Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ଆଜିଠୁ ଛୋଟ ପରଦାକୁ ଆସିବେ କମେଡି କିଙ୍ଗ୍ କପିଲ ଶର୍ମା !

ମୁମ୍ବାଇ: ପୁଣିଥରେ ହସିବେ ଭାରତବାସୀ । କରୋନାକୁ ଆଡେଇ ସମସ୍ତଙ୍କୁ ହସାଇବେ କମେଡି କିଙ୍ଗ୍ କପିଲ୍ ଶର୍ମା । ବହୁଦିନର ବ୍ୟବଧାନ ପରେ ସାମାଜିକ ଦୂରତ୍ୱ ମାନି ଦ କପିଲ ଶର୍ମା ସୋର ସୁଟିଂ ଆରମ୍ଭ ହୋଇଥିଲା । ତେବେ ଆଜିଠୁ ଏହି ଲୋକପ୍ରିୟ କମେଡି ସୋ’ ର ନୂଆ ଏପିସୋଡ୍ ପ୍ରସାରଣ ହେବ ।…

ପ୍ରଥମେ ଆହତ, ପରେ ଚୋରି ଆଉ ଏବେ କରୋନାରେ ସଂକ୍ରମିତ !

ନାଗପୁର: ଏକ ବିିଚିତ୍ର ଘଟଣାରେ ଜଣେ ପରିବା ବିକାଳୀ କରୋନାରେ ସଂକ୍ରମିତ ହୋଇଛନ୍ତି । ମଦ ନିଶାରେ ଆହତ ହୋଇ ପରିବା ବିକାଳୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ହସ୍ପିଟାଲରୁ ଏକ ସାମଗ୍ରୀ ଚୋରି କରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ ସେହି…

କାହିଁକି ଫରହାନଙ୍କ ପାଇଁ ବିଦା ହେଲେ ଭିକି କୌଶଲ ?

ମୁମ୍ବାଇ: ଚଳଚଂଚଳ ବଲିଉଡ । ସାମ୍ନାକୁ ଆସୁଛି ନୂଆନୂଆ ଖବର । ଅଟକିପଡିଥିବା ପ୍ରୋଜେକ୍ଟ ବି ଏବେ ଆରମ୍ଭ ହେଲାଣି । ହେଲେ ଏକ ଅପକମିଂ ପ୍ରୋଜେକ୍ଟରେ ଭିକି କୌଶଲ ବାଦ ପଡିଥିଲାବେଳେ ତାଙ୍କୁ ରିପ୍ଲେସି କରିଛନ୍ତି ଫରହାନ୍ ଅଖତର । ଭାରତୀୟ ବୌଜ୍ଞାନିକ ରାକେଶ ଶର୍ମାଙ୍କୁ ନେଇ ନିର୍ମିତ ହେବ…

ବିଗବସ୍ ସିଜିନ୍‌-୧୪; କେବେ ଆସିବ ଛୋଟ ପରଦାକୁ ?

ମୁମ୍ବାଇ: ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନି ଲୋକପ୍ରିୟ ରିୟାଲିଟି ସୋ ବିଗ୍‌ବସ୍ ସିଜିନ୍‌-୧୪ । ଆରମ୍ଭ ହେବା ନେଇ ଶୁଣିବାକୁ ମିଳୁଛି ଅନେକ ର‌୍ୟୁମର । ପୂର୍ବ ସିଜିନ୍ ଗୁଡିକ ପରି ଏହି ସମୟରେ ପ୍ରମୋ ଟିଭିରେ ଆସିବା ସହ କଣ୍ଟେଷ୍ଟାଣ୍ଟଙ୍କୁ ନେଇ ଅନେକ ଅଙ୍କ କଷା ଚାଲିବା କଥା । ହେଲେ…

ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କୁ ଜେରା କରିବ ମୁମ୍ବାଇ ପୋଲିସ !

ମୁମ୍ବାଇ: ଚଳିତବର୍ଷ ବଲିଉଡରେ ସତରେ ଯେମିତି ଅମାବାସ୍ୟାର ଗ୍ରହଣ ଲାଗିଛି । ପ୍ରଥମେ କିଛି ପୁରୁଖା କଳାକାରଙ୍କ ଦେହାନ୍ତ । ପରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଆତ୍ମହତ୍ୟା ଓ ହତ୍ୟାର ଚକ୍ରବ୍ୟୁହରେ ଘୁରିବୁଲୁଛି । ହେଲେ ଏବେ ଖବର ମିଳିଛି ପ୍ରିୟଙ୍କା ଓ ଦୀପିକାଙ୍କୁ ମୁମ୍ବାଇ…

ଆସୁଛି ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକ୍ “ସୁଇସାଇଡ୍ ଅର୍ ମର୍ଡର୍”

ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା । ତାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ଭଳି ଦେଖାଯାଉଥିବା ସଚ୍ଚିନ ତିୱାରୀଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଖୁବ୍‌ଶୀଘ୍ର ସଚ୍ଚିନ ତିୱାରୀ ବିଜୟ ଶେଖର ଗୁପ୍ତାଙ୍କ…

ଚଳଚଂଚଳ ବଲିଉଡ; ଆଗକୁ ଆସୁଛି କ୍ୟାଟ୍ରିନା କୈଫ୍‌ଙ୍କ ଫୋନ୍ ଭୂତ୍ !

ମୁମ୍ବାଇ: ପୁଣି ଚଳଚଂଚଳ ଟିନ୍‌ସେଲ୍ ଟାଉନ୍ । ଆରମ୍ଭ ହେଲାଣି ବଡ ପରଦାର ସୁହାନା ସଫର । ଖୁବ ଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ କ୍ୟାଟ୍ରିନା କୈଫ୍‌ଙ୍କ ସୁପର୍ ନାଚୁରାଲ୍ ହରର୍ କମେଡି ଫିଲ୍ମ "ଫୋନ୍ ଭୂତ" । View this post on Instagram…

ସୁଟିଂ ଆରମ୍ଭ ନ ହେଉଣୁ ଅଘଟଣ, କୁମକୁମ୍ ଭାଗ୍ୟ ସେଟ୍‌ରେ ଅଗ୍ନିକାଣ୍ଡ !

ମୁମ୍ବାଇ: କୁମ୍‌କୁମ୍ ଭାଗ୍ୟ ସୁଟିଂ ସେଟ୍‌ରେ ଲାଗିଲା ନିଆଁ । ମାତ୍ର କିଛି ଦିନ ପୂ୍‌ର୍ବରୁ ଆରମ୍ଭ ହୋଇଥିଲା ସୁଟିଂ । ପ୍ରଥମେ କରୋନା ଟେନ୍‌ସନ୍‌ ଆଉ ଏବେ ସୁଟିଂ ସେଟ୍‌ରେ ଅଗ୍ନିକାଣ୍ଡ । ସୋସିଆଲ୍ ମିଡିଆରେ ସୁଟିଂ ସେଟ୍‌ର ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । …

ହୋମ୍ ଆଇସୋଲେସନରେ ମହାରାଷ୍ଟ୍ର ରାଜ୍ୟପାଳ

ମହାରାଷ୍ଟ୍ର: ରାଜଭବନ କର୍ମଚାରୀ କୋଭିଡ ପଜିଟିଭ୍ ଚିହ୍ନଟ ପରେ ଆଇସୋଲେସନରେ ଅଛନ୍ତି ରାଜ୍ୟପାଳ ଭଗତ ସିଂହ କୋସିୟାରି । ଆଗାମୀ କିଛି ଦିନ ପାଇଁ ସେ କାମ କରିବେ ନାହିଁ । ମହାରାଷ୍ଟ୍ର ରାଜଭବନର ପାଖାପାଖି ୧୪ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରୁ କିଛି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କରୋନାଠୁ ଅଧିକ ମାରାତ୍ମକ ଟମାଟୋ ଭାଇରସ୍ !

ଭୁବନେଶ୍ୱର: କରୋନା ଭାଇରସ୍‌ଠୁ ଅଧିକ ମାରାତ୍ମକ ଟମାଟୋ ଓରଫ ତ୍ରୀରଙ୍ଗା ଭାଇରସ୍ । ତେବେ ଏ କଥା ଆମେ ନୁହେଁ ବରଂ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍ ଟିଭି9 ଭାରତବର୍ଷ ଦାବି କରିଛି । ଦାବି ଅନୁଯାୟୀ ମହାରାଷ୍ଟ୍ରରେ ସାମ୍ନାକୁ ଆସିଛି କରୋନାଭାଇରସ୍‌ର ନୂଆ ଭର୍ସନ୍ । ଆଉ ତା ପୁଣି ଟମାଟୋ ବା ବିଲାତି…