Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଆପ୍ ନେତା ମନୀଷ ସିସୋଡିଆ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ମନୀଷ ସିସୋଡିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ସୋମବାର ଏ ସମ୍ପର୍କରେ ଟୁଇଟରରେ ସୂଚନା ଦେଇଛନ୍ତି । ଜ୍ୱର ଆସିବା ପରେ କୋଭିଡ-୧୯ ଟେଷ୍ଟ କରାଇଥିଲି ଏବଂ ଏହା ପଜିଟିଭ ଆସିଛି ବୋଲି ସେ କହିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ…

ଦିଲ୍ଲୀ ଦଙ୍ଗା ମାମଲା: ଜେଏନୟୁ ଛାତ୍ର ନେତା ଉମର ଖାଲିଦ ଗିରଫ

ନୂଆଦିଲ୍ଲୀ: ଫେବୃୟାରୀ ଦିଲ୍ଲୀ ଦଙ୍ଗାରେ ଭୂମିକା ନିର୍ବାହ କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ପୂର୍ବତନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ନେତା ଉମର ଖାଲିଦଙ୍କୁ ଗିରଫ କରିଛି । ୧୧ ଘଣ୍ଟା ପଚରାଉଚରା ପରେ ଖାଲିଦଙ୍କୁ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (UAPA) ଅନୁଯାୟୀ…

ଦିଲ୍ଲୀ ହିଂସା : ପୋଲିସ ଚାର୍ଜଶିଟରେ ସୀତାରାମ ୟେଚୁରୀ, ଯୋଗେନ୍ଦ୍ର ଯାଦବଙ୍କ ନାମ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ପୋଲିସ ଚାର୍ଜଶିଟ ଦାଖଲ କରିଛି । ଏଥିରେ ସିପିଏମର ସୀତାରାମ ୟେଚୁରୀ, ସ୍ୱରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ ଓ ଦିଲ୍ଲୀ ୟୁନିଭର୍ସଟି ପ୍ରଫେସର ଜୟତି ଘୋଷଙ୍କ ନାମ ରହିଛି । ପୋଲିସ ସ୍ପଷ୍ଟ କରିଛି ଏମାନେ ଅଭିଯୁକ୍ତ ନୁହନ୍ତି, ଜଣେ ଅଭିଯୁକ୍ତ ଏମାନଙ୍କ…

ଫ୍ଲିପ୍‌କାର୍ଟ ଓ ଆମାଜାନ୍‌ଠାରୁ ଆଦାୟ ହେବ ଜରିମାନା !

ନୂଆଦିଲ୍ଲୀ: ସେଣ୍ଟ୍ରାଲ ପଲ୍ୟୁସନ୍ କଣ୍ଣେ୍ଟ୍ରାଲ ବୋର୍ଡକୁ ମିଳିଛି ନିର୍ଦ୍ଦେଶ । ଯାଂଚ ହେବ ପରିବେଶ ବିରୋଧୀ କାର୍ଯ୍ୟକଳାପ । ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର କରୁଥିବା କମ୍ପାନୀକୁ ପ୍ରଥମେ ଚେତାବନୀ ଦିଆଯିବ । ଚେତବନୀକୁ ଅଣଦେଖା କଲେ ସେମାନଙ୍କଠୁ ମୋଟା ଅଙ୍କର ଜରିମାନା ଆଦାୟ କରିବ…

ପ୍ରେମିକାର ନିଶା ଅଭ୍ୟାସ ପାଇଁ ପ୍ରେମିକ ସାଜିଲା ଚୋର !

ଦିଲ୍ଲୀ: ଅଟୋ ଡ୍ରାଇଭରଠୁ ଲୁଟ୍ ଉଦ୍ୟମରେ ଗିରଫ ହୋଇଛି ଜଣେ ଯୁବକ । ପରିଚୟ ଅମନ ଉପାଧ୍ୟାୟ । ନିଜ ପେଟ ପୋଷିବା ସହ ପ୍ରେମିକାର ନିଶା ଅଭ୍ୟାସକୁ ସକ୍ରିୟ ରଖିବା ପାଇଁ ପ୍ରେମିକ ପାଲଟିଥିଲା ଚୋର । ହେଲେ ପ୍ରେମିକ ଗିରଫ ହେବା ପରେ ସାମ୍ନାକୁ ଆସିଥିଲା ଚାଂଚଲ୍ୟକର ତଥ୍ୟ । ମଙ୍ଗଳବାର ଲାଜପତ…

ସଂସଦ ମୌସୁମୀ ଅଧିବେଶନରେ ଏଥର ପ୍ରଶ୍ନକାଳ ନାହିଁ, କାରଣ କହିଲେ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥର ଅଧିବେଶନର ରହିବ ନାହିଁ ପ୍ରଶ୍ନକାଳ । ଏହାପରେ ପ୍ରଶ୍ନ ଉଠୁଛି ସଂସଦ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ପ୍ରଶ୍ନକାଳକୁ କାହିଁକି ହଟାଇ ଦିଆଗଲା ? ଏହାର ସ୍ପଷ୍ଟୀକରଣ ରଖିଛନତି…

ଷ୍ଟେସନ ପରିସରରୁ ୪ଫୁଟର ନାଗ ସାପ ଉଦ୍ଧାର

ନୂଆଦିଲ୍ଲୀ: ଫଣା ଟେକି ଫଁ କରୁଥିବା ଏହି ନାଗ ସାପକୁ ଦେଖନ୍ତୁ । କିଙ୍ଗ କୋବ୍ରା । କଳା ରଙ୍ଗର ନାଗ ସାପ । ସ୍ନେକ ହେଲପ ଲାଇନ ସଦସ୍ୟ ଉଦ୍ଧାର କରିଛନ୍ତି । ଦିଲ୍ଲୀ ସାକେତ୍ ମେଟ୍ରୋ ଷ୍ଟେସନ ପରିସରରୁ ଏହି ନାଗ ସାପକୁ ଉଦ୍ଧାର କରାଯାଇଛି । ଏହି ନାଗ ସାପର ଲମ୍ବା ପାଖାପାଖି ୪ ଫୁଟ ହେବ ।…

କେତେ ଆଗେଇଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ?

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ଏଥିପାଇଁ IIT ମାଡ୍ରାସ, L&T ଓ CBRI Roorkeeରୁ ଦକ୍ଷ ଇଂଜିନିଅରଙ୍କୁ ନିୟୋଜିତ କରାଯାଇଛି । ପ୍ରାଥମିକ ସ୍ତରରେ ଇଂଜିନିଅରମାନେ ମନ୍ଦିର ନିର୍ମାଣ ସ୍ଥାନରୁ ମାଟି ସଂଗ୍ରହ କରି ଯାଂଚ କରୁଛନ୍ତି…

ଶିଶୁକନ୍ୟାର ଦାମ୍ ରହିଥିଲା ମାତ୍ର ୪୦ହଜାର ଟଙ୍କା !

ନୂଆଦିଲ୍ଲୀ: ୨ମାସର ଶିଶୁକନ୍ୟାକୁ ନେଇ ହୋଇଥିଲା ବିଜନେସ୍ ଡିଲ୍ । ହେଲେ କେହି ବାହାର ଲୋକ ନୁହେଁ ବରଂ ଖୋଦ ତା ବାପା ସାଜିଥିଲା ସୌଦାଗର । ଟଙ୍କା ଧାର୍ଯ୍ୟ କରିବା ଓ ତାକୁ ବିକ୍ରି କରିବାରେ ଖଳନାୟକ ସାଜିଥିଲା ଖୋଦ ଶିଶୁକନ୍ୟାର ବାପା । ତେବେ ଥରେ ନୁହେଁ ବରଂ ବାରମ୍ବାର ସେହି…

ନକଲି ପୋଲିସ ମାଡାମ୍ କାଟୁଥିଲେ ଅସଲି ଚାଲାଣ !

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଭାରି ପଡିଛି କରୋନା କାଳ । କିଏ ପେଟ ପୋଷିବା ପାଇଁ ଚୋର ପାଲଟିଲାଣି, ତ କିଏ ଆତ୍ମହତ୍ୟା ପନ୍ଥାକୁ ଆପଣେଇବାକୁ ବାଧ୍ୟ ହେଉଛନ୍ତି । ହେଲେ ଦିଲ୍ଲୀର ଜଣେ ମହିଳା ନିଜକୁ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର କହି ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଗିରଫ…