Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ସୁଟିଂ ଆରମ୍ଭ ନ ହେଉଣୁ ଅଘଟଣ, କୁମକୁମ୍ ଭାଗ୍ୟ ସେଟ୍‌ରେ ଅଗ୍ନିକାଣ୍ଡ !

ମୁମ୍ବାଇ: କୁମ୍‌କୁମ୍ ଭାଗ୍ୟ ସୁଟିଂ ସେଟ୍‌ରେ ଲାଗିଲା ନିଆଁ । ମାତ୍ର କିଛି ଦିନ ପୂ୍‌ର୍ବରୁ ଆରମ୍ଭ ହୋଇଥିଲା ସୁଟିଂ । ପ୍ରଥମେ କରୋନା ଟେନ୍‌ସନ୍‌ ଆଉ ଏବେ ସୁଟିଂ ସେଟ୍‌ରେ ଅଗ୍ନିକାଣ୍ଡ । ସୋସିଆଲ୍ ମିଡିଆରେ ସୁଟିଂ ସେଟ୍‌ର ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । …

ହୋମ୍ ଆଇସୋଲେସନରେ ମହାରାଷ୍ଟ୍ର ରାଜ୍ୟପାଳ

ମହାରାଷ୍ଟ୍ର: ରାଜଭବନ କର୍ମଚାରୀ କୋଭିଡ ପଜିଟିଭ୍ ଚିହ୍ନଟ ପରେ ଆଇସୋଲେସନରେ ଅଛନ୍ତି ରାଜ୍ୟପାଳ ଭଗତ ସିଂହ କୋସିୟାରି । ଆଗାମୀ କିଛି ଦିନ ପାଇଁ ସେ କାମ କରିବେ ନାହିଁ । ମହାରାଷ୍ଟ୍ର ରାଜଭବନର ପାଖାପାଖି ୧୪ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରୁ କିଛି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କରୋନାଠୁ ଅଧିକ ମାରାତ୍ମକ ଟମାଟୋ ଭାଇରସ୍ !

ଭୁବନେଶ୍ୱର: କରୋନା ଭାଇରସ୍‌ଠୁ ଅଧିକ ମାରାତ୍ମକ ଟମାଟୋ ଓରଫ ତ୍ରୀରଙ୍ଗା ଭାଇରସ୍ । ତେବେ ଏ କଥା ଆମେ ନୁହେଁ ବରଂ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍ ଟିଭି9 ଭାରତବର୍ଷ ଦାବି କରିଛି । ଦାବି ଅନୁଯାୟୀ ମହାରାଷ୍ଟ୍ରରେ ସାମ୍ନାକୁ ଆସିଛି କରୋନାଭାଇରସ୍‌ର ନୂଆ ଭର୍ସନ୍ । ଆଉ ତା ପୁଣି ଟମାଟୋ ବା ବିଲାତି…

ମହାରାଷ୍ଟ୍ରରୁ ଭଦ୍ରକରେ ପହଞ୍ଚିଲା ସ୍ୱତନ୍ତ୍ର ଟ୍ରେନ୍‌; ଆସିଲେ ୩୮୭ ପ୍ରବାସୀ

ଭଦ୍ରକ: ଆଜି ମହାରାଷ୍ଟ୍ରର ଥାନେରୁ ଏକ ସ୍ୱତନ୍ତ ଟ୍ରେନ ଭଦ୍ରକ ଷ୍ଟେସନରେ ପହଞ୍ଚିଛି । ଭଦ୍ରକରେ ପହଞ୍ଚିଥିବା ଏହି ଟ୍ରେନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୩୮୭ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି । Train from Thane just arrived at Bhadrak Rly Stn.…

ଲକ୍‌-ଡାଉନ୍‌ରେ କୂଅ ଖୋଳିପକାଇଲେ ଦମ୍ପତ୍ତି !

ମହାରାଷ୍ଟ୍ର: ମାତ୍ର ୨୧ଦିନରେ ୨୫ ଫୁଟର କୂଅ ଖୋଳିଲେ ଦୁଇ ଜଣ । ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ବି ମହାରାଷ୍ଟ୍ରରେ ସାମ୍ନାକୁ ଆସିଛି ଏପରି ଏକ ଅନନ୍ୟ ଘଟଣା । ପାଣି ସମସ୍ୟାକୁ ଦୂର କରିବା ପାଇଁ ଏକ ଦମ୍ପତ୍ତି କେବଳ ହାତ ଉପକରଣରେ ଏପରି କାରନାମା କରିଦେଖାଇଛନ୍ତି । Maharashtra:…

ମହଙ୍ଗା ପଡିଲା ଦ୍ୱେଷପୂର୍ଣ୍ଣ ଭାଷଣ, ଗିରଫ ହେଲେ ଏଜାଜ ଖାନ୍ !

ମୁମ୍ବାଇ: ପୁଣି ଗିରଫ ହେଲେ ଅଭିନେତା ଏଜାଜ୍ ଖାନ୍ । ହେଲେ ଏଥର କୌଣସି ନେତା କି ଅଭିନେତାଙ୍କୁ ଧମକ ଦେଇ ନୁହେଁ ବରଂ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଭାଷଣ ମାରି ପୋଲିସ ହାତରେ ବନ୍ଧା ହୋଇଛନ୍ତି । Mumbai: Actor Ajaz Khan has been arrested & case registered against…

ଭଉଣୀ ରଙ୍ଗୋଲିଙ୍କ ମାମଲାରେ ମୁହଁ ଖୋଲିଲେ କଙ୍ଗନା ରଣାୱତ୍ !

ମୁମ୍ବାଇ: ଇନ୍‌ଷ୍ଟାଗ୍ରମରେ ଭିଡିଓ ଶେୟାର କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ । ଭଉଣୀ ରଙ୍ଗୋଲିଙ୍କ ବିବାଦୀୟ ଟୁଇଟ୍ ପରେ ଟୁଇଟର ତାଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରିଥିଲା । ଏ ନେଇ ଟୁଇଟରକୁ ବନ୍ଦ କରିବା ଲାଗି କଙ୍ଗନା ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । …

ଶାଢି ଚ୍ୟାଲେଂଜ; ପର୍ଣ୍ଣ ସାଇଟ୍‌ରେ ସ୍ଥାନ ପାଇପାରେ ଆପଣଙ୍କ ଫଟୋ !

ମୁମ୍ବାଇ: କ୍ୱାରେଣ୍ଟାଇନରେ ସୋସିଆଲ ମିଡିଆରେ ଏକାଧିକ ଟ୍ରେଣ୍ଡ । ଖାସ କରି ଫେସବୁକରେ ଶାଢୀ ଚ୍ୟାଲେଂଜ ସବୁଠୁ ଅଧିକ ପପୁଲାର ହୋଇିଛି । ତେବେ କିଛି ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଫଟୋ ପର୍ଣ୍ଣ ସାଇଟରେ ପବ୍ଲିସ୍ ହୋଇଥିବା ଅଭିଯୋଗ ଆସିଛି । ଡିପ୍ ନ୍ୟୁଡ (Deep Nude) ନାମକ ଏକ…

ବଲିଉଡ ଲକ୍‌-ଡାଉନ; କ୍ୱାରେଣ୍ଟାଇନ୍ ଲଭରେ ମସଗୁଲ୍ ମିକା ସିଂ !

ମୁମ୍ବାଇ: ସାରା ଦେଶରେ ଜାରି ରହିଛି ଲକ୍‌-ଡାଉନ୍ । ନିଜନିଜ ଅନ୍ଦାଜରେ ବଲିଉଡ ସେଲିବ୍ରିଟି ଲକ୍‌-ଡାଉନ ଅବଲମ୍ବନ କରିବା ସହ ଦର୍ଶକଙ୍କ ମନୋରଂଜନ କରୁଛନ୍ତି । ତେବେ ମିକା ସିଂ ନିକଟରେ ଦର୍ଶକଙ୍କ ପାଇଁ ଏକ ଗୀତ ରିଲିଜ କରିଛନ୍ତି । କ୍ୱାରେଣ୍ଟାଇନ୍ ଲଭ ଉପରେ ଆଧାରିତ ଏହି ଗୀତର ଥିମ ଦୁଇ…

ଗୁଜବ ଯୋଗୁଁ ବାନ୍ଦ୍ରାରେ ହୋଇଥିବା ଭିଡ ଘଟଣାରେ ୧୩ ଅଟକ

ମୁମ୍ବାଇ : ଗୁଜବ ଯୋଗୁଁ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟ୍ରେସନରେ ହୋଇଥିବା ଜନଗହଳି ଘଟଣାରେ ପୋଲିସ ୧୩ ଜଣଙ୍କୁ ଅଟକ ରଖିଛି । ଏମାନଙ୍କ ମଧ୍ୟରେ ଜଣେ ରାଜନୈତିକ କର୍ମୀ, ଜଣେ ସାମ୍ବାଦିକଙ୍କ ସମେତ ନଅ ଜଣ ଶ୍ରମିକ ଓ କାମୋଠେର ତିନି ଜଣ ବ୍ୟକ୍ତି ଅଛନ୍ତି । ଗତ ମଙ୍ଗଳବାର ଅପରାହ୍ନରେ ଟ୍ରେନ…