Latest Odisha News

BREAKING NEWS

Browsing Category

କେରଳ

Kerala

ରହସ୍ୟମୟ ମନ୍ଦିର: ନୀଳ ପଡିଯାଏ କ୍ଷୀରର ରଙ୍ଗ, ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରେ ଏହାର ରହସ୍ୟ

କେରଳ: ଆମ ଦେଶ ଭାରତରେ ମନ୍ଦିରର ଅଭାବ ନାହିଁ । ଏଠାରେ ଏପରି ଅନେକ ମନ୍ଦିର ଅଛି, ଯାହାର ରହସ୍ୟ ସାଧାରଣ ଲୋକଙ୍କୁ ତ ଛାଡ ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରେ । ତେବେ କେରଳରେ ଏପରି ଏକ ମନ୍ଦିର ଅଛି, ଯେଉଁଠାରେ କ୍ଷୀର ଢାଳିବା ପରେ ଏହାର ରଙ୍ଗ ନୀଳ ହୋଇଯାଏ । କେରଳର…

ଏକ ମାସର ଶିଶୁକୁ କୋଳରେ ଧରି ଅଫିସରେ କାମ କଲେ ମେୟର, ଭାଇରାଲ ହେଲା ଫଟୋ

କେରଳ: କେରଳର ରାଜଧାନୀ ଥିରୁବନନ୍ତପୁରମର ମେୟର ଆର୍ଯ୍ୟ ରାଜେନ୍ଦ୍ରନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି  ।  ଏହାର କାରଣ ହେଉଛି ଏକ ମାସ ପୂର୍ବରୁ ଜନ୍ମ ହୋଇଥିବା ଶିଶୁକୁ ନେଇ ସେ ଅଫିସରରେ କାମ କରୁଥିବା ନଜର ଆସିଛନ୍ତି  ।  ପିଲାଟିକୁ ସେ ନିଜ କୋଳରେ ଧରି କାମ କରୁଥିବାର ଫଟୋ…

କେରଳରେ ନିପା ଭାଇରସ୍ ଆତଙ୍କ : କୋଝିକୋଡିରୁ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ,୨୪ ଯାଏଁ ସ୍କୁଲ ଛୁଟି ଘାେଷଣା

ଦିଲ୍ଲୀ: ଥମୁନି ନିପା ଭାଇରସ୍ ଆତଙ୍କ  । କେରଳରେ ଭୟ ବଢାଉଛି ନିପା ଭାଇରସ୍  । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । କୋଝିକୋଡି ଗାଁରେ ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଫଳରେ ସରକାର ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ…

୬ ରାଜ୍ୟର ୭ ବିଧାନସଭା ସିଟ ପାଇଁ ଚାଲିଛି ମତଦାନ, ୮ରେ ଆସିବ ଫଳାଫଳ

ନୂଆଦିଲ୍ଲୀ: ସାରା ରାଜ୍ୟରେ ଏବେ ନିର୍ବାଚନୀ ଋତୁ ଚାଲିଛି । ଆଜି ୬ଟି ରାଜ୍ୟର ୭ ବିଧାନସଭା ସିଟ ପାଇଁ ଚାଲିଛି ମତଦାନ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, କେରଳ, ତ୍ରିପୁରା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ୭ ବିଧାନସଭା ସିଟପାଇଁ ଆଜି ଉପନିର୍ବାଚନ ହେଉଛି । ଏହି ୭ଟି ସିଟରେ ଥିବା ୫ଜଣ ବିଧାୟକଙ୍କର…

କେରଳରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଟେକାମାଡ: ଝରକା କାଚ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ, ୩ ଦିନରେ ତୃତୀୟ ଘଟଣା

ତିରୁଅନନ୍ତପୁରମ୍‌ : କେରଳରେ କାସରଗୋଡ଼-ତିରୁଅନନ୍ତପୁରମ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ କୁ ଟେକାମାଡ କରିଛନ୍ତି କିଛି ଦୁର୍ବୁତ୍ତ  । ୩ ଦିନରେ ଏହା ହେଉଛି ୩ୟ ଘଟଣା  । ଏହି ଟେକାମାଡ ଘଟଣାରେ ଟ୍ରେନର ଝରକା କାଚ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ରେଳବାଇ ଅଧିକାରୀଙ୍କ ପକ୍ଷରୁ…

ଅଦ୍ଭୁତ ରହସ୍ୟମୟ ମନ୍ଦିର, ଦ୍ୱାର ଖୋଲିଲେ ଘଟିଥାଏ କୌଣସି ବଡ଼ ବିପର୍ଯ୍ୟୟ

ତିରୁଅନନ୍ତପୁରମ: ଭାରତ ବର୍ଷରେ ଏପରି ଅନେକ ମନ୍ଦିର ଅଛି ଯାହା ଆଶ୍ଚର୍ଯ୍ୟଜନକ ଶକ୍ତି ସହିତ ଜଡ଼ିତ ରହିଛି। ଅନ୍ୟପକ୍ଷରେ କେତେକ ମନ୍ଦିର ଏତେ ରହସ୍ୟମୟ ଯେ ବିଜ୍ଞାନ ମଧ୍ୟ ତାହାର ସମାଧାନ କରିବାରେ ସକ୍ଷମ ହୋଇ ନାହିଁ। କେରଳର ପ୍ରସିଦ୍ଧ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ଦେଶର ସବୁଠାରୁ ଧନୀ…

ପଣସ ମଞ୍ଜିରୁ କଫି ଓ ପାୟସମ କରି ସ୍ୱାବଲମ୍ବୀ ହେଲେ ଜୈମି

କେରଳ: ପଣସ ମଞ୍ଜି ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ସାଧାରଣତଃ ଏହାକୁ ଭାଜି, ପୋଡି କିମ୍ବା ତରକାରୀରେ ରାନ୍ଧି ଖିଆଯାଇଥାଏ । ହେଲେ ପଣସ ମଞ୍ଜିରୁ କଫି କିମ୍ବା ଖିରି ପ୍ରସ୍ତୁତ ହେବା କଥା କେହି କଳ୍ପନା କରି ନଥିବେ । ତେବେ କେରଳର ଜୈମି ସାଜି ପଣସ ମଞ୍ଜିକୁ ଦେଇଛନ୍ତି ଏକ ନୂଆ…

ଋଷରେ ୬ ବର୍ଷ ଧରି ଚିକିତ୍ସା କରୁଥିବା ଡାକ୍ତର ହେବେ ମନ୍ଦିର ପୂଜାରୀ

ଥିରୁବନ୍ତପୁରମ୍: ଋଷରେ ଛଅ ବର୍ଷ ଧରି ଆୟୁର୍ବେଦ ଔଷଧ ଉପରେ ଅଭ୍ୟାସ କରୁଥିବା ଡାକ୍ତର ହେବେ ମନ୍ଦିର ପୂଜାରୀ। କେରଳସ୍ଥିତ ତ୍ରିଶୁରରେ ପ୍ରସିଦ୍ଧ ଗୁରୁଭାୟୁର ମନ୍ଦିରର ମୁଖ୍ୟ ପୁରୋହିତ ତଥା 'ମେଲଶାନ୍ତୀ' ହେବାକୁ ଯାଉଛନ୍ତି ଏହି ଆୟୁର୍ବେଦ ଡାକ୍ତର। ୩୪ ବର୍ଷିୟ ଡାକ୍ତର କିରଣ ଆନନ୍ଦ କକ୍କଡ଼…

ଲଟେରୀ ଖୋଲିଦେଲା ଅଟୋ ଡ୍ରାଇଭରଙ୍କ ଭାଗ୍ୟ, ରାତାରାତି ବନିଗଲେ କୋଟିପତି

ଥିରୁବନ୍ତପୁରମ୍: ଭାଗ୍ୟ ବଦଳାଇ ଦେଲା ଲଟେରୀ। ରାତାରାତି ବନିଗଲେ କୋଟିପତି। କିଛି ଟଙ୍କାର ଲଟେରୀ କିଣି କୋଟିପତି ହୋଇଗଲେ ଜଣେ ଅଟୋ ଚାଳକ। ଗରିବ ଉପରେ ଭାଗ୍ୟଦେବୀ ଏପରି ପ୍ରସନ୍ନ ହେଲେ ଯେ ରାତାରାତି ୨୫ କୋଟି ଟଙ୍କାର ଓନାମ୍‌ ବମ୍ପର ଲଟେରୀର ବିଜେତା ବନିଗଲେ। ସେ ହେଉଛନ୍ତି କେରଳର…

ମୋବାଇଲ ଫ୍ଲାସ ଲାଇଟ୍ ଜଳାଇ ପରୀକ୍ଷା ଖାତାରେ ଉତ୍ତର ଲେଖିଲେ ଛାତ୍ରଛାତ୍ରୀ

ଥିରୁଅନନ୍ତପୁରମ: ପରୀକ୍ଷାରେ ବଡ ବିଭ୍ରାଟ । ପରୀକ୍ଷା ହଲ ଭିତରେ ମୋବାଇଲ ଧରି ବିଦ୍ୟାର୍ଥୀ ପ୍ରଶ୍ନ ପତ୍ରରର ଉତ୍ତର ଲେଖିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କେରଳରେ । ଏର୍ଣ୍ଣାକୁଲମର ମହାରାଜା କଲେଜରେ ବିଜୁଳି ବିଭ୍ରାଟ ପରେ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ମୋବାଇଲ୍ ଫୋନ୍…