Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ମହାରାଷ୍ଟ୍ରରେ ବଢୁଛି କରୋନା; ସଂକ୍ରମିତ ହେଲେ ଗୋଟିଏ ପରିବାରର ୨୫ ସଦସ୍ୟ

ସାଙ୍ଗଲି: ମହାରାଷ୍ଟ୍ରର ସାଙ୍ଗଲିର ଏକ ପରିବାରର ୨୫ ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଅବରୁଦ୍ଧ ହୋଇ ଗୋଟିଏ ଘରେ ୨୫ ଜଣ ସଦସ୍ୟ ରହୁଥିବାରୁ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିଛି ବୋଲି ଜଣେ ଅଧିକାରୀ କହିଛନ୍ତି । ପ୍ରାରମ୍ଭରେ ୪ଜଣ ପରିବାର ସଦସ୍ୟ ମାର୍ଚ୍ଚ ୨୩ରେ ସାଉଦି ଆରବରୁ…

ଲକ୍‌-ଡାଉନ୍ ପ୍ରଭାବ: ୧୩୫ କି.ମି ଚାଲି ଘରେ ପହଂଚିଲେ ଦିନ ମଜୁରିଆ !

ମହାରାଷ୍ଟ୍ର : ସାରା ଦେଶରେ ଲକ୍‌-ଡାଉନ୍ ନିର୍ଦ୍ଦେଶ । ଘରେ ପହଂଚିବା ପାଇଁ ମହାରାଷ୍ଟ୍ରର ଜଣେ ଦିନ ମଜୁରିଆଙ୍କୁ ଚାଲିବାକୁ ପଡିଛି ୧୩୫ କି.ମି । Maharashtra: Amid travel restrictions due to the #21daylockdown to contain the spread of #coronavirus, a…

ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢୁଛି ଘାତକ କରୋନା; ଆକ୍ରାନ୍ତ ସଂଖ୍ୟା ୧୧୬ ଛୁଇଁଲା

ମୁମ୍ବାଇ: ସାରା ଦେଶରେ କରୋନାଭାଇରସକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ବୁଧବାର ଦିନ କରୋନାଭାଇରସର ୯ଟି ନୂଆ ମାମଲା ଆସିଛି । ଏହା ସହିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି ।…

ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୍‌୧୯ ହସ୍‌ପିଟାଲ୍ ସ୍ଥାପନ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ଖୋଲାଯାଇଥିବା ଘୋଷଣା କରାଯାଇଛି । ସାର ଏଚ୍‌. ଏନ୍‌. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇ ମହାନଗର ନିଗମ ସହଯୋଗରେ…

ଜନତା କର୍ଫ୍ୟୁ ଯୋଗୁଁ କୋଳାହଳ ମୁକ୍ତ ହେଲା ମାୟାନଗରୀ

ମୁମ୍ବାଇ: ରବିବାର ୨୨ ମାର୍ଚ୍ଚ ହୋଇଥିବା ଜନତା କର୍ଫ୍ୟୁ ଯୋଗୁଁ ମାୟା ନଗରୀ ମୁମ୍ବାଇରେ କମିଛି କୋଳାହଳ। କର୍ଫ୍ୟୁ ମଧ୍ୟରେ ଅମିତାଭ ବଚ୍ଚନ ଟ୍ୱିଟରରେ ମୁମ୍ବାଇ ସ୍ଥିତ ସମୁଦ୍ରର ନୀରବ କୂଳର ଏକ ଭିଡିଓ ସେୟାର କରି ଲେଖିଛନ୍ତି ଏହା ହେଉଛି ଜାତୀୟ ଅନୁଶାସନର ଅର୍ଥ, ଜୟହିନ୍ଦ '| ୨୪ ଘଣ୍ଟା…

କରୋନା ପାଇଁ ମୁମ୍ବାଇ, ପୁଣେ, ନାଗପୁର ସମେତ ୪ ସହର ଲକଡାଉନ୍

ମୁମ୍ବାଇ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏପର୍ଯ୍ୟନ୍ତ ଭାରତରେ କରୋନା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି । ଯେଉଁଥିରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ରୋଗୀ ଅଛନ୍ତି । ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖି ମହାରାଷ୍ଟ୍ର ସରକାର ୪ଟି ସହରକୁ…

ୟେସ ବ୍ୟାଙ୍କ ମାମଲା: ଅନୀଲ ଅମ୍ବାନୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଦିନ ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ସମନ କରିଛି । ୟେସ ବ୍ୟାଙ୍କ ମାମଲାରେ ତାଙ୍କୁ ଏହି ସମନ କରାଯାଇଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୟେସ୍ ବ୍ୟାଙ୍କ ମାଲିକ ରାଣା କପୁରଙ୍କ…

କରୋନା: ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ପ୍ରକୋପ । ଚୀନରୁ ଆସିଥିବା କରୋନା ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଛି । ଦେଶରେ ମଧ୍ୟ କରୋନା ମୁକାବିଲା ନେଇ ଯୁଦ୍ଧଭିତ୍ତି କ ସ୍ତରରେ ପ୍ରସ୍ତୁତି ଚାଲିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି ଏବଂ ୨ଟି କରୋନା ଜନିତ ମୃତ୍ୟୁ…

ତିନି ଦଳର ମିଳିତ ସରକାର ଖୁବ୍ ଶୀଘ୍ର ଭାଙ୍ଗିବ: ଭୈୟାଜୀ ଯୋଶୀ

ମୁମ୍ବାଇ: ମହାରାଷ୍ଟ୍ରରେ ବେଶି ଦିନ ତିନି ଦଳର ମିଳିତ ସରକାର ରହିବ ନାହିଁ ବୋଲି ଆରଏସଏସର ଭୈୟାଜୀ ଯୋଶୀ ଭବିଷ୍ୟବାଣୀ କରିଛନ୍ତି । ଦେବେନ୍ଦ୍ର ଫଡନିଭସ ବେଶି ଦିନ ବିରୋଧୀ ଦଳର ନେତା ରହିବେ ନାହିଁ ବୋଲି ସେ କହିଛନ୍ତି । ତାଙ୍କର ଏହି ବୟାନ ପରେ ରାଜନୀତି ସରଗରମ ବୃଦ୍ଧି ପାଇଛି । ଶୁକ୍ରବାର…

ଦେଖନ୍ତୁ ଭିଡ଼ିଓ: ଧରାପଡ଼ିଲା ପିଆଜ ଚୋର, ସୁନା ଛାଡ଼ି ଚୋରୀ କରିଥିଲା ପିଆଜବସ୍ତା !

ମୁମ୍ବାଇ: ଏବେ ସାରା ଦେଶରେ ପିଆଜ ଦର ହୁହୁ ହୋଇ ବଢି ଚାଲିଥିବା ବେଳେ ରୋଷେଇ ଘରୁ ପିଆଜ ଏକପ୍ରକାର ଉଭାନ୍ ହୋଇଯାଇଛି କହିଲେ ଚଳେ । ପିଆଜର ଭାଉ ବୃଦ୍ଧି ହୋଇ ଏବେ କିଲୋଗ୍ରାମ ପ୍ରତି ୧୭୦ ଟଙ୍କାରେ ବିକ୍ରି ହେଉଛି । କୌତୁହଳର ବିଷୟ ହେଉଛି ଯେ, ମୁମ୍ବାଇରେ ଚୋରମାନେ ସୁନା ଛାଡ଼ି ପିଆଜବସ୍ତା…