Latest Odisha News

BREAKING NEWS

Browsing Category

କର୍ଣ୍ଣାଟକ

Karnataka

ନେହା ହିରେମାଥ ହତ୍ୟାକାଣ୍ଡ: ଆଜି କର୍ଣ୍ଣାଟକା ବନ୍ଦ

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନ ପାଇଁ ରାଜନୀତି ତାତି ଜୋର ଧରିଥିବା ବେଳେ କର୍ଣ୍ଣାଟକରେ ବିଜେପି ଦେଇଛି ରଣହୁଙ୍କାର । କର୍ଣ୍ଣାଟକ ହୁବଲିରେ କଲେଜ ଛାତ୍ରୀଙ୍କୁ ଛୁରୀ ଭୁଷି ହତ୍ୟା କରିବା ଘଟଣାରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି । ଏହି ହତ୍ୟାକାଣ୍ଡ ପଛରେ ଲଭ୍-ଜିହାଦ ଥିବା…

୧୫ ବର୍ଗଫୁଟରେ ନିର୍ମିତ ରାମେଶ୍ଵରମ୍ କାଫେ, ଜାଣନ୍ତୁ ଏହାର କାହାଣୀ

ବେଙ୍ଗାଲୁରୁ: ଗତକାଲି ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ଏକ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜ୍ ରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି କାଉଣ୍ଟରରେ ଖାଇବା ଅର୍ଡର ଦେଇଛି । କିନ୍ତୁ …

ଆତ୍ମ ସମର୍ପଣ ପରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ; ଅମିତ ଶାହଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି। ଆତ୍ମ ସମର୍ପଣ ପରେ ମିଳିଲା ଜାମିନ। ମଙ୍ଗଳବାର ସୁଲତାନପୁରର ଏମପି-ଏମଏଲଏ କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧି। ଏହି ସମୟ ମଧ୍ୟରେ କଂଗ୍ରେସ କର୍ମୀମାନେ ମଧ୍ୟ କୋର୍ଟ ପରିସରରେ ଉପସ୍ଥିତ ଥିଲେ। ଏହା ପରେ କୋର୍ଟ ତାଙ୍କୁ ଜାମିନ…

ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା : ୫ ମୃତ , ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ

କର୍ଣ୍ଣାଟକ : କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାଲାପୁରାଗିରେ ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।  ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ମହାରାଷ୍ଟ ସୋଲାପୁର…

ବାଣ ଗୋଦାମରେ ନିଆଁ : ୧୪ ଜୀବନ୍ତ ଦଗ୍ଧ, ୭ ଆହତ, ଦୋକାନ ମାଲିକ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକ-ତାମିଲନାଡୁ ସୀମାନ୍ତ ଅଞ୍ଚଳ ନିକଟ ଅତ୍ତିବେଲେସ୍ଥିତ ଏକ ବାଣ ଗୋଦାମରେ ଅଘଟଣ ଘଟିଛି  । ଗୋଦାମରେ ବାଣ ରଖାଯାଉଥିବା ବେଳେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିଛି  । ଫଳରେ ଏଥିରେ ୧୪ ଜଣ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି ।…

କାବେରୀ ବିବାଦ: କର୍ଣ୍ଣାଟକ ବନ୍ଦ, ବିଭିନ୍ନ ସଙ୍ଗଠନର ସମର୍ଥନ

ବେଙ୍ଗାଲୁରୁ : ଥମୁନି କାବେରୀ ନଦୀ ଜଳ ବିବାଦ । ତାମିଲନାଡ଼ୁକୁ କାବେରୀ ନଦୀ ଜଳ ଛାଡ଼ିବା ବିରୋଧରେ କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ କରାଯାଉଛି  । ଆଜି ଏନେଇ କର୍ଣ୍ଣାଟକରେ ବନ୍ଦ ପାଳନ କରାଯାଉଛି  ।  ବିଭିନ୍ନ କନ୍ନଡ ଚାଷୀ ସଂଗଠନ ଏହାକୁ ସମର୍ଥନ କରୁଛନ୍ତି   । ରାଜ୍ୟର ସମସ୍ତ ହୋଟେଲ,…

ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡିବା ପ୍ରସଙ୍ଗ: ଆଜି ବେଙ୍ଗାଲୁରୁ ବନ୍ଦ ଡାକରା, ୧୪୪ ଧାରା ଲାଗୁ , ସ୍କୁଲ କଲେଜ ଛୁଟି

ବେଙ୍ଗାଲୁରୁ : ପଡୋଶୀ ତାମିଲନାଡୁକୁ କାଭେରୀ  ନଦୀ ଜଳ ଛାଡିବା ପ୍ରସଙ୍ଗକୁ ନେଇ କର୍ଣ୍ଣାଟକରେ ବିରୋଧ ଚାଲିଛି  । ଏହାରି ମଧ୍ୟରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି ।    ଆଜି କର୍ଣ୍ଣାଟକ କାର୍ଯ୍ୟକର୍ତ୍ତା ବତ୍ତଲ ନାଗରାଜଙ୍କ ନେତୃତ୍ୱରେ 'କନ୍ନଡ ଓକୁଟା' ବ୍ୟାନରରେ କର୍ଣ୍ଣାଟକ ବନ୍ଦ…

ଉଡନ୍ତା ବିମାନରେ ହେଲା ହାର୍ଟ ସର୍ଜରୀ, ଦେବଦୂତ ସାଜିଲେ ଡାକ୍ତର

ନୂଆଦିଲ୍ଲୀ: କୁହାଯାଏ ଡାକ୍ତର ହେଉଛନ୍ତି ମନୁଷ୍ୟ ପାଇଁ ଦ୍ଵିତୀୟ ଭଗବାନ । କାରଣ ମନୁଷ୍ୟ ଯେତେବେଳେ ମୃତ୍ୟୁ ସହିତ ସଂଘର୍ଷ କରିଥାଏ ସେତେବେଳେ ଡାକ୍ତର ଭଗବାନଙ୍କ ରୂପ ନେଇ ମନୁଷ୍ୟକୁ ନୂଆ ଜୀବନ ପ୍ରଦାନ କରିଥାଆନ୍ତି । ଏଭଳି ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକର ବେଙ୍ଗାଲୁରୁରୁ…

DRDOର ଡ୍ରୋନ କ୍ରାସ୍, ଟ୍ରାଏଲ ସମୟରେ ହେଲା କ୍ରାସ

କର୍ଣ୍ଣାଟକ: ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନର ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କର୍ଣ୍ଣାଟକର ଚିତ୍ରାଦୁର୍ଗା ଗ୍ରାମ ନିକଟରେ ଥିବା ଏକ କ୍ଷେତରେ ୟୁଏଭି ତାପଶ ନାମକ ଡ୍ରୋନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି । ଏନେଇ ଡିଆରଡିଓର ଜଣେ ଅଧିକାରୀ…

ମନ୍ଦିରରେ ମୂର୍ତ୍ତି ଛୁଇଁବାରୁ ଦଳିତ ପରିବାରକୁ ୬୦,୦୦୦ ଟଙ୍କା ଜରିମାନା

ବେଙ୍ଗାଲୁରୁ: ଦେଶରେ ଏବେ ବି ଚାଲିଛି ଜାତି-ପ୍ରଥାକୁ ନେଇ ଭେଦଭାବ। ଆଧୁନିକ ଯୁଗରେ ଶିକ୍ଷାର ବିକାଶ ହେଉଛି ସତ, କିନ୍ତୁ ଛୁଆଁ-ଅଛୁଆଁ ଭେଦଭାବ ଦୂର ହୋଇନାହିଁ। ଦଳିତ ବର୍ଗର ଲୋକେ ଏବେ ବି ସହୁଛନ୍ତି ନିର୍ଯାତନା। ଏହାର ଏକ ଉଦାହରଣ କର୍ଣ୍ଣାଟକର କୋପ୍ପଲ ଜିଲ୍ଲାସ୍ଥିତ ହୁଲ୍ଲେରହଲ୍ଲୀ…