନକରିବାକୁ ଘରୋଇ ଚାନେଲମାନଙ୍କୁ ସତର୍କ କରାଇଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ଘରୋଇ ଟିଭି ସମାଚାର ଚ୍ୟାନେଲ ଗୁଡିକରେ…

ପାକିସ୍ତାନରେ ପଢ଼ିଲେ ଭାରତରେ ମିଳିବନି ଚାକିରୀ: ଭାରତର କଡ଼ା ଆଭିମୁଖ୍ୟ

ଦିଲ୍ଲୀ: ପାକିସ୍ତାନରେ ପଢ଼ିଲେ ଭାରତରେ ମିଳିବନି ଚାକିରୀ  । ପଡ଼ୋଶୀ ଦେଶ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନଯିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ନିଜ ଦେଶର ନାଗରିକ ଓ ପ୍ରବାସୀ ଭାରତୀୟଙ୍କୁ ଏପରି ପରାମର୍ଶ ଦେଇଛି କେନ୍ଦ୍ର ।…

ଦେଶରେ ୨୪ ଘଣ୍ଟାରେ ୨ହଜାର ୫୨୭ ଜଣ ପଜିଟିଭ୍ ଚିହ୍ନଟ,୩୩ ମୃତ

ଦିଲ୍ଲୀ : ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ହେଲେ ରାଜ୍ୟରେ ସଂକ୍ରମଣ ତଳମୁହାଁ ରହିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ହଜାର ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୨୪ ଘଣ୍ଟାରେ ୩୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ…

ଦେଶବ୍ୟାପୀ ବୁଲଡୋଜର ବୁଲିବା ଉପରେ ରୋକକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ଜବର ଦଖଲ ଉଚ୍ଛେଦ ଉପରେ ବୁଲଡୋଜର ବୁଲିବା ନେଇ ସର୍ବୋଚ୍ଚ କୋର୍ଟ ଦୁଇ ସପ୍ତାହ ପାଇଁ ରୋକ ଲଗାଇଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ପୂର୍ବ ସ୍ଥିତି ବଜାୟ ରହିବ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା…

ବିବାଦ ପରେ ଗୁଟଖା କମ୍ପାନୀର ବିଜ୍ଞାପନ ଛାଡିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର

 ଦିଲ୍ଲୀ: ଗୁଟଖା କମ୍ପାନୀର ବିଜ୍ଞାପନ କରିବାକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ବିମଳ ଇଲାଇଚିର ବିଜ୍ଞାପନ ନ କରିବାକୁ ନିଷ୍ପତି ନେଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଏଥିପାଇଁ ଅକ୍ଷୟ ସମସ୍ତ ପ୍ରସଂଶକ ଏବଂ ଶୁଭଚିନ୍ତକଙ୍କ ଠାରୁ କ୍ଷମା ମାଗିଛନ୍ତି । ଅକ୍ଷୟ କହିଛନ୍ତି,…

ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ ,ଫେରିଲା କଟକଣା

ଦିଲ୍ଳୀ  : ପ୍ରାୟ ଦୁଇ ବର୍ଷର ହନ୍ତସନ୍ତ ପରେ ସ୍ୱାଭାବିକ ହୋଇ ଆସୁଥିବା ଜନଜୀବନ ପୁଣି ଥରେ ଆତଙ୍କିତ ହୋଇପଡିଛି । ଚୀନ, ୟୁରୋପିୟ ଦେଶ ଭଳି ଆମ ଦେଶରେ ପୁଣି ଥରେ କରୋନା ତାର କୋପ ଦେଖାଇବା ଆରମ୍ଭ କରିଛି । ଦେଶରେ ଦୈନିକ ସଂକ୍ରମଣ ପୁଣି ୨ହଜାର ପାର କରିଛି । ବୁଧବାର ୨୦୬୭ ନୂଆ ସଂକ୍ରମିତ…