Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ମାଆ ହେବାକୁ ଯାଉଛନ୍ତି ଫିଲ୍ମ ହ୍ୟାରି ପୋଟର ଅଭିନେତ୍ରୀ, ଫଟୋ ସେୟାର କରି ଦେଖାଇଲେ ବେବି ବମ୍ପ 

ନୂଆଦିଲ୍ଲୀ: ପ୍ରସିଦ୍ଧ ହଲିଉଡ ଫିଲ୍ମ ହ୍ୟାରି ପୋଟର ଅଭିନେତ୍ରୀ ଖୁସି ଖବର ଦେବାକୁ ଯାଉଛନ୍ତି । ଅଭିନେତ୍ରୀ ଅଫସାଂ ଆଜାଦ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେଆର କରି ସେ ଏହି ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି । ଫଟୋରେ ଅଭିନେତ୍ରୀ ଜଣଙ୍କ ନିଜ ବେବି ବମ୍ପକୁ…

ଭାରତରେ ତାଲିମ ନେବେ ଗଗନଯାନ ପାଇଁ ମନୋନୀତ ୪ ମହାକାଶଚାରୀ, ନିକଟରେ ସେମାନେ ରୁଷ୍‌ରୁ ତାଲିମ ନେଇ ଫେରିଛନ୍ତି 

ନୂଆଦିଲ୍ଲୀ: ଭାରତରେ ତାଲିମ ନେବେ ଗଗନଯାନ ପାଇଁ ମନୋନୀତ ୪ ମହାକାଶଚାରୀ । ସେମାନେ ରୁଷ୍‌ରୁ ସଫଳତାର ସହ ତାଲିମ ନେଇ ନିକଟରେ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ‘ଇସ୍ରୋ’ର କର୍ମଚାରୀ ଥିବା ଭାରତୀୟ ବାୟୁସେନାର ଏହି ୪ ଜଣ ଟେଷ୍ଟ୍‍ ପାଇଲଟ୍‌ ମହାକାଶଚାରୀଙ୍କ ନିମନ୍ତେ ଥିବା ମୌଳିକ ତାଲିମ ସହ…

କେନ୍ଦ୍ର ସରକାର ସବୁ ବୟସ ବର୍ଗଙ୍କ ନିମନ୍ତେ ଟିକାକରଣ ଉନ୍ମୁକ୍ତ କରିଦେବା ଉଚିତ: ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ 

ନୂଆଦିଲ୍ଲୀ: ଟିକାକରଣ ଉପରୁ ବୟସ କଟକଣା ହଟାଯାଉ । କେନ୍ଦ୍ରକୁ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ନିବେଦନ । ଦିଲ୍ଲୀରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିବା କାରଣରୁ ଟିକାକରଣ ଉପରୁ ବୟସ କଟକଣା ହଟାଇ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ…

ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲର ୩୭ ଡାକ୍ତର କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀରେ ପୁଣି ଭୟଙ୍କର ରୂପ ଧାରଣ କଲାଣି କରୋନା । ଦୈନିକ ସଂକ୍ରମଣ ୭ହଜାର ପାର କଲାଣି । ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ୩୭ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।…

ଆଜି ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ: ସାମିଲ ହେବେନି ମମତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ସନ୍ଧ୍ୟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି । ଦେଶରେ କରୋନା ମହାମାରୀର ଭୟଙ୍କର ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିବେ । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ମୋଦିଙ୍କୁ ଦ୍ବିତୀୟ ଡୋଜ ଟିକା ଦେଇ ଖୁସି ବ୍ୟକ୍ତ କଲେ ନର୍ସମାନେ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି । ତାଙ୍କୁ ଟିକା ଦେଇଥିବା ନର୍ସମାନେ ନିଜ ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଭେଟି ଟିକା ଦେବା ଏକ ସ୍ମରଣୀୟ ମୁହୂର୍ତ୍ତ ।  ଆଜି ନୂଆଦିଲ୍ଲୀ ସ୍ଥିତ ‘ଅଖିଳ ଭାରତୀୟ…

ପଦ୍ମଶ୍ରୀ ଫାତିମା ଆର ଜାକରିଆଙ୍କ କରୋନାରେ ଦେହାନ୍ତ 

ନୂଆଦିଲ୍ଲୀ: ଜଣାଶୁଣା ସାମ୍ବାଦିକ ଓ ଲେଖକ ଫାତିମା ଆର ଜାକରିଆଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । କିଛି ଦିନ ପୂର୍ବରୁ ଫାତିମା କରୋନାରେ ପୀଡିତ ଥିଲେ । ସେ ମହାରାଷ୍ଟ୍ରର ଔରଙ୍ଗାବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କର…

କାରରେ ଏକୁଟିଆ ଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ବ୍ୟାପୁଛି କରୋନା । ବର୍ଦ୍ଧିତ ସଂକ୍ରମଣକୁ ଦେଖି କଟକଣା କଡ଼ାକଡ଼ି ହେଲାମି । ଏଭଳି ସ୍ଥିତିରେ ବଡ଼ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଣିକି ଏକାକୀ କାରରେ ଯାଉଥିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କାରକୁ ପବ୍ଲିକ ପ୍ଲେସ (ସର୍ବସାଧାରଣ ସ୍ଥାନ) ଓ ମାସ୍କୁ…

ଦିଲ୍ଲୀରେ ଲାଗିଲା ନାଇଟ୍ କର୍ଫ୍ୟୁ, ଆଜିଠୁ ଏପ୍ରିଲ ୧୦ ଯାଏ ବଳବତ୍ତର

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଲାଗିଲା ନାଇଟ୍ କର୍ଫ୍ୟୁ । ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ତତ୍କାଳ ରାତ୍ରକାଳୀନ କର୍ଫ୍ୟୁ ଜାରି ହୋଇଛି । ଆଜି ରାତି ୧୦ଟାରୁ ଲାଗୁ ହେବ । ଏପ୍ରିଲ ୩୦ ତାରିଖ ଯାଏ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗିବ । ଜରୁରୀ କାମ ନଥିଲେ ଘରୁ ନବାହାରିବା…

ଭାରତ ଆସୁଛନ୍ତି ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌

ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ । ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌ । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ସମ୍ବନ୍ଧୀୟ ଆଲୋଚନା ହୋଇପାରେ ।  ଏହାସହ ଚଳିତ ବର୍ଷ ଭାରତ-ରୁଷ୍‌ ବାର୍ଷିକ…