Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ବହୁଚର୍ଚ୍ଚିତ କୋଟିଆ ମାମଲାର ଶୁଣାଣି ୪ ସପ୍ତାହ ଲାଗି ଘୁଞ୍ଚିଲା

ଦିଲ୍ଲୀ: ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ କୋଟିଆ ମାମଲାର ଶୁଣାଣି ୪ ସପ୍ତାହ ଲାଗି ଘୁଞ୍ଚିଲା । ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ଓଡ଼ିଶା ସରକାର ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଏହି ବିବାଦର ସମାଧାନ ଲାଗି ଆଲୋଚନା ଜାରି ରହିଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପତ୍ର…

ଦିଲ୍ଲୀରେ ପ୍ରବଳ ଥଣ୍ଡା ଯୋଗୁଁ ୧୯ ଦିନରେ ଗଲାଣି ୧୦୬ ଜଣଙ୍କ ଜୀବନ !

ଦିଲ୍ଲୀ : ପ୍ରବଳ ଜାଡରେ ଥରୁଛି ଦିଲ୍ଲୀ । ପ୍ରବଳ ଥଣ୍ଡା ଯୋଗୁଁ ଦିଲ୍ଲୀରେ ଗୋଟିଏ ମାସ ଭିତରେ ୧୦୬ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଏନେଇ ସରକାରୀ ସଙ୍ଗଠନ ସେଣ୍ଟର ଫର ହୋଲିଷ୍ଟିକ ଡେଭଲପମେଣ୍ଟ (ସିଏଚଡି) ସ୍ୱେଚ୍ଛାସେବୀ ସଙ୍ଗଠନ ରିପୋର୍ଟ ସାମ୍ନାକୁ ଆଣିଛି । ସେପଟେ ଦିଲ୍ଲୀର…

ଉପରାଷ୍ଟ୍ରପତିଙ୍କୁ କରୋନା, ଆଇସୋଲେସରରେ କଟିବ ସପ୍ତାହେ

ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ କରୋନା । କୋଭିଡ ଲକ୍ଷଣ ଜଣାପଡ଼ିବାରୁ ସେ ପରୀକ୍ଷା କରିଥିଲେ । ଟେଷ୍ଟ ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ସେ ଏକ ସପ୍ତାହ ଆଇସୋଲେସନରେ ରହିବେ । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେ ତୁରନ୍ତ କୋଭିଡ ଟେଷ୍ଟ କରିବା ସହ…

ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଶେଷ କରିବା ,କେଜ୍ରିୱାଲଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର

ଦିଲ୍ଲୀ : କେଜ୍ରିୱାଲ ସରକାରଙ୍କୁ ଝଟକା । ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଶେଷ କରିବା ପ୍ରସ୍ତାବକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ପ୍ରତ୍ୟାଖାନ କରିଛନ୍ତି ।କେଜ୍ରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ପ୍ରସ୍ତାବ ପଠାଇଥିଲେ । ହେଲେ ଗଭର୍ଣ୍ଣର ଦୁଇଟି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି…

ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେଲା ‘ଅମର ଯବାନ ଜ୍ୟୋତି’

ନୂଆଦିଲ୍ଲୀ : ୫୦ ବର୍ଷ ପରେ ଇଣ୍ଡିଆ ଗେଟ ନିକଟରେ ଥିବା ଅମର ଯବାନ ଜ୍ୟୋତିକୁ ଆଜି ସମାରୋହ ପୂର୍ବବ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି । ଦେଶର ବୀର ଯବାନମାନଙ୍କ ବଳିଦାନର ପ୍ରତିକ ଭାବେ ଏହି ଜ୍ୟୋତି ଦୀର୍ଘ ୫୦ ବର୍ଷ ହେବ ଇଣ୍ଡିଆ ଗେଟ ନିକଟରେ ଜଳୁଥିଲା । ଶୁକ୍ରବାର ଦିନ…

ଗୁଜୁରାଟର ସୋମନାଥ ମନ୍ଦିର ଠାରେ ନୂତନ ସର୍କିଟ ହାଉସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଗୁଜୁରାଟର ସୋମନାଥ ମନ୍ଦିର ଠାରେ ନୂତନ ସର୍କିଟ ହାଉସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସି ମାଧ୍ୟମରେ ଶୁକ୍ରବାର ମୋଦି ଏହାର ଉଦଘାଟନ କରିଛନ୍ତି । ଏହି ଅବସରର ଉଦବୋଧନ ଦେଇ ମୋଦି କହିଛନ୍ତି ,ଯେଉଁ ପରିସ୍ଥିତିରେ ସୋମନାଥ ମନ୍ଦିର ନଷ୍ଟ ହୋଇଯାଇଥିଲା ଏବଂ…

ବିଶ୍ୱର ଲୋକପ୍ରିୟ ନେତାଙ୍କ ତାଲିକାରେ ପୁଣି ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ସାରା ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକପ୍ରିୟ ହେବାରେ ଲାଗିଛନ୍ତି । ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ।ଆମେରିକାର ଡାଟା ଇଣ୍ଟିଲିଜେନ୍ସି ଦ୍ୱାରା ପ୍ରକାଶିତ ମର୍ନିଂ କନ୍ସଲ୍ଟ୍ ପଲିଟିକାଲ୍ ଇଣ୍ଟେଲିଜେନ୍ସ ସର୍ଭେ ଅନୁସାରେ ନରେନ୍ଦ୍ର ମୋଦି ବିଶ୍ୱର…

ବ୍ରହ୍ମା କୁମାରୀ ଏବଂ ଅନ୍ୟ ଆନ୍ତର୍ଜାତିକ ସଙ୍ଗଠନ ଭାରତ ବିରୋଧୀ ପ୍ରଚାର ମୁକାବିଲା କରିବାକୁ ସମର୍ଥ :ମୋଦି

ଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ଆଜାଦୀ କି ଅମୃତ ମହୋତ୍ସୋବର 'ସ୍ୱର୍ଣ୍ଣିମ ଭାରତ୍‌ କେ ଔର୍‌ ' ଜାତୀୟ ଉଦଘାଟନୀ ସମାରୋହ ଭିଡିଓ କନଫରେନ୍ସି ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ବ୍ରହ୍ମକୁମାରୀ ମାନଙ୍କ ଆଜାଦୀ କୀ ଅମୃତ ମହୋତ୍ସବରେ ବର୍ଷେ ବ୍ୟାପି କରାଯାଇଥିବା ୩୦ ରୁ ଅଧିକ…

ଅଭିନେତା ଶାହିର ଶେଖଙ୍କ ପିତା ଶାହାନାୱାଜ ଶେଖଙ୍କ ଦେହାନ୍ତ ନେଇ ସୂଚନା

ଦିଲ୍ଲୀ: ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା ଶାହିର ଶେଖଙ୍କ ପିତା ଶାହନାୱାଜ ଶେଖଙ୍କ ଦେହାନ୍ତ ହୋଇଯାଇଛି । ଶାହନାୱାଜ ଗତ କିଛି ଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ବୁଧବାର ଶାହିର ଶେଖଙ୍କ ପିତାଙ୍କ ଦେହାନ୍ତ…

ଖୋଲାବଜାରରେ ଉପଲବ୍ଧ ହେବ କୋଭାକ୍ସିନ-କୋଭିସିଲ୍ଡ

ଦିଲ୍ଲୀ: ଖୁବଶୀଘ୍ର ଏଣିକି ଖୋଲାବଜାରରେ ମିଳିପାରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା । ଖୋଲାବଜାରରେ ବିକ୍ରି ଅନୁମତି ପାଇଁ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକର ଆବେଦନକୁ ମଞ୍ଜୁର କରିଛି ବିଶେଷଜ୍ଞ କମିଟି । ଏହାସହ ଚୂଡ଼ାନ୍ତ ଅନୁମୋଦନ ପାଇଁ ଡ଼ିସିଜିଆଇକୁ କମିଟି ସୁପାରିଶ ମଧ୍ୟ…