Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଜାନୁଆରୀ ୨୬ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଲାଲକିଲ୍ଲା ବନ୍ଦ 

ନୂଆଦିଲ୍ଲୀ : ପର୍ଯ୍ୟଟକଙ୍କ ଲାଗି ଲାଲକିଲ୍ଲାକୁ ଜାନୁଆରୀ ୨୬ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ଲାଲକିଲ୍ଲା ଆଖପାଖରେ ମୃତ କାଉଙ୍କ ଶବ ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ । ପ୍ରାଣୀଧନ ବିଭାଗ ମୃତ ପକ୍ଷୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷଣ ଲାଗି ପଠାଇଥିଲା ।  ରିପୋର୍ଟରୁ ଲାଲକିଲ୍ଲା…

୧୦ ମାସ ପରେ ଆଜିଠୁ ଦିଲ୍ଲୀରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: କୋଭିଡ୍ କଟକଣା ଭିତରେ ଆଜିଠୁ ଦିଲ୍ଲୀରେ ଖୋଲିଲା ସ୍କୁଲ । ଦୀର୍ଘ ୧୦ ମାସ ପରେ ସ୍କୁଲ ଖୋଲିଛି । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିଛି । ସେମାନଙକ୍ ପାଇଁ କ୍ଲାସରୁମରେ ପାଠପଢ଼ା ହେଉଛି । କେମିତି ସ୍କୁଲ ଖୋଲିବ ସେନେଇ ସରକାର ଜାରି କରିଛନ୍ତି ଏସଓପି ।…

କଲର ଟ୍ୟୁନରେ ଆଉ ଶୁଭିବନି ଅମିତାଭଙ୍କ କଣ୍ଠସ୍ବର, ଜାନୁଆରୀ ୧୬ରୁ ନୂଆ ହେଲୋ ଟ୍ୟୁନ୍ 

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ କରୋନା କଲର ଟ୍ୟୁନରେ ଆଉ ଶୁଣାଯିବନି ବିଗ ବି ଅମିତାଭ ବଚ୍ଚନଙ୍କ କଣ୍ଠସ୍ବର । କଲର ଟ୍ୟୁନକୁ ଶୁଣି ଅନେକାଂଶରେ ଜନସାଧାରଣ ବିରକ୍ତି ପ୍ରକାଶ କରିଥିଲେ ।  ଅକ୍ଟୋବର ୨୦୨୦ରୁ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କଣ୍ଠରୁ ଶୁଣାଯାଉଥିବା କଲର ଟ୍ୟୁନରେ ବ୍ୟତିବ୍ୟସ୍ତ…

୨୦ ମାସର କୁନି ଝିଅ ୫ ଜଣଙ୍କୁ ଦେଲା ନୂଆ ଜୀବନ, ଅମର ହୋଇଗଲେ ଧନିଷ୍ଠା  

ଦିଲ୍ଲୀ: ଦୁନିଆ ଛାଡିବା ଆଗରୁ ୫ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି ଧନିଷ୍ଠା । ୨୦ ମାସର ଛୋଟିଆ ଝିଅ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଆଉ ସବୁଠାରୁ କମ୍ ବୟସରେ କ୍ୟାଡେଭର ଡୋନର ହୋଇଯାଇଛନ୍ତି । ଧନିଷ୍ଠା ନିଜ ଶରୀରର 5ଟି ଅଙ୍ଗ ଦାନ କରିଛନ୍ତି । ସୂଚନା ଅନୁସାରେ, ଦିଲ୍ଲୀର…

ଭିନ୍ନକ୍ଷମଙ୍କ ପାଇଁ ଲାଗୁ ହେବନି ଫାସ୍‌ଟ୍ୟାଗ୍‌

ନୂଆଦିଲ୍ଲୀ: ଭିନ୍ନକ୍ଷମଙ୍କୁ ବଡ ଆଶ୍ୱସ୍ତି । ଦେବାକୁ ପଡିବନି କୌଣସି ଟୋଲ୍ ଫି । ଏପରିକି ଫାସ୍‌ଟ୍ୟାଗ୍ ବି ସେମାନଙ୍କ ପାଇଁ ଲାଗୁ ହେବନି । ହେଲେ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି କେନ୍ଦ୍ର ସରକାର । ଦେଶସାରା ଥିବା ଜାତୀୟ ରାଜପଥରେ ମାଗଣା ଯାଆସ ପାଇଁ ଭିନ୍ନକ୍ଷମଙ୍କୁ ନିଜ ନାଁରେ…

ଆଉ ଖୋଲିବନି ଦିଲ୍ଲୀର ମାଡାମ୍ ତୁସୋ ମ୍ୟୁଜିୟମ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଅନେକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା । ନିକଟରେ ଏହି ଖବର ତାଲିକାରେ ସାମିଲ ହୋଇଛି ଦିଲ୍ଲୀର ମାଡାମ୍ ତୁସୋ ମ୍ୟୁଜିୟମ୍ । ଲକ୍‌ଡାଉନ୍ ପରଠୁ ଏହି ମ୍ୟୁଜିୟମ୍ ଅସ୍ଥାୟୀ ରୂପେ ବନ୍ଦ ରହିଥିଲା । ହେଲେ ଅତ୍ୟଧିକ କ୍ଷୟକ୍ଷତି ଯୋଗୁଁ ଏହାକୁ ସ୍ଥାୟୀ ରୂପେ…

ଦିଲ୍ଲୀ ଓ ମୁମ୍ୱାଇରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା, ଲାଗିବ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଓ ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଏବର୍ଷ ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍ । ନୂଆବର୍ଷ ଉତ୍ସବ ପାଳନ ଉପରେ ଲାଗିଲା କଟକଣା । ଆଜି ଓ ଆସନ୍ତାକାଲି ଦୁଇ ଦିନ ଦିଲ୍ଲୀ ଓ ମୁମ୍ବାଇରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା…

ମିଳିଲାନି ଅନୁମତି, ଯୁବରାଜ ସିଂଙ୍କୁ ଘରୋଇ କ୍ରିକେଟ୍ ମନା

ନୂଆଦିଲ୍ଲୀ: ଗତବର୍ଷ ଜୁନ୍ ମାସରେ କ୍ରିକେଟ ଜଗତକୁ ଅଲବିଦା କହିଥିଲେ ଯୁବରାଜ ସିଂ । ଘରୋଇ କ୍ରିକେଟ, ଆଇପିଏଲ୍ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ ବିଦେଶୀ କ୍ରିକେଟ ଲିଗରେ ଦେଖିବାକୁ ମିଳିଥିଲା । ତେବେ ନିଜ ମାନସିକତାରେ ପରିବର୍ତ୍ତନ ଆଣି ଯୁବରାଜ ପୁଣିଥରେ କ୍ରିକେଟକୁ…

କୃଷକ ଦିବସରେ ଭାରତକୁ ଆସିଲା ପ୍ରଥମ ଇଲେକ୍ଟ୍ରିକ୍ ଟ୍ରାକ୍ଟର

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ନୂଆ ଉଦ୍ଭାବନ । କୃଷକ ଦିବସରେ ଭାରତରେ ଲଂଚ ହେଲା ପ୍ରଥମ ଇଲେକ୍ଟ୍ରିକ ଟ୍ରାକ୍ଟର । ୟୁରୋପ, ଆମେରିକା ଓ ଆଫ୍ରିକା ସହ୧୩୦ଟି ଦେଶରେ କାୟା ବିସ୍ତାର କରିଥିବା ସୋନାଲିକା ଭାରତୀୟ ବଜାରକୁ ଆଣିଲା ଇଲେକ୍ଟ୍ରିକ ଟ୍ରାକ୍ଟର ଟାଇଗର ଇଲେକ୍ଟ୍ରିକ୍ । ଟାଇଗର…

ଇଣ୍ଟରନେଟରେ ଭାଇରାଲ୍ ବିଅର ମ୍ୟାଗି ଡ୍ରିଙ୍କ

ଭୁବନେଶ୍ୱର: ଚଳିତବର୍ଷକୁ ଲୋକେ ଅଜବ ବର୍ଷ ଭାବେ ନାମିତ କରିଛନ୍ତି । ତେବେ କେବଳ ନାମକରଣ ନୁହେଁ ବରଂ ଏପରି ଅନେକ କାରନାମା ବି ସାମ୍ନାକୁ ଆସିଛି । ଏହି ଅଜବଗଜବ ଧାରାରେ ସାମିଲ ହୋଇ ଦିଲ୍ଲୀର ଏକ କାଫେ ହାଉସ୍ ଏକ ଅଜବ ଡ୍ରିଙ୍କ ପାଇଁ ଚର୍ଚ୍ଚାକୁ ଆସିଛି । ଏହି ଡ୍ରିଙ୍କର ନାଁ ରହିଛି…