Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

ଆଶୁତୋଷ ରାଣା କରୋନାରେ ଆକ୍ରାନ୍ତ, ଏପ୍ରିଲ ୬ରେ ନେଇଥିଲେ ଟିକା 

ମୁମ୍ବାଇ: ବଲିଉଡର ପପୁରାଲ ଆକ୍ଟର ଆଶୁତୋଷ ରାଣା କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଏକ ଫଟୋ ସେଆର କରି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜି ଭାରତୀୟ ନବ ବର୍ଷ ଓ ଚୈତ୍ର ନବରାତ୍ର । ଆଜିଠୁ ନଅ ଦିନ ଯାଏ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯିବ । ଆଜି…

ବଟି ଆଦାୟ ମାମଲା: ସିବିଆଇରେ ହାଜର ହେଲେ ଅନୀଲ ଦେଶମୁଖ, ସିବିଆଇ କରିଥିଲା ସମନ

ମୁମ୍ୱାଇ: ବଟି ଆଦାୟ ମାମଲା । ସିବିଆଇରେ ହାଜର ହୋଇଛନ୍ତି ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଆଜି ଡିଆରଡିଓର ଏକ ଗେଷ୍ଟ ହାଉସରେ ହାଜର ହୋଇଛନ୍ତି । ଗତ ଏପ୍ରିଲ ୧୨ ତାରିଖରେ ହାଜର ହେବାକୁ ସିବିଆଇ ତାଙ୍କୁ ସମନ କରିଥିଲା । ଏହାପୂର୍ବରୁ ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀ…

ବମ୍ବେ ଓଡ଼ିଶା ଭବନ କ୍ୟାଣ୍ଟିନ୍‍ ଖୋଲିବାକୁ ବିପିନ ମିଶ୍ରଙ୍କ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କଲେ ନିବେଦନ 

ମୁମ୍ବାଇ: ବମ୍ବେ ଓଡ଼ିଶା ଭବନ କ୍ୟାଣ୍ଟିନ୍‍ ଖୋଲିବାକୁ ବିପିନ ମିଶ୍ରଙ୍କ ଦାବି । ନଭି ମୁମ୍ବାଇ ସ୍ଥିତ ଓଡ଼ିଶା ଭବନର କ୍ୟାଣ୍ଟିନକୁ ତୁରନ୍ତ ଚାଲୁ କରିବାକୁ ବମ୍ବେ ଓଡ଼ିଆ ମହାସଂଘର ସଭାପତି ଡଃ ବିପିନ ମିଶ୍ର ଦୃଢ଼ ଦାବି କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି…

ମହାରାଷ୍ଟ୍ରକୁ କରୋନା ଭୟ, ହୋଇପାରେ ୧୫ ଦିନିଆ ଲକଡାଉନ୍, ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ…

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି ରହିଛି । ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । କରୋନା ଦାଉରୁ ଲୋକଙ୍କୁ ରକ୍ଷା କରିବାକୁ ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡିଛି । ରାଜ୍ୟରେ କଟକଣା ଲଗାଇବାକୁ ଏସ୍‌ଓପି ପ୍ରସ୍ତୁତ କରୁଛନ୍ତି ମହାରାଷ୍ଟ୍ର ସରକାର ।…

କରୋନାରୁ ମୁକ୍ତ ହେଲେ ଅକ୍ଷୟ କୁମାର, ରିପୋର୍ଟ ଆସିଲା ନେଗେଟିଭ୍, ଡିସ୍ଚାର୍ଜ ହୋଇ ଫେରିଲେ ଘରକୁ

ମୁମ୍ବାଇ : ସୁସ୍ଥ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଛି । ସୁସ୍ଥ ହେବା ପରେ ଆଜି ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ସେ ଘରକୁ ଫେରିଛନ୍ତି । ଏନେଇ ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୂଚନା ଦେଇଛନ୍ତି । ଟ୍ବିଙ୍କଲ ଇନଷ୍ଟାରେ ଏକ ପୋଷ୍ଟ ସେୟାର…

ପୁଣି ହସ୍ପିଟାଲରେ ଆଡମିଟ ହେଲେ ଏନସିପି ସୁପ୍ରିମୋ, ଆଜି ଶରଦ ପାଓ୍ୱାରଙ୍କ ହେବ ଅପରେସନ

ମୁମ୍ୱାଇ: ଏନସିପି ମୁଖ୍ୟ ଶରଦ ପାଓ୍ୱାର ପୁଣିଥରେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ଗତକାଲି ତାଙ୍କୁ ମୁମ୍ୱାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ତାଙ୍କ ଗଲ୍ଫ ବ୍ଲାଡରରେ  ଅପରେସନ ହେବ ବୋଲି ଜଣାପଡିଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପାଓ୍ୱାର…

କମେଡି କିଙ୍ଗ କପିଲ ଶର୍ମାଙ୍କ ବିଷୟରେ ପଢିବେ ସ୍କୁଲ ପିଲା, ଜାଣିବେ ତାଙ୍କ ପିଲାଦିନର କାହାଣୀ

ମୁମ୍ବାଇ: ଏଣିକି କପିଲ ଶର୍ମାଙ୍କ ବିଷୟରେ ପାଠ ପଢିବେ ଚତୁର୍ଥ ଶ୍ରେଣୀ ପିଲା । ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ପାଠ୍ୟପୁସ୍ତକରେ କପିଲଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । କପିଲଙ୍କ ପିଲାଦିନର କାହାଣୀ ସହ ତାଙ୍କ ସଂଘର୍ଷମୟ ଯାତ୍ରା ବାବଦରେ ପଢି ଜାଣିବେ ପିଲାମାନେ । ଏନେଇ କପିଲ ନିଜ…

୨୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବି ଶୀଘ୍ର ଦିଆଯାଉ କରୋନା ଟିକା: ସରକାରଙ୍କୁ ସୋନୁଙ୍କ ଅପିଲ

ମୁମ୍ବାଇ: ଦେଶରେ କରୋନା ପୁଣି କାୟା ବିସ୍ତାର କରୁଛି । ଦିନକୁ ଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଟେନସନ ଦେଉଛି । ମୁମ୍ବାଇ ଓ ଦିଲ୍ଲୀରେ କରୋନା ସ୍ଥିତି ଭୟଙ୍କର । ଦେଶରେ କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ଟୀକାକରଣ ଜାରି ରହିଛି ।  ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି ।…

କରୋନା ସଂକ୍ରମିତ ହେଲେ ଇଣ୍ଡିଆନ୍‌ ଆଇଡଲ ପ୍ରତିଯୋଗୀ ପଓ୍ବନଦୀପ ରାଜନ୍‌, ଫ୍ୟାନଙ୍କ ପାଇଁ ହୋଟେଲ ରୁମ୍‌ରୁ ଗାଇବେ ଗୀତ 

ମୁମ୍ବାଇ: ଇଣ୍ଡିଆନ୍‌ ଆଇଡଲ ପ୍ରତିଯୋଗୀ ପଓ୍ବନଦୀପ ରାଜନ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି । ମୁମ୍ବାଇର ଏକ ହୋଟେଲରେ ସେ କ୍ବାରେଣ୍ଟାଇନରେ ଅଛନ୍ତି । ଆଗାମୀ ଏପିସୋଡରେ ପଓ୍ବନଦୀପ ମଞ୍ଚରୁ ନୁହେଁ ନିଜ ଫ୍ୟାନମାନଙ୍କ ପାଇଁ ହୋଟେଲ ରୁମରୁ ହିଁ ଗୀତ ଗାଇବେ ବୋଲି କହିଛନ୍ତି । ହୋଟେଲ ରୁମରୁ…

କରୋନାରେ ସଂକ୍ରମିତ ହେଲେ ଅଭିନେତ୍ରୀ ନଗମା, ନେଇଥିଲେ ଭ୍ୟାକ୍ସିନ୍ 

ମୁମ୍ବାଇ: ଅଭିନେତ୍ରୀ ତଥା ରାଜନେତା ନଗମା କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବରୁ ନଗମା କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ । କରୋନା ସଂକ୍ରମିତ ହେବା ପରେ ସେ ନିଜକୁ ହୋମ…