Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

[ଭିଡିଓ] ପ୍ରଥମେ ଗୁଳି ମାରିଲା, ପରେ ଫଟୋ ଉଠାଇଲା !

ନୂଆଦିଲ୍ଲୀ: କରୋନା କଟକଣା ପାଇଁ ବୋଧ ହୁଏ କିଛି ମାସ ପାଇଁ ଥମିଥିଲା ଅପରାଧର କାୟା ବିସ୍ତାର । ଏବେ ପୁଣିଥରେ ଅପରାଧୀଙ୍କ ମନରେ ସକ୍ରିୟ ହୋଇଉଠିଛି କ୍ରୁର ମାନସିକତା । ମାତ୍ର ଦିନକ ତଳେ ଫରିଦାବାଦରେ ଘଟିଥିଲା ଦିନ ଦ୍ୱିପହରେ ହତ୍ୟାକାଣ୍ଡ । ଆଉ ଏବେ ସାମ୍ନାକୁ ଆସିଛି ଭାରତର ରାଜଧାନୀ…

ଦିଲ୍ଲୀରେ ଏବେ ଖୋଲିବନି ସ୍କୁଲ, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ

ନୂଆଦିଲ୍ଲୀ: କରୋନା ଯୋଗୁ ଦିଲ୍ଲୀରେ ଏବେ ଖୋଲିବ ନାହିଁ ଶିକ୍ଷାନୁଷ୍ଠାନ । ପରବର୍ତ୍ତୀ ଆଦେଶ ନ ମିଳିବା ଯାଏ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଛୁଟି ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀରେ ପୂର୍ବରୁ…

ହିରୋ ମୋଟୋ କର୍ପ ବିକ୍ରି କରିବ ହାର୍‌ଲି ଡେଭିଡ୍‌ସନ୍ ବାଇକ୍ !

ନୂଆଦିଲ୍ଲୀ: ଗତମାସ ପ୍ରିମିୟମ୍ ବାଇକ୍ କମ୍ପାନୀ ହାର୍‌ଲି ଡେଭିଡ୍‌ସନ୍ ଭାରତରେ ନିଜ ଉତ୍ପାଦନ ଓ ବିକ୍ରୟ ବନ୍ଦ କରିବା ନେଇ ଘୋଷଣା କରିଥିଲା । ଭାରତୀୟ ବଜାରରେ ଏହି ବାଇକର ଚାହିଦା ଥିଲେ ବି ବିକ୍ରୟ ଏତେଟା ଆଖିଦୃଶିଆ ନଥିଲା । ଏହି କାରଣରୁ ହାରଲି ଡେଭିଡ୍‌ସନ୍ ନିଜ ମୂଳ ବଜାର ୟୁରୋପ,…

[ଭିଡିଓ] ସତ ପ୍ରମାଣିତ ହେଲା #NehuDaVyah

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଲିଷ୍ଟରେ ଥିଲା #NehuDaVyah । ବିବାହ କରିବେ ସିଙ୍ଗର ନେହା କକ୍କର ! ସତରେ କ'ଣ ବିବାହ କରିବେ ନେହା ? ନେହାଙ୍କ ବିବାହ ଖବର ସତ ନା ମ୍ୟୁଜିକ ଭିଡିଓ ପ୍ରମୋଶନ ? କିଛି ଏପରି ହେଡ୍ ଲାଇନ୍‌କୁ ନେଇ ଅନେକ ଟିଭି ଚ୍ୟାନେଲ, ନ୍ୟୁଜ୍ ପେପର ଓ ଡିଜିଟାଲ୍…

ପ୍ରଥମ ଅନୁରୋଧକୁ ପ୍ରତ୍ୟାଖ୍ୟାନ, କ’ଣ ରହିଛି ଟିମ୍ ଇଣ୍ଡିଆର ନୂଆ ଅନୁରୋଧ ?

ନୂଆଦିଲ୍ଲୀ: ଆଇପିଏଲ୍ ପରେ ସିଧାସଳଖ ଅଷ୍ଟ୍ରେଲିଆକୁ ଉଡାଣ ଭରିବ କ୍ରିକେଟ୍ ଟିମ୍ ଇଣ୍ଡିଆ । ଏହି ଗସ୍ତରେ ଭାରତ ଖେଳିବ ୩ଟି ଦିନିକିଆ, ୩ଟି ଟି୨୦ ଓ ୬ଟି ବହୁ ଗୁରୁତ୍ୱପୂର୍ନ ଟେଷ୍ଟ ମ୍ୟାଚ୍ । ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ନିଶ୍ଚିତ କ୍ୱାରେଣ୍ଟାଇନ୍‌ରେ ରହିବା ନେଇ କ୍ରିକେଟ୍…

ହୃଦଘାତର ପୀଡିତ ହରିୟାଣା ହୁରିକେନ୍ କପିଲ ଦେବ, ହସ୍ପିଟାଲରେ ଭର୍ତ୍ତି !

ନୂଆଦିଲ୍ଲୀ: ଭାରତର ପ୍ରଥମ କ୍ରିକେଟ୍ ବିଶ୍ୱବିଜେତା ଅଧିନାୟକ ତଥା ଲିଜେଣ୍ଡାରୀ କ୍ରିକେଟର୍ କପିଲ ଦେବ ହୃଦଘାତରେ ପୀଡିତ । ଆଜି ସକାଳୁ ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟସ ହାର୍ଟ ଇନ୍‌ଷ୍ଟିଟ୍ୟୁଟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଂଜିଓପ୍ଲାଷ୍ଟି…

[ଭିଡିଓ] ୟୁ-ଟ୍ୟୁବକୁ ପୁଣି ଫେରିଲେ ଧିନ୍‌ଚାକ୍ ପୂଜା

ନୂଆଦିଲ୍ଲୀ: କଳ୍ପନାଠାରୁ ଅଧିକ ଭୟାଭହ ସାବ୍ୟସ୍ତ ହୋଇଛି ବର୍ଷ ୨୦୨୦ । ତେବେ କରୋନା ମହାମାରୀ ପରେ ଏବେ ଆଉ ଏକ ମହାମାରୀ ସୋସିଆଲ ମିଡିଆରେ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ଧିନ୍‌ଚାକ୍ ପୂଜାଙ୍କ ଭିଡିଓଟି ବହୁ ପୂର୍ବରୁ ରିଲିଜ୍ ହୋଇଥିଲେ ବି ଏବେ ଚର୍ଚ୍ଚାକୁ ଆସିଛି । ନୂଆ ଭିଡିଓର…

ଦିଲ୍ଲୀ ହିଂସା : ୩ଟି ଅଲଗା ମାମଲାରେ ତାହିରଙ୍କ ଜାମିନ ନାମଞ୍ଜୁର

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ମୁଖ୍ୟ ଆରୋପୀ ଭାବେ ବିବେଚନା କରାଯାଉଥିବା ତାହିର ହୁସେନଙ୍କ ୩ଟି ଅଲଗା ଅଲଗା ମାମଲାର ଜାମିନକୁ କୋର୍ଟ ନାମଞ୍ଜୁର କରି ଦେଇଛନ୍ତି । ଆମ ଆଦମୀ ପାର୍ଟିର ଏହି ପୂର୍ବତନ ପାର୍ଷଦ ଅଂଚଳରେ ସବୁଠାରୁ ବେଶୀ ହିଂସା ହୋଇଥିଲା । ଅପରପକ୍ଷରେ ପ୍ରବର୍ତନ ନିର୍ଦ୍ଦେଶାଳୟ…

ଜିମ୍ବାୱେ ଜାତୀୟ କ୍ରିକେଟ୍ ଦଳର ଭାରତୀୟ କୋଚ୍‌ଙ୍କୁ ପାକିସ୍ତାନ ମନା !

ନୂଆଦିଲ୍ଲୀ: ପାକିସ୍ତାନରେ ଜିମ୍ବାୱେ କ୍ରିକେଟ ଦଳ ତିନୋଟି ଲେଖାଏଁ ଦିନିକିଆ ଓ ଟି୨୦ ସିରିଜ୍ ଖେଳିବ । ଅକ୍ଟୋବର ୩୦ରେ ପ୍ରତିଯୋଗୀତା ଆରମ୍ଭ ହେବାକୁ ଥିବାବେଳେ କରୋନା ମାହାମାରୀ ପାଇଁ ଦର୍ଶକଙ୍କୁ ମିଳିବନି ଷ୍ଟାଡିୟମରେ ପ୍ରବେଶ ଅନୁମତି । ମଙ୍ଗଳବାର ଜିମ୍ବାୱ୍ୱେ ଦଳ ପାକିସ୍ତାନରେ…

ବିଶ୍ୱର ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମରେ କିଏ ଖେଳିବ ପ୍ରଥମେ ?

ନୂଆଦିଲ୍ଲୀ: ଗୁଜରାଟ ଅହମଦାବାଦର ମୋଟେରା କ୍ରିକେଟ୍ ଷ୍ଟାଡିୟମ । ବିଶ୍ୱରେ ସବୁଠୁ ବଡ । ଏହି ଷ୍ଟାଡିୟମରେ ପ୍ରଥମେ ଏକ ଦିନରାତି ଗୋଲାପି ବଲ୍ ଟେଷ୍ଟ କ୍ରିକେଟ୍ ମ୍ୟାଚ୍‌ର ଆୟୋଜନ ହେବ । ଯେଉଁଥିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ନିକଟରେ ଏ ନେଇ ଖୋଦ ବିସିସିଆଇ ପ୍ରେସିଡେଣ୍ଟ…