Latest Odisha News
Browsing Category

ମହାରାଷ୍ଟ୍ର

Maharashtra

ଶାହରୁଖଙ୍କ ଫିଲ୍ମରେ ଡେବ୍ୟୁ କରିଥିଲେ , ଏବେ ୱେବ୍ ସିରିଜ୍ ସାହା

ମୁମ୍ବାଇ: ବଲିଉଡରେ ପରିଶ୍ରମ ଓ ଭାଗ୍ୟ ଏକାସହ ତାଳ ଦେଇ ଚାଲିଥାନ୍ତି । ଏମିତି ଅନେକ ଉଦାହରଣ ରହିଛି, ଯେଉଁଠି ଜଣେ କଳାକାରକୁ ବଡ ଫିଲ୍ମରେ ବ୍ରେକ୍ ମିଳିଥିଲେ ବି ସେମାନେ ନିଜକୁ ପ୍ରତିଷ୍ଠିତ କରାଇପାରିନଥିଲେ । ଅନ୍ୟପକ୍ଷେ ତାଙ୍କ ବନ୍ଧୁ, ସାଙ୍ଗ କି ପରିବାର ଲୋକ ସେହି ସୋପାନରେ…

ବର୍ଷକୁ କେତେ ଆୟ କରନ୍ତି ପାୱାର କପଲ୍ ବିରାଟ୍ ଓ ଅନୁଷ୍କା ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ବହୁଚର୍ଚ୍ଚିତ ଦମ୍ପତ୍ତି ତାଲିକାରେ ସାମିଲ ଅଛନ୍ତି ବିରାଟ ଓ ଅନୁଷ୍କା । ଜଣେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଭିନେତ୍ରୀ ତ ଆଉ ଜଣେ ବିଶ୍ୱ କ୍ରିକେଟର ଅଭିନ୍ନ ଅଙ୍ଗ । ନିଜନିଜ କ୍ଷେତ୍ରରେ ଦୁହିଁଙ୍କ ଭୂମିକା ହିଁ ତାଙ୍କୁ ପାୱାର୍ କପଲ୍‌ର ଆଖ୍ୟା ଦେଇଛି ।…

୧୦ ଟଙ୍କାରେ ମିଳୁଛି ଜୀବନ ଶିକ୍ଷା !

ମୁମ୍ବାଇ: ମଣିଷର ସବୁଠୁ ଘନିଷ୍ଠ ବନ୍ଧୁ ହେବାର ପ୍ରଥମ ଦାବିଦାର ହେଉଛି ବହି । ତେବେ ଆଜି ବହିର ସ୍ଥାନକୁ ମୋବାଇଲ୍ ଫୋନ୍ ମାଡି ବସିଛି । ହେଲେ ବହି ଯାହା ଆମକୁ ଶିକ୍ଷା ଦେଇଛି ତାହା ଆଉ କେହି ଦେଇପାରିବେ ନାହିଁ । ଏ କଥାକୁ ଆପଣ ବି ଅମାନ୍ୟ କରିପାରିବେ ନାହିଁ । ମୁମ୍ବାଇର ଜଣେ ବ୍ୟକ୍ତି…

ଏକାଠି ଆସୁଛନ୍ତି ମନୋଜ ବାଜପାୟୀ, ନିନା ଓ ସାକ୍ଷୀ ତନୱର !

ମୁମ୍ବାଇ: ତିନି ପୁରୁଖା କଳାକାରଙ୍କୁ ନେଇ ସାମ୍ନାକୁ ଆସିବ ଥ୍ରୀଲର୍ ଫିଲ୍ମ "ଡାଏଲ୍‌- ୧୦୦" । ସୋନୀ ପିକ୍‌ଚର୍ସ ବ୍ୟାନର୍ ତଳେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ମନୋଜ ବାଜପାୟୀ, ନିନା ଗୁପ୍ତା ଓ ସାକ୍ଷୀ ତନୱରଙ୍କ ଭଳି ଜଣାଶୁଣା କଳାକାର ନଜର ଆସିବେ । Excited to announce my…

ଅଡୁଆରେ ଅକ୍ଷୟ, ଫିଲ୍ମ ବେଲ୍ ବଟମ୍ କ୍ରିଉ ବିରୋଧରେ ଦୁଷ୍କର୍ମ ଅଭିଯୋଗ !

ମୁମ୍ବାଇ: କରୋନା ମହାମାରୀକୁ ଖାତିର ନକରି ଅଭିନେତା ଅକ୍ଷୟ ସ୍କଟଲ୍ୟାଣ୍ଡରେ ପହଂଚିଥିଲେ ଖାସ ଫିଲ୍ମ ବେଲ୍ ବଟମର ସୁଟିଂ ପାଇଁ । ହେଲେ ଏବେ ସେହି ବେଲ୍ ବଟମ୍ ଫିଲ୍ମ ପାଇଁ ବିବାଦ ମୁଣ୍ଡ ଟେକିଛି । ଏହି ଫିଲ୍ମର କାଷ୍ଟିଂ ଡାଇରେକ୍ଟରଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ।…

ପୁଣି ହ୍ରିତିକ୍ ଓ ଆଦିତ୍ୟଙ୍କୁ ଟାର୍ଗେଟ୍ କଲେ କଙ୍ଗନା !

ମୁମ୍ବାଇ: କଙ୍ଗନା ରଣାୱତଙ୍କୁ ବଲିଉଡର ଅନ୍ୟ ଏକ ବିବାଦୀୟ ଅଭିନେତ୍ରୀ କହିଲେ କିଛି ଭୁଲ ହେବନି । ଚଳିତବର୍ଷ ଅନେକ ମାମଲାରେ ତାଙ୍କ ନାଁ ସାମ୍ନାକୁ ଆସିଛି । ହେଲେ ସବୁଥର ସେ ପଥର ଭଳି ସମସ୍ତ ବାଦବିବାଦ ଓ ପ୍ରତିବାଦକୁ ସାମ୍ନା କରିଆସିଛନ୍ତି । ସମଗ୍ର ବିଶ୍ୱ ସାମ୍ନାରେ ସେ ନିଜ କଥା…

ସୁଶାନ୍ତଙ୍କ ବନ୍ଧୁ ଗଣେଶଙ୍କୁ ମିଳିଲା ଦୁବାଇରୁ ଧମକ

ମୁମ୍ବାଇ: ଜାରି ରହିଛି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟର ତଦନ୍ତ । ଏହି ମାମଲାରେ ବିଭିନ୍ନ ଦିଗରେ ଅନେକ ଲୋକଙ୍କୁ ପଚରାଉଚରା ସରିଲାଣି । ତେବେ ନିକଟରେ ସୁଶାନ୍ତଙ୍କ ସାଙ୍ଗ ଗଣେଶ ହିୱାରକର ଏକ ଚାଂଚଲ୍ୟକର ବୟାନ ରଖିଛନ୍ତି । ତାଙ୍କୁ ଫୋନ୍ କଲ୍ ଜରିଆରେ ଦୁବାଇରୁ ଧମକ ମିଳିଥିବା ନେଇ…

[ଭିଡିଓ] ଭାରତୀଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି; ରାକ୍ଷୀ ସାୱନ୍ତ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ରହିବା ପାଇଁ ବାହାନା ଖୋଜି ପାଇଲେ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ନିକଟରେ ଡ୍ରଗ୍ସ ରଖିବା ଆରୋପରେ କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଏନ୍‌ସିବି ଗିରଫ କରିଥିଲା । ଏହି ମାମଲାରେ ନିଜ ପ୍ରତିକ୍ରିୟା ରଖିବାକୁ ଯାଇ ସାମ୍ନାକୁ…

ଆସୁଛି ନୂଆ ବଲିଉଡ ମୁଭି “ଜନହିତ୍ ମୈଁ ଜାରି”

ମୁମ୍ବାଇ: ଆସନ୍ତା ଦିନରେ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଫିଲ୍ମ ଜନହିତ୍ ମୈଁ ଜାରି । ନିକଟରେ ଏହି ଫିଲ୍ମର ପୋଷ୍ଟରକୁ ବକ୍ସିଂ ଚାମ୍ପିୟନ୍ ମେରି କମ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ଓମୁଙ୍ଗ କୁମାର ସମ୍ଭାଳିଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ…

ଅଭିନେତ୍ରୀ ତାରା ସୁତାରିଆଙ୍କୁ ଫୁରସତ୍ ମିଳୁନି

ମୁମ୍ବାଇ: ଦେଶବ୍ୟାପୀ ଲକଡାଉନ୍ କୋହଳ ହେବା ପରେ ଧୀରେଧୀରେ ନିଜ ପୂର୍ବାବସ୍ଥାକୁ ଫେରୁଛି ବଲିଉଡ । କଳାକାରମାନେ ଅଭିନୟ କରିବା ସହ ଫିଲ୍ମ ଡବିଂରେ ସକ୍ରିୟ ହେଲେଣି । ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ତାରା ସୁତାରିଆ ବି ଫୁଲ୍ ଦମ୍‌ରେ ନିଜ କାମରେ ଲାଗିପଡିଛନ୍ତି । ଏକଧିକ ପ୍ରୋଜେକ୍ଟ ପାଇଁ…