Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ହାପି ବର୍ଥ ଡେ’ ଦିବ୍ୟାଙ୍କା

ମୁୁମ୍ବାଇ : ଆଜି ବଲିଉଡ୍ ଟେଲି ଆକ୍ଟ୍ରିସ୍ ଦିବ୍ୟାଙ୍କା ତ୍ରିପାଠୀଙ୍କ ବର୍ଥ ଡେ' । ଦିବ୍ୟାଙ୍କା ତାଙ୍କର ୩୭ ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଏନେଇ ବଲିଉଡ ଜଗତରୁ ଦିବ୍ୟାଙ୍କାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ ଏଥର ବର୍ଥ ଡେ କୁ ଦିବ୍ୟାଙ୍କା ଦୁବାଇରେ ସେଲିବ୍ରେସନ…

ପୋଲିସ ପରେ ସ୍ପାଏ ଅବତାରରେ ଆସୁଛନ୍ତି ଦବଙ୍ଗ ଖାନ ସଲମାନ୍

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ସୁପରଷ୍ଟାର ସଲମାନଙ୍କ ଫିଲ୍ମ ଅନ୍ତିମ୍ । ବକ୍ସ ଅଫିସରେ ଏହି ଫିଲ୍ମକୁ ମିଳିଛି ଅପୂର୍ବ ସଫଳତା । ଅନ୍ତିମକୁ ବାଦ୍ ଦେଲେ ଟାଇଗର୍‌-୩ ମଧ୍ୟ ପାଇପ୍ ଲାଇନରେ ରହିଛି । ଫିଲ୍ମ ଟାଇଗର ସିରିଜରେ ସଲମାନ RAW ଏଜେଣ୍ଟ ଭାବେ ନଜର ଆସିଥିଲେ । ତେବେ ଆଗାମୀ ଦିନରେ…

ବିିବାହ ପରେ ପତିଙ୍କ ସହ ଜନ୍ମଦିନ ପାଳିଲେ ୟାମି ଗୌତମ , ସେୟାର କଲେ ଫଟୋ

ମୁମ୍ବାଇ : ବଲିଉଡ୍ ବିୟୁଟି ୟାମି ଗୌତମ ନିଜ ଜନ୍ମଦିନକୁ ସ୍ପେଶାଲ ଅନ୍ଦାଜରେ ସେଲିବ୍ରେସନ କରିଛନ୍ତି । ୟାମି ଗୌତମ ବିବାହ ପରେ ତାଙ୍କର ପ୍ରଥମ ଜନ୍ମ ଦିନ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଜି ୟାମି ତାଙ୍କର ୩୩ ତମ ଜନ୍ମଦିନ ପାଳୁଛନ୍ତି । ହେଲେ ଏହି ବର୍ଷ ଜନ୍ମଦିନକୁ ସ୍ପେଶାଲ…

ସରିଲା ନିର୍ବନ୍ଧ, ଆସନ୍ତା ବର୍ଷ ବିବାହ କରିବେ କ୍ରିକେଟର୍ ସାର୍ଦୁଲ୍ ଠାକୁର

ଭୁବନେଶ୍ୱର: ନିଜ ପ୍ର୍ରେମିକା ସହ ନିର୍ବନ୍ଧ କଲେ ଭାରତୀୟ କ୍ରିକେଟ ଦଳର ପେସ୍ ବୋଲର ସାର୍ଦୁଲ୍ ଠାକୁର । ଟି୨୦ କ୍ରିକେଟ୍ ବିଶ୍ୱକପ ସ୍କ୍ୱାର୍ଡରେ ଥିବା ସାର୍ଦୁଲଙ୍କୁ ଏବେ ବିଶ୍ରାମ ଦିଆଯାଇଛି । ଏହି ସମୟ ଭିତରେ ସାର୍ଦୁଲ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୀର୍ଘ ବର୍ଷ ଧରି…

ପାଖେଇ ଆସିଲାଣି ବିବାହ ସମୟ ,ଏବେଠୁ ବ୍ରେକ୍ ନେଲେଣି କ୍ୟାଟ୍ରିନା କୈଫ୍

ମୁମ୍ବାଇ : ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚିକିନି ଚମେଲୀ କ୍ୟାଟ୍ରିନା କୈଫ୍ । ସେ ଆସନ୍ତା ମାସରେ ବଲିଉଡ୍ ହିଟ୍ ଷ୍ଟାର, ହ୍ୟାଣ୍ଡସମ୍ ବୟେ ଭିକି କୌଶଲଙ୍କୁ ବିବାହ କରିବାକୁ ଯାଉଛନ୍ତିା ବିବାହ ତାରିଖ ପାଖେଇ ଆସିଲାଣି । ଏହି ଗ୍ରାଣ୍ଡ ମ୍ୟାରେଜକୁ ନେଇ ସମସ୍ତଙ୍କ ମନରେ…

କରନ ଜୋହରଙ୍କ ପାଇଁ ଯୋଦ୍ଧା ସାଜିଲେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା

ମୁମ୍ବାଇ: ସବୁବେଳେ ଫ୍ୟାମିଲି ଡ୍ରାମା ଓ ଲଭ ରୋମାଣ୍ଟିକ୍ ମୁଭି ପ୍ରସ୍ତୁତ କରୁଥିବା କରନ ଜୋହର ଏବେ ଆକ୍ସନ୍ ମୁହାଁ ହୋଇଛନ୍ତି । ଆଗାମୀ ଦିନରେ ଖୁବଶୀଘ୍ର କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନର ତଳେ ରିଲିଜ ହେବାକୁ ଯାଉଛି ଆକ୍ସନ ପ୍ୟାକ୍‌ଡ ମୁଭି ୟୋଦ୍ଧା । କରନଙ୍କ ଫିଲ୍ମରେ ଯୋଦ୍ଧା…

ବିଲେଇ ବଞ୍ଚାଇଲା ନବଜାତର ଜୀବନ, ଡ୍ରେନରୁ ଉଦ୍ଧାର କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବିଲେଇ ବଞ୍ଚାଇଲା ନବଜାତର ଜୀବନ । ଏହି କଥା ଶୁଣିଲା ବେଳକୁ ଟିକେ ଅଡୁଆ ଲାଗୁଥିବ । ଏହା କେମିତି ସମ୍ଭବ ହେଲା ଭାବୁଥିଲେ । କିନ୍ତୁ ପୁରା ଘଟଣା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ମୁମ୍ବାଇରେ ଏମିତି ଏକ ଘଟଣାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର । କଥାରେ ଅଛି ଯାହାକୁ…

ହାପି ବର୍ଥ ଡେ’ ଜୁହି ଚାୱଲା

ମୁମ୍ବାଇ : ଆଜି ବଲିଉଡ ବିୟୁଟି ଜୁହି ଚାୱଲାଙ୍କ ବର୍ଥ ଡେ'। ବଲିଉଡର ଫେମସ ଆକ୍ଟ୍ରିସ ଜୁହି ଆଜି ୫୪ ବୟସରେ ପାଦ ଥାପିଛନ୍ତି । ଏନେଇ ବଲିଉଡ୍ ଜଗତରୁ ଜୁହିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଜି ଜୁହି ତାଙ୍କ ବାର୍ଥ ଡେ ସ୍ପେଶାଲ ୱେରେ ସେଲିବ୍ରେସନ କରିବେ ବୋଲି ଜଣାପଡ଼ିଛି। ଜୁହି ୧୩…

ଅହମ୍ମଦନଗର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ , ଜଳିଗଲେ ୧୦ଜଣ କରୋନା ରୋଗୀ

ମହାରାଷ୍ଟ୍ର : ମହାରାଷ୍ଟ୍ର ଅହମ୍ମଦନଗର ସିଭିଲ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଇସିୟୁରେ ନିଆଁ ଲାଗି ଯିବା ଫଳରେ ଘଟଣା ସ୍ଥଳରେ ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ୬ ଜଣ ଗୁରୁତର ହୋଇପଡ଼ିଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । ଏହି ଅଗ୍ନିକାଣ୍ଡ…

ମୁମ୍ବାଇ କାର୍ଗୋ କମ୍ପ୍ଲେକ୍ସରୁ ଧଳା ଜହର ଜବତ, ବ୍ୟବସାୟୀ ଗିରଫ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦର ନିକଟରେ ଥିବା କାର୍ଗୋ କମ୍ପ୍ଲେକ୍ସରୁ ୭୦୦ଗ୍ରାମ ହେରୋଇନ ବା ଧଳ ଜହର ଜବତ ହୋଇଛି। ଏହି ଘଟଣାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗୁଜୁରାଟର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ୭୦୦ଗ୍ରାମ ଧଳା ଜହରର ବଜାର ମୂଲ୍ୟ ୪କୋଟି ଟଙ୍କା ହେବ। ଏନସିବିର ଜୋନାଲ…